Bollywood ର A ଗ୍ରେଡ ହିରୋଇନ ହେଇ ମଧ୍ୟ Rekha ଙ୍କ ଜୀବନର ଏହି କଟୁ ସତ୍ୟ ଆପଣଙ୍କର ହୋସ ଉଡେଇଦେବ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ସୁନ୍ଦରତା ପାଇଁ ଆଜି ମଧ୍ୟ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ରେଖା । ବର୍ତ୍ତମାନ ମଧ୍ୟ ରେଖାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ପାଗଳ ହେଉଛନ୍ତି । ବଲିଉଡରେ ରେଖା ୧୭୫ ଫିଲ୍ମ ଓ କେତେକ ସାଉଥ ଫିଲ୍ମ କରିଛନ୍ତି ।

ରେଖାଙ୍କୁ ୩ ଥର ଫିଲ୍ମ ଫେୟାର ଓ ଗୋଟେ ଥର ରାଷ୍ଟ୍ରୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଏହା ବ୍ଯତୀତ ରେଖାଙ୍କୁ ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ କରାଯାଇଛି । ରେଖାଙ୍କୁ ଶାଢୀ ଓ ସୁନା ଗହଣା ଆଦି ପିନ୍ଧିବାକୁ ବହୁତ ଅଧିକ ଭଲ ଲାଗେ । ସେଥିପାଇଁ ରେଖା ଅଧିକାଂଶ ଆୱାର୍ଡ ଫଙ୍କସନରେ ଶାଢୀ ଓ ଗହଣାରେ ନଜର ଆସନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରେଖାଙ୍କ ଜୀବନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ରେଖା ନିଜ ପିଲା ଦିନରୁ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ରେଖାଙ୍କ ମାତା ପିତା ବଲିଉଡ ଇଣ୍ଡଷ୍ଟ୍ରି ସହ ସମ୍ବନ୍ଧ ରଖିଥିଲେ । ହେଲେ ସେମାନେ କେବେହେଲେ ପରସ୍ପର ସହ ବିବାହ କରିନଥିଲେ । ସେଥିପାଇଁ ରେଖାଙ୍କୁ ବଲିଉଡରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥିଲା । ରେଖା କେବଳ ୧୩ ବର୍ଷ ବୟସରେ ବଲିଉଡରେ ପାଦ ଦେଇଥିଲେ ।


ରେଖାଙ୍କ ଜୀବନ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ବହି ଲଞ୍ଚ ହୋଇସାରିଛି । ପ୍ରଥମ ବହିଟି ହେଉଛି ୟୁ ରେଖା ଓ ଦ୍ଵିତୀୟଟି ହେଉଛି ରେଖା ଦି ଅଣ୍ଟୋଲ୍ଡ ଷ୍ଟୋରି । ବନ୍ଧୁଗଣ ଏହି ବହିକୁ ଲେଖିଛନ୍ତି ୟାସିଫ ଉସମାନ । ଏହି ବହିରେ ରେଖାଙ୍କ ବିବାହ ସମ୍ବନ୍ଧିତ ଓ ପ୍ରେମ ସମ୍ବନ୍ଧିତ କିଛି ସତ କଥା ବିଷୟରେ ଲେଖାଯାଇଛି । ବନ୍ଧୁଗଣ ରେଖା ହେଉଛନ୍ତି ବଲିଉଡର ଏକ ମାତ୍ର ଅଭିନେତ୍ରୀ ଯାହାଙ୍କର ଘରର ଫଟୋ ବର୍ତ୍ତମାନ ପର୍ଯ୍ୟନ୍ତ ମିଡିଆ ଓ ପବ୍ଲିକ ସାମ୍ନାକୁ ଆସିନାହିଁ । ରେଖାଙ୍କ ଘର ମଧ୍ୟକୁ ବହୁତ କମ ଲୋକଙ୍କୁ ଆସିବାର ଅନୁମତି ରହିଛି ।


ରେଖା ନିଜ ଲାଇଫକୁ ସବୁବେଳେ ଲାଇମ ଲାଇଟ ଠାରୁ ଦୂରରେ ରଖନ୍ତି ହେଲେ କିଛି କଥା ଏମିତି ରହିଛି ଯାହାକୁ ଲୁଚାଇ ହେବ ନାହିଁ । ତାହା ହେଉଛି ରେଖା ହେଉଛନ୍ତି ଅସଲ ଜୀବନରେ ଜଣେ ଲେସବିଆନ । ଏହି କଥା ଶୁଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ, ହେଲେ ବନ୍ଧୁଗଣ ଏହା ସତ । ବିଭିନ୍ନ ଆୱାର୍ଡ ଫଙ୍କସନ ଓ ଇଭେଣ୍ଟରେ ଆପଣ ରେଖାଙ୍କ ସହ ଏକ ମହିଳାଙ୍କୁ ଦେଖିଥିବେ । ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଏହି ମହିଳା ଜଣକ ହେଉଛନ୍ତି ରେଖାଙ୍କର ଛାଇ ।


ଏହି ମହିଳାଙ୍କ ନାମ ହେଉଛି ଫରଜାନା । ୩୨ ବର୍ଷ ହେବ ସେ ରେଖାଙ୍କ ସହ ରହୁଛନ୍ତି । ୟୂରେଖା ବହିରେ ରେଖା ଓ ଫରଜାନାଙ୍କ ବିଷୟରେ ବହୁତ କିଛି ତଥ୍ୟ ଲେଖା ହୋଇଛି । ବନ୍ଧୁଗଣ ଫର୍ଜନା ସବୁବେଳେ ପୁରୁଷଙ୍କ ଡ୍ରେସ ପିନ୍ଧି ନଜର ଆସିଥାନ୍ତି ଓ ରେଖା ଓ ତାଙ୍କ ସେକ୍ରେଟେରୀଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି । ରେଖା ଫରଜାନାଙ୍କୁ ଭଉଣୀ ମାନୁ ଥିବାର ଜଣା ପଡିଛି ହେଲେ ଏମାନଙ୍କ ସମ୍ପର୍କର ରହସ୍ୟ କେହି ବି ଜାଣି ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *