Bollywood ରେ ସବୁଠୁ ଅଧିକ ଗର୍ବୀ ଅଟନ୍ତି ଏହି 5 ଜଣ Actress, କିଏ ମିଡିଆ ସହ କରେ ଝଗଡା ତ କିଏ ଫ୍ୟାନଙ୍କ ସହ କରେ ଖରାପ ବ୍ୟବହାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ ସବୁବେଳେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରହିଥାନ୍ତି । ହେଲେ ଏହି ବଲିଉଡ ଅଭିନେତ୍ରୀ ମାନେ ବହୁତ ସଂଘର୍ଷ ଓ କଷ୍ଟ କରି ବଲିଉଡରେ ସଫଳତା ହାସଲ କରିଛନ୍ତି । ଏମାନେ ସଫଳତା ପାଇବା ପରେ ଏମାନଙ୍କ ମନରେ ବହୁତ ଗର୍ବ ଓ ଅହଂକାର ଆସିଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଫେମସ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ଅଧିକ ଗର୍ବ କରନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ଦୀପିକା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଦୀପିକା ନିଜ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ଦୀପିକାଙ୍କର ବହୁତ ଗର୍ବ ଅଛି ସେ କୌଣସି ଛୋଟ କଥା ପାଇଁ ଫିଲ୍ମର ଜୁନିୟର ଷ୍ଟାର ମାନଙ୍କ ଉପରେ କ୍ରୋଧ କରିଥାନ୍ତି ।


ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ । ଆପଣ ମାନେ ସମସ୍ତେ ବହୁତ ସୁପର ହିଟ ଫିଲ୍ମରେ ଐଶ୍ଵର୍ୟ୍ୟାଙ୍କୁ ଦେଖିଥିବେ । ଐଶ୍ଵର୍ଯ୍ୟ ମଧ୍ୟ ନିଜ ଗର୍ବ ଶୁଟିଙ୍ଗ ସେଟରେ ଦେଖାଇ ଥାଆନ୍ତି । ବର୍ତ୍ତମାନ ସେ ବଲିଉଡରେ ବହୁତ କମ ଫିଲ୍ମରେ କାମ କରୁଛନ୍ତି ।

କରିନା କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିନା କପୁର । କରିନା ବଲିଉଡର ସମସ୍ତ ଦିଗଜ ଅଭିନେତାଙ୍କ ସହ କାମ କରିସାରିଛନ୍ତି । କରିନା ମଧ୍ୟ ଅନ୍ୟ ଅଭିନେତ୍ରୀ ମାନଙ୍କ ପରି ବହୁତ ଗର୍ବ ଓ କ୍ରୋଧ କରନ୍ତି ।


କରିନାଙ୍କ ସାମ୍ନାରେ ଯଦି କିଏ ଭୁଲ କାମ କରିଥାଏ, ତା ହେଲେ କରିନା ସେହି ଲୋକ ଉପରେ ନିଜ କ୍ରୋଧ ଦେଖାଇଥାନ୍ତି । କରିନା ବଲିଉଡ ଅଭିନେତା ଶେଫ ଅଲି ଖାନଙ୍କ ସହ ବିବାହ କରିଛନ୍ତି ତାଙ୍କର ଏକ ପୁଅ ମଧ୍ୟ ଅଛି ହେଲେ ସେ ବର୍ତ୍ତମାନ ମଧ୍ୟ ଫିଲ୍ମରେ ଅଭିନୟ କରୁଛନ୍ତି ।

କଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କଟ୍ରିନା କେଫ । ଆପଣ ମାନେ ସମସ୍ତେ କଟ୍ରିନାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । କଟ୍ରିନା ବହୁତ କମ ସମୟରେ ବଲିଉଡର ଦିଗଜ ଅଭିନେତା ମାନଙ୍କ ସହ ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ହେଲେ କଟ୍ରିନା ମଧ୍ୟ ବହୁତ ଗର୍ବ କରନ୍ତି । କଟ୍ରିନା ବର୍ତ୍ତମାନ କୌଣସି ବଲିଉଡ ଷ୍ଟାରଙ୍କ ସହ ଲଭ ରିଲେସନରେ ନାହାନ୍ତି ସେ କେବଳ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଅନୁଷ୍କା ଶର୍ମା

ଆର୍ମି ପରିବାର ସହିତ ସମ୍ପର୍କ ରଖୁଥିବା ଅଭିନେତ୍ରୀ ଅନଷ୍କା ଶର୍ମା ଯିଏକି ଆଜିକା ସମୟରେ ବଲିଉଡରେ ସବୁଠୁ ଦାମିକିଆ ଅଭିନେତ୍ରୀ ରୁପରେ ଜଣା ଯାଉଛନ୍ତି ଓ ତାଙ୍କ ବିଷୟରେ ଏହା ଖବର ଅଛି କି ମିଡ଼ିଆ ଉପରେ ସେ କେତେଥର ଚିଡି ସାରିଲେଣି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *