‘ମୁଁ ଆଉ ପାରୁନି, ଚାଲ ଆମେ ଦୁଇ ଜଣ…’ ସ୍ତ୍ରୀର କଷ୍ଟକୁ ଅର୍ଥ ଅଭାବ, ଭାଙ୍ଗି ପଡିଛନ୍ତି ସ୍ଵାମୀ ଆଉ କାନ୍ଦି କାନ୍ଦି କହୁଛନ୍ତି ଏପରି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଆଉ ପାରୁନି । ଦରମା ଯାହା ଆଣୁଛି ସବୁ ମେଡ଼ିସିନ କିଣାରେ ଚାଲିଯାଉଛି । ତେବେ ହଁ ବନ୍ଧୁଗଣ ଏପରି କିଛି ଦୁଃଖନୀୟ ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ଜଣେ ସ୍ଵାମୀ ତା’ ସ୍ତ୍ରୀ ପାଇଁ ଚିନ୍ତା କରି କରି ମର୍ମାହତ ହୋଇପଡିଛି । ତେବେ ସ୍ଵାମୀ କହୁଛି ବୁଦ୍ଧି ବାଟ କିଛି ଦିଶୁ ନାହିଁ । ଘର ଛାଡିକି ଚାଲେ କୁଆଡେ ପଳାଇବା ନହେଲେ ଚାଲ ବିଶ ଖାଇଦେବା ।

ତେବେ ନିସହାୟ ଜଣେ ମହିଳାଙ୍କର ସ୍ଵାସ୍ଥବସ୍ତା ସଂପୂର୍ଣ୍ଣ ରୂପେ ବିଗିଡି ଯାଇଛି । ଲିଭର ଡାମେଜ ହୋଇଯିବା କାରଣରୁ ମହିଳା ଜଣଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟର ଆବଶ୍ୟକତା ପଡୁଛି । ତେବେ ଯେଉଁ ସମସ୍ଯାର ସମାଧାନ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡୁଛି । ତେବେ ଜଣେ ମଧ୍ୟବିତ୍ତ ପରିବାରର ଲୋକ ଏତେ ଟଙ୍କା ଯୋଗାଡ କରିବେ କିପରି ? ଏହି କଥା ସବୁବେଳେ ଭାବି ଭାବି ସଂପୂର୍ଣ୍ଣ ରୂପେ ନିରାଶାୟୀ ହୋଇପଡିଛନ୍ତି ।

ତେବେ ଜୀବନର ଏତେ ଖରାପ ପରିସ୍ଥିତିରେ ନିଜର କୋହ ଆଉ ସମ୍ଭାଳି ନପାରି ମିଡିଆ ଆଗରେ କହିଥିଲେ । ଯଦି ମୋତେ କିଛି ଆର୍ଥିକ ସାହାଜ୍ଯ ସହଯୋଗର ହାତ ଲୋକେ ବଢାନ୍ତି । ତେବେ ସେହି ଟଙ୍କାରେ ମୋର ସ୍ତ୍ରୀର ଚିକିତ୍ସା କାର୍ଯ୍ୟ ହୋଇପାରନ୍ତା । ତେବେ ସ୍ଵାମୀଙ୍କ କହିବ ଅନୁଯାଇ ବିଜୁ ସ୍ଵାସ୍ଥକାର୍ଡରେ ଯେତିକି ଟଙ୍କା ଥିଲା । ସେଥିମଧ୍ୟରୁ ବହୁତ ଗୁଡିଏ ତାଙ୍କ ସ୍ତ୍ରୀଙ୍କର ସ୍ଵାସ୍ଥ ଚିକିତ୍ସା ନିମନ୍ତେ ଖର୍ଚ ହୋଇ ହୋଇ ଯାଉଛି ।

ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ତ ଯେତିକି ଟଙ୍କା ଦରକାର ପଡୁଛି । ସେତେ ଟଙ୍କା ଯୋଗାଡ ମୁଁ ମଧ୍ୟ କରି ପାରୁନାହିଁ । ଯେଉଁ ସବୁ ଟଙ୍କା ଦରମା ମିଳିଲା ସମୟରେ ଆଣୁଛି । ସେସବୁ ସ୍ତ୍ରୀର ଦେହ ଖରାପ ପାଇଁ ମେଡ଼ିସିନ କିଣାରେ ଖର୍ଚ ହୋଇଯାଉଛି । ଏହିଭଳି ପରିସ୍ଥିତିରେ ମୋତେ ଆଉ କିଛି ବୁଦ୍ଧି ବାଟ ଦିଶୁ ନାହିଁ । କିଛି ନହେଲେ ଜୀବନ ତ୍ୟାଗ କରିଦେବୁ ।

ତେବେ ଭାସ୍କର ଦାସଙ୍କ ସ୍ତ୍ରୀଙ୍କର ସ୍ଵାସ୍ଥବସ୍ତା ବହୁତ ଶୀଘ୍ର ଭଲ ହୋଇ ସେ ଆରୋଗ୍ଯ ଲାଭ କରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାଥନା କରନ୍ତୁ ।ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଈକ୍, କମେଣ୍ଟ କରନ୍ତୁ । ତେବେ ଯେତେ ସମ୍ଭବ ଏହି ପୋଷ୍ଟକୁ ଅନ୍ୟ ମାନଙ୍କ ସହିତ ଶେୟାର ମଧ୍ୟ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *