ମିନତୀ ବହିଦାର କହିଲେ ‘ନବ ଦାସ ଘରେ ଦୀପାବଳିରେ ବାଣ ଫୁଟା ହୁଏନି, ବାଣ ଶବ୍ଦ ଶୁଣିଲେ ସେ ଡରେ, କାହିଁକି ନା ସେ ମୋ ଭାଇକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାବଳିରେ ନବ ଦାସ ଘରେ ବାଣ ଫୁଟା ହୁଏନି । ତେବେ ପୂର୍ବତନ କ୍ଯାବିନେଟ ପାହ୍ୟା ସ୍ଵାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ବିରୁଦ୍ଧରେ ନିଜସ୍ଵ କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ପାଇଁ ବହୁ ଚର୍ଚାରେ ରହିଥିବା ମିନତୀ ବହିଦାରଙ୍କ ମୁହଁରୁ ପୁଣି ଥରେ ଏପରି କିଛି ସୂଚନା ମିଳିଛି । ଯେଉଁଠାରେ ମିନତୀ ବହିଦାର ଗଣ ମାଧ୍ୟମ ନିକଟରେ ନବ ଦାସଙ୍କ ବିରୁଦ୍ଧରେ ନିଜସ୍ଵ ବିରୋଦ୍ଧପୂର୍ଣ୍ଣ ମନ୍ତବ୍ୟ ନେଇ କହିଛନ୍ତି ।

ନବ ଦାସ ଘରେ ଏତେ ବଡ ଆଲୋକର ପର୍ବ ଦୀପାବଳି ବାଣ ଟିକେ ମଧ୍ୟ ଫୁ-ଟା ହୁଏନି । ଯିଏ ବହୁ ସମୟରେ ବୋମା, ବାଣରେ କାରବାର କରୁଥିବ । ସେହିପରି ଲୋକଙ୍କୁ ବାଣ ଦେଖିଲେ ହିଁ ଭୟ ମାଡି ଆସୁଥିବ । କାରଣ ମିନତୀ ବହିଦାରଙ୍କ କହିବା ଅନୁଯାଇ ସେହି ବାଣକୁ ହିଁ ହ-ତି-ଆ-ର କରି ମୋ ଭାଇକୁ ନବ ଦାସ ମା-ରି-ଥିଲା । ତେଣୁ କାଳେ ନବ ଦାସ ଘର ଉପରେ ଦୀପାବଳି ଦିନ କିଏ ବାଣ କି boma  ମା-ଡ କରିଦେବ ।

ସେଥିପାଇଁ ସେ ଭୟରେ ଏତେ ବଡ ମନ୍ତ୍ରୀ ଘର ହୋଇ ସୁଦ୍ଧା ବାଣ ଫୁଟାଇ ଦୀପାବଳି ପାଳନ କରିନଥାଏ । ତେବେ ମିନତୀ ବହିଦାରଙ୍କ ମନ୍ତବ୍ୟରେ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବାଦ ପଡିଯାଇନଥିଲେ । ତେବେ ମିନତୀଙ୍କ କହିବା ଆଧାରରେ ଯଦି ୨୦୨୩ରେ ନବ ଦାସର ଝିଅ ଦୀପାଳି ଦାସକୁ ନିର୍ବାଚନରେ ହୁଏତ ସ୍ଥାନ ମିଳି ପଦବୀ ମିଳିଯାଏ । ହେଲେ ୨୦୨୪ ମସିହା ବେଳକୁ ଆଉ ଦୀପାଳି ଦାସକୁ ରାଜନୀତିରେ ସୁଯୋଗ ନମିଳିପାରେ ।

କାରଣ ୨୦୨୪ ରେ ବିଜେଡିକୁ ଚାନ୍ସ ମିଳିବ କି ନହିଁ ସନ୍ଦେହ ରହୁଛି । ତେବେ ସେଠାରେ ଦୀପାଳି ଦାସର ନାମର ତ ପ୍ରଶ୍ନ ମଧ୍ୟ ଆଗାମୀ ସମୟରେ ନ ଉଠିପାରେ । ନବ ଦାସର ସ୍ତ୍ରୀ ଓ ତା’ ଝିଅର ବହୁତ ଗର୍ବ ରହିଥିଲା । ଏବେ ସିନା ନବ ଦାସ ଚାଲିଯିବା ପରେ ସେମାନେ ଭାବ ବିହ୍ଵଳ ହୋଇ ଥମ ପଡିଯାଇଛନ୍ତି ।

ହେଲେ ନଦେଖିଲା ଲୋକ କେବେବି ଜାଣିପାରିବ ନାହିଁ ନବ ଦାସର ସ୍ତ୍ରୀ କଣ ତା’ ଝିଅ କଣ ସମସ୍ତଙ୍କର ଗର୍ବ ଭର୍ତ୍ତି ହେଇକି ଥିଲା । ଯେଉଁ ଦୀପାଳି ନିଜ ଜେଜେବାପା ଜେଜେ ମା’ ଙ୍କୁ ପଚାରି ଯାଏ ନହିଁ । ସେଭଳି ଝିଅ କଣ ଲୋକଙ୍କର ଭଲ ମନ୍ଦ ବୁଝି ତାଙ୍କ ପାଖରେ ଠିଆ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *