ବବି ଦାସ ଓ V.K Pandian ଙ୍କୁ ନେଇ ଏମିତି କାହିଁକି କହିଲେ ମିନତୀ ବହିଦାର ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଣ୍ଡିଆନ ଏବେ ପାୱାରଫୁଲ ଲୋକ ହେଲେ ବବି ଦାସ ଜଣେ ମୂର୍ଖ ଲୋକ ଟା ! ତେବେ ବହୁ ଚର୍ଚିତ ନିଜସ୍ଵ ମନ୍ତବ୍ୟ ପାଇଁ ମିନତୀ ବହିଦାରଙ୍କ ମୁହଁରୁ ର୍ରାଜନୀତି ପ୍ରଶଙ୍ଗକୁ ନେଇ ଏପରି କିଛି ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ମିନତୀ ବହିଦାର କହିଛନ୍ତି । ଆଗାମୀ ସମୟରେ କିଏ ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିବ । ତାହା ତ ନିର୍ବାଚନ ପରେ ହିଁ ଜଣାପଡିଯିବ । ହେଲେ ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଗ୍ରହୀ ହୋଇ ରହିଛନ୍ତି ।

ସେମାନଙ୍କ ମଧ୍ୟରୁ ଏବେ 5ଟି ସଚିବ ପାଣ୍ଡିଆନଙ୍କର ଧର୍ମପତ୍ନୀଙ୍କ ନାମ ବହୁ ଚର୍ଚାରେ ଅଛି । ହେଲେ ପାଣ୍ଡିଆନଙ୍କର ସ୍ତ୍ରୀ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ନାହିଁ ତାହା ତ ଏବେ ସ୍ପଷ୍ଠ ହୋଇପାରିନାହିଁ । ହେଲେ ମିନତୀ ମହିଦାରଙ୍କ ମୁହଁରୁ 5Tସଚିବ ପାଣ୍ଡିଆନଙ୍କ ପାଇଁ ଏପରି କିଛି ଶୁଣିବାକୁ ମିଳିଛି । ତେବେ ଯେଉଁଠାରେ କି ମିନତୀ ବହିଦାର 5 ଟି ସଚିବଙ୍କୁ ନେଇ କହିଛନ୍ତି । ପାଣ୍ଡିଆନ ଜଣେ ବହୁତ ପାୱାରଫୁଲ ଲୋକ ଅଟନ୍ତି ।

ତେବେ ଆଗାମୀ ସମୟରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବହୁତ ଅଧିକ ରହୁଛି । ତେବେ ତାଙ୍କ ପଛକୁ ବବି ଦାସ ଅଛନ୍ତି । ତେବେ ବବି ଦାସଙ୍କର କୌଣସି ପ୍ରକାର କାର୍ଯ୍ୟକଳାପରେ ବିଚ୍ୟୁତି ଦେଖି ତାଙ୍କୁ ବବି ଦାସଙ୍କୁ ମୂର୍ଖ ବୋଲି ବ୍ୟକ୍ତ କରି ମିନତୀ ବହିଦାର ମତ ରଖିଛନ୍ତି । ତେବେ ଆଗାମୀ ସମୟରେ ବିଜେଡି ଅପେକ୍ଷା ବିଜେପି ଶାସନକୁ ଆସିବା ଦରକାର ବୋଲି ମଧ୍ୟ ମିନତୀ ବହିଦାରଙ୍କର ନିଜସ୍ଵ ମନ୍ତବ୍ୟ ରହୁଛି ।

ତେବେ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ ବୋଲି ତାଙ୍କର ବିଚାର ଧାରା ଅନୁସାରେ କହିଛନ୍ତି । ହେଲେ ଅପର ପକ୍ଷରେ ନିଜର କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ଦେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ଖୁବ ବର୍ଷିଛନ୍ତି ମିନତୀ ବହିଦାର । ତେବେ ମିନତୀ ବହିଦାରଙ୍କ କହିବା ଆଧାରରେ ଅପରାଜିତା ଷଡଙ୍ଗୀ ତାଙ୍କ ଜାଗାରେ ସେ ଠିକ ଥିଲେ ।

ହେଲେ ମୁଖ୍ୟମନ୍ତ୍ରୀ ହେଲେ ସେ ସବୁ ଖୋଳ କରିବସିଯିବେ ବୋଲି ନିଜର ମତ ଗଣ  ମାଧ୍ୟମ ନିକଟରେ ମିନତୀ ବହିଦାର ରଖିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *