Jyotish Shastra – ସ୍ତ୍ରୀଙ୍କର ଦିୱାନା ହେଇଥାନ୍ତି ଏହି ୪ ଟି ନାମର ପୁରୁଷ, କଣ ଏଥିରେ ଆପଣଙ୍କ ନାମ ନାହିଁ ତ …

ଝିଅ ହେଉ ବା ପୁଅ ହେଉ ସମସ୍ତଙ୍କର ଗୋଟେ ଭଲ ଜୀବନସାଥୀ ପାଇବାର ଇଛା ଥାଏ । ସବୁ ଝିଅ ଚାହାଁନ୍ତି ତାଙ୍କୁ ଭଲ ଜୀବନସାଥି ମିଳୁ, ଯିଏ ତାଙ୍କର ସବୁ ଇଚ୍ଛା ପୁରା କରିଦେବ । ସେହି ଝିଅମାନଙ୍କର ଭାଗ୍ୟ ବହୁତ୍ ଭଲ ହୋଇଥାଏ, ଯେଉଁମାନଙ୍କୁ ତାଙ୍କ ମନପସନ୍ଦର ଜୀବନସାଥି ମିଳେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ନାଁର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ ବିଷୟରେ ଜଣାପଡ଼େ । ଆସନ୍ତୁ ଜାଣିବା ସେହି ୪ଟି ନାଁର ପୁରୁଷ ଯେଉଁମାନେ ତାଙ୍କ ସ୍ତ୍ରୀଙ୍କ ପାଇଁ ସବୁ କିଛି କରିଥାନ୍ତି ।

A ନାମର ପୁରୁଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୁଏ,ସେ ତାଙ୍କ ସ୍ତ୍ରୀଙ୍କର ଭଲପାଇବାରେ ପାଗଳ ହୋଇଥାନ୍ତି,ଏହି ନାମର ପୁରୁଷ ତାଙ୍କ ସ୍ତ୍ରୀଙ୍କର ବହୁତ୍ ଯତ୍ନ ନିଅନ୍ତି ଓ ତାଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । ଏମାନେ ତାଙ୍କ ସ୍ତ୍ରୀ ଙ୍କ ସାଙ୍ଗରେ ଜୀବନସାରା ରୁହନ୍ତି ଓ ତାଙ୍କର ବହୁତ୍ ଯତ୍ନ ନିଅନ୍ତି । ଜୀବନସାରା ତାଙ୍କ ସ୍ତ୍ରୀଙ୍କୁ ଭଲ ପାଆନ୍ତି ।

K ନାମର ପୁରୁଷ

ଯେଉଁ ପୁରୁଷମାନଙ୍କର ନାମ k ରୁ ଆରମ୍ଭ ହୋଇଥାଏ, ସେମାନେ ଏହି ପ୍ରକାରର ହୋଇଥାନ୍ତି । ଏହି ଲୋକ ଭଲପାଇବା ମାମଲାରେ କାହାଠୁ କମ୍ ନୁହଁନ୍ତି । ଏମାନେ ତାଙ୍କ ସ୍ତ୍ରୀର ଭଲପାଇବାରେ ଏମିତି ପାଗଳ ହୋଇଥାନ୍ତି କି କିଛି ବି କରିବାପାଇଁ ପ୍ରସ୍ତୁତ ହୋଇଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି ଓ ତାଙ୍କର ସବୁ ଇଛା ପୂରଣ କରନ୍ତି ଓ ସବୁକଥା ମାନନ୍ତି । କୁହନ୍ତି ବାହାଘର ପୂର୍ବରୁ ଠିକ୍ ରହିଥାନ୍ତି କିନ୍ତୁ ବାହାଘର ପରେ ସେମାନେ ବଦଳି ଯାଆନ୍ତି ।

P ନାମର ପୁରୁଷ

ଯେଉଁ ପୁରୁଷଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି । ଏହି ନାମର ପୁରୁଷ ତାଙ୍କ ସ୍ତ୍ରୀଙ୍କ ପାଇଁ ବହୁତ ଭଲ କାମ କରନ୍ତି ଓ ତାଙ୍କ ମନ ପୁରା ସଫା ହୋଇଥାଏ । ସେ ତାଙ୍କ ପତ୍ନୀଙ୍କୁ ଏତେ ଜାଣନ୍ତି ତାଙ୍କର ସବୁ କଥା ନଶୁଣି ମଧ୍ୟ ତାଙ୍କ କଥା ବୁଝିପାରନ୍ତି । ସମ୍ପର୍କକୁ ବହୁତ ବିଶ୍ୱାସ କରନ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି ।

R ନାମର ପୁରୁଷ

ଯେଉଁ ପୁରୁଷମାନଙ୍କର ନାମ R ରୁ ଆରମ୍ଭ ହୁଏ, ସେମାନେ ତାଙ୍କ ସ୍ତ୍ରୀଙ୍କର ସବୁ ଛୋଟ ବଡ଼ କଥାର ଧ୍ୟାନ ରଖନ୍ତିଁ । ସେ ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତି । ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଉପରେ ବହୁତ ବିଶ୍ବାସ ଥାଏ ।

ଯେତେ ସେ ସ୍ତ୍ରୀଙ୍କ ପାଖରେ ନିଜକୁ ସମର୍ପତ କରନ୍ତି ସେତିକି ତାଙ୍କ ସ୍ତ୍ରୀଙ୍କ ଠାରୁ ଆଶା ରଖିଥାନ୍ତି । ସେ ତାଙ୍କ ସ୍ତ୍ରୀଙ୍କ ପ୍ରେମରେ ପାଗଳ ହୋଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *