ସ୍ତ୍ରୀର ଏହି ଭୁଲ ପାଇଁ ସ୍ଵାମୀ ଜୀବନରେ ଆସିଥାଏ ଝଡ , ବର୍ବାଦ ହୋଇଯାଏ ତାର ଜୀବନ

ହିନ୍ଦୁ ଧର୍ମରେ ନାରୀଙ୍କୁ ମାତା ଲକ୍ଷ୍ମୀଙ୍କ ପ୍ରତିରୂପ କୁହାଯାଏ । ସେଥିପାଇଁ ନାରୀମାନେ ଯଦି କିଛି ଭୁଲଭାଲ କରନ୍ତି ତାହେଲେ ଘରେ ସବୁବେଳେ ଧନର ଅଭାବ ଦେଖା ଦେଇଥାଏ । ଯାହା ଦ୍ଵାରା ସ୍ବାମୀଙ୍କୁ ଧନର ଅଭାବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ନାରୀମାନଙ୍କର ସେହି କେତୋଟି ଭୁଲ ବିଷୟରେ । ଯେମିତି କି ଆପଣମାନେ ଜାଣିଛନ୍ତି ନାରୀମାନେ ସବୁବେଳେ ମଝି ସିନ୍ଥିରେ ସିନ୍ଦୁର ପିନ୍ଧିବା ଦରକାର ।

କିନ୍ତୁ ବହୁତ ନାରୀମାନେ ମଝି ସିନ୍ଥିରେ ସିନ୍ଦୁର ପିନ୍ଧିବା ବଦଳରେ ସାଇଡରେ ଲଗାନ୍ତି । ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ । ଯାହା ଦ୍ଵାରା କି ସ୍ବାମୀର ଭଲ ହେବା ବଦଳରେ ବରବାଦି ହୋଇଥାଏ । ବହୁତ ଅମଙ୍ଗଳ ହୋଇଥାଏ ।

ଏହା ବ୍ଯତୀତ ବହୁତ ନାରୀ ଅଛନ୍ତି ଯେଉଁମାନେ ଆଙ୍ଗୁଠି ଦ୍ଵାରା ସିନ୍ଥିରେ ସିନ୍ଦୁର ପିନ୍ଧିଥାନ୍ତି । ଏହା ବହୁତ ବଡ ଭୁଲ ଅଟେ । ଯଦି ସିନ୍ଦୁର ପିନ୍ଧିବେ ଆପଣ ରୂପା କଣ୍ଟାରେ ବା ଝିଙ୍କ କଣ୍ଟାରେ ସିନ୍ଦୁର ପିନ୍ଧି ପାରିବେ । ଯାହା ଦ୍ଵାରା କି ସ୍ବାମୀର ମଙ୍ଗଳ ହେବ ଏବଂ ସ୍ବାମୀର ମଧ୍ୟ ଉନ୍ନତି ହେବ । କିନ୍ତୁ ବହୁତ ଜଣ ଲୁହା କଣ୍ଟାରେ ସିନ୍ଦୁର ପିନ୍ଧିଥାନ୍ତି । ଏହା ବହୁତ ବଡ ଭୁଲ ହୋଇଥାଏ । ଏହା ଦ୍ଵାରା ଶନିଙ୍କର କୁଦୃଷ୍ଟି ଆପଣଙ୍କ ସ୍ଵାମୀ ଏବଂ ପରିବାର ଉପରେ ପଡିଥାଏ । କାରଣ ଲୁହା କଣ୍ଟା ହେଉଛି ଶନିଙ୍କର କାରକ, ସେଥିପାଇଁ ଭୁଲରେ ବି କେବେ ବି ଲୁହା କଣ୍ଟାରେ ସିନ୍ଦୁର ପିନ୍ଧିବେ ନାହିଁ ।

ବହୁତ ଲୋକ ଠାକୁର ପୂଜା କଲା ବେଳେ ତଳେ ବସି ପୂଜା କରନ୍ତି, ଏହା ଭୁଲ ଅଟେ । କେବେ ବି ତଳେ ବସି ପୂଜା କରିବେ ନାହିଁ । ଯାହା ଦ୍ଵାରା ଆପଣଙ୍କର ମଙ୍ଗଳ ହେବା ଜାଗାରେ ଅମଙ୍ଗଳ ହୋଇଥାଏ । ପୂଜା କରିବା ସମୟରେ ସବୁବେଳେ କାଠ ପିଢାରେ ବସି ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ ।

ବହୁତ ଜଣ ନାରୀ ଗାଧୋଇବାବେଳେ ବାଥରୁମ ରେ ଦେହରେ କପଡା ରଖି ନଥାନ୍ତି, ଏହା ବହୁତ ଭୁଲ ହୋଇଥାଏ । ଦୁର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ ।

ମନେ ରଖନ୍ତୁ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଯଦି କାନ୍ଥରେ ଝିଟିପିଟି ଦେଖୁଛନ୍ତି ତାହେଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପଟି ଉପରକୁ ପକାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବହୁତ ଶୁଭ ହୋଇଥାଏ ।

ସବୁବେଳେ ମନେ ରଖନ୍ତୁ ଯେ କୌଣସି କାର୍ଯ୍ୟ କରୁଛନ୍ତି ଟିକେ ନୀତି ନିୟମରେ କରନ୍ତୁ । ଯେହେତୁ ଘରର ଲକ୍ଷ୍ମୀ ଆପଣ । ତେଣୁ ଆପଣ ଯଦି ନୀତି ନିୟମରେ ଚଳିବେ, ନୀତି ନିୟମରେ ରହିବେ ନିଶ୍ଚିତ ଆପଣଙ୍କ ଘରେ କେବେ ବି ଧନର ଅଭାବ ଦେଖା ଦେବ ନାହିଁ ଓ ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବ ।

ଏହା ସହିତ ଯେତେବେଳେ ଆପଣ ସ୍ନାନ କରୁଛନ୍ତି ତେବେ ଗାଧୋଇବା ପରେ ସେହି କପଡାକୁ ତୁରନ୍ତ ଶୁଖାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଯଦି ସେହି ଗାଧୁଆ ଘରେ ପିନ୍ଧିଥିବା କପଡାର ପାଣି ଯଦି କାହା ଦେହରେ ପଡେ ଏହା ବହୁତ ଅମଙ୍ଗଳ ହୋଇଥାଏ । ତା ସହିତ ଦେହ ମଧ୍ୟ ଖରାପ ହୋଇଥାଏ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *