ବିବାହ ପରେ ସ୍ତ୍ରୀଙ୍କ ସହ ତାଳରେ ତାଳ ମିଶେଇ ଜମେଇ କି ନାଚିଲେ ବିଧାୟକ Dibya Shankar Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାଚିକି ଯମେଇ ଦେଲେ କ୍ଯାପଟେନ ଦିବ୍ୟଶଙ୍କର । ତେବେ ହଁ ବନ୍ଧୁଗଣ ଜୁନାଗଡ ବିଧାୟକ ତଥା କ୍ୟାପଟେନଙ୍କର ଦିତୀୟ ବିବାହକୁ ନେଇ ସବୁଆଡେ ଏବେ ଚର୍ଚା ଚାଲିଛି । ତେବେ କ୍ଯାପଟେନ ଦିବ୍ୟଶଙ୍କରଙ୍କର ପ୍ରିୟଙ୍କା ନାମକ ଏକ ଯୁବତୀଙ୍କ ସହ ନିକଟ ଅତୀତରେ ବାହାଘର ହେଇଛି । ଯାହା ଏବେ ଚର୍ଚାର ଆକର୍ଷଣ ପାଲଟିଛି । ତେବେ ଗତ କାଲି କ୍ଯାପଟେନ ଦିବ୍ୟଶଙ୍କରଙ୍କର ବାହାଘରର ରିଶେପସନ ପାର୍ଟିର ଆୟୋଜନ କରଯାଇଥିଲା ।

ଯେଉଁଥିରେ ଘର ପରିବାର ତଥା ବନ୍ଧୁ ପରିଜନଙ୍କ ସହିତ ନିଜର ବାହାଘରର ରିଶେପସନ ପାର୍ଟିର ମଜା ଉଠାଇଥିଲେ । ତେବେ ଦିବ୍ୟଶଙ୍କର ତାଙ୍କ ଧର୍ମପତ୍ନୀଙ୍କ ସହିତ ପାର୍ଟିରେ ନାଚିଥିବାର ମଧ୍ୟ ନଜର ଆସିଥିଲେ । ତେବେ ଯାହାକି ପାର୍ଟିର ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ତେବେ ବିଧାୟକଙ୍କର ଦିତୀୟ ବାହାଘରକୁ ନେଇ ସବୁଆଡେ ଚର୍ଚା ଚାଲିଥିବା ବେଳେ ତାଙ୍କର ଦିତୀୟ ପତ୍ନୀଙ୍କ ସହ ପାର୍ଟିରେ ନାଚିବା ଏବେ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଦିବ୍ୟଶଙ୍କର ସୁଟ୍ ଓ ବୁଟ୍ ରେ ରେଡି ହୋଇଥିବା ସମୟରେ ତାଙ୍କର ନବ ବିବାହିତ ପତ୍ନୀ ପ୍ରିୟଙ୍କା ଲେହେଙ୍ଗା ଲୁକ୍ ରେ ନଜର ଆସିଥିଲେ । ତେବେ ନିକଟ ଅତୀତରେ ପୁରୀର ପିପିଲିର ଏକ ରିସର୍ଟ ଠାରେ ନିରାଡମ୍ବର ଆୟୋଜନ କରଯାଇଥିଲା । ତେବେ ଗତ କାଲୀ ଆଡମ୍ବର ଭାବରେ ରିଶେପସନ  ପାର୍ଟିର ଆୟୋଜନ କରଯାଇଥିଲା ।

ତେବେ ପାର୍ଟିକୁ ମଧ୍ୟ ଧୂମଧାମରେ ଆୟୋଜନ କରାଯାଇ ଭଲ ଭାବରେ ଡେକୋରେସନ ମଧ୍ୟ କରଯାଇଥିଲା । ତେବେ ଉଭୟ ନବ ଦମ୍ପତ୍ତି ପରିବାର ବର୍ଗଙ୍କ ସହ ମିଶି ପାର୍ଟିରେ ଧୂମ ମଚାଇବା ସହ ଚର ଚାନ୍ଦ ଲଗାଇଦେଇଥିଲେ । ତେବେ ତେବେ ବିଧାୟକ ଦିବ୍ୟଶଙ୍କରଙ୍କ ଭୋଜିକୁ ମଧ୍ୟ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ ମଧ୍ୟ ଆସି ପାର୍ଟିର ଶୋଭା ବର୍ଦ୍ଧକ କରିଥିଲେ ।

ତେବେ ବିଧାୟକ ଦିବ୍ୟଶଙ୍କର ଓ ତାଙ୍କ ନବ ବିବାହିତ ପତ୍ନୀଙ୍କର ଦାଂପତ୍ଯ ଜୀବନ ସବୁଦିନ ପାଇଁ ଭଲରେ ରହୁ । ବୋଲି ଭଗବାନଙ୍କ ନିକଟରେ କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଏହା ସହିତ ନବ ଦମ୍ପତ୍ତି ଜୁନାଗଡ ବିଧାୟକ ତଥା କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ନବ ବିବାହିତ ପତ୍ନୀ ପ୍ରିୟଙ୍କାଙ୍କ ଯୋଡି ଆପଣ ମାନଙ୍କୁ କିପରି ଲାଗିଲା । କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *