ମହିଳା ମାନଙ୍କର ଏହି ଅଙ୍ଗରେ ବାଳ ରହିବା ହୋଇଥାଏ ବହୁତ ବହୁତ ଅଶୁଭ

ବନ୍ଧୁଗଣ ଆପଣ ମାନେ ଏହା ନିଶ୍ଚୟ ଜାଣିଥିବେ ହିନ୍ଦୁଧର୍ମ ଅନୁସାରେ ଯେଉଁ ମହିଳା ମାନଙ୍କର ଲମ୍ବା ଚୁଟି ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ଝିଅ ମାନଙ୍କର ଘର ପରିବାର ବହୁତ ଉନ୍ନତି କରିଥାନ୍ତି । ସେହି ଝିଅ ମାନଙ୍କ କାରଣରୁ ଘର ମଧ୍ୟରେ ବହୁତ ଭଲ ବାତାବରଣ ଲାଗି ରହିଥାଏ । ଯେଉଁ ମହିଳା ମାନଙ୍କର କଳା ଏବଂ ଛୋଟ କେଶ ରହିଥାଏ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି ।

ଏମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏହି ମହିଳା ନିଜ ବ୍ୟବହାର ଦ୍ଵାରା ସବୁ ଲୋକଙ୍କ ମନକୁ ଖୁସି କରି ଦିଅନ୍ତି । ଏହି ମହିଳା ମାନଙ୍କ ସୁନ୍ଦରତାରେ ବହୁତ ପୁରୁଷ ଆକର୍ଷିତ ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ବୋହୁ ହୋଇ ଯାନ୍ତି ସେହି ଘରେ ସୁଖ ଏବଂ ସମୃଦ୍ଧିର ଲହରୀ ଖେଳିଥାଏ ।

ଏହି ମହିଳା ମାନେ ନିଜ ପାଖ ପଡୋଶୀ ମାନଙ୍କ ସହ ମଧ୍ୟ ମିଳିମିଶି ରହିଥାନ୍ତି । ଏହି ମହିଳା ମାନେ ବହୁତ ଭଲ ପାଠ ମଧ୍ୟ ପଢିଥାନ୍ତି । ଏହି ମହିଳା ମାନେ ସୁନ୍ଦର ହେବା ସହ ନିଜ ପରିବାର ସଦସ୍ୟଙ୍କର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ହେଲେ ବନ୍ଧୁଗଣ ଶରୀରର ଏପରି ଏକ ଅଙ୍ଗ ରହିଛି ଯେଉଁଠି ଚୁଟି ରହିବା ସ୍ତ୍ରୀ ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ ।

ଆଜିଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କର ସେହି ଅଙ୍ଗ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ । ବନ୍ଧୁଗଣ ଆପଣ ମାନେ ଏହିପରି ମହିଳା ମାନଙ୍କୁ ନିଶ୍ଚୟ ଦେଖିଥିବେ ଯେଉଁ ମାନଙ୍କ ହାତରେ ପୁରୁଷଙ୍କ ପରି ବଡ ବଡ ଚୁଟି ରହିଥାଏ ଏବଂ ସ୍ତ୍ରୀ ମାନେ ଏହି ଚୁଟିକୁ ଲୁଚାଇବା ପାଇଁ ବହୁତ ଗୁଡିଏ ଉପାୟ ଅବଲମ୍ବନ କରିଥାନ୍ତି ।

ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ପରି ହାତରେ ଚୁଟି ରହିବା ବହୁତ ଅଶୁଭ ହୋଇଥାଏ । ଯେଉଁ ସ୍ତ୍ରୀ ମାନଙ୍କ ହାତରେ ଏହି ପରି ଚୁଟି ରହିଥାଏ ସେମାନେ ଉଗ୍ର ସ୍ଵଭାବର ହୋଇଥାନ୍ତି ଏବଂ ବହୁତ ଛୋଟ ଛୋଟ କଥାରେ ଅନ୍ୟ ମାନଙ୍କ ସହ ଯୁକ୍ତି ମଧ୍ୟ କରିଥାନ୍ତି ।


ଏହିପରି ମହିଳା ମାନେ ସବୁବେଳେ ଅନ୍ୟର ଅନିଷ୍ଟ ଚିନ୍ତା କରିଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ରୁଷ୍ଟ ହୋଇଥାଏ । ଏମାନଙ୍କ ମନରେ ଅନ୍ୟ ମାନଙ୍କ ପ୍ରତି ଦୟାଭାବ ରହି ନଥାଏ । ଏହି ମହିଳା ମାନେ ସବୁବେଳେ ମନରେ ଈର୍ଷା ଭାବ ରଖିଥାନ୍ତି । ତେବେ ବନ୍ଧୁଗଣ ଏହା ଥିଲା ସେହି ଅଙ୍ଗ ଯେଉଁଠି ଚୁଟି ରହିଲେ ବହୁତ ଅଶୁଭ ମନା ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *