Mahabharat ସିରିଏଲର ଅର୍ଜୁନ ଙ୍କ ପତ୍ନୀ ହେବେ TV ର ଏହି ଫେମସ Actress, ଖୁବ ଶୀଘ୍ର କରି ପାରନ୍ତି ବିବାହ

୨୦୧୩ ମସିହାରେ ଆସିଥିବା ସିଦ୍ଧାର୍ଥ ତିୱାରୀଙ୍କର ମହାଭାରତ ଲୋକ ମାନଙ୍କର ହୃଦୟକୁ ଜିତି ନେଇଥିଲା । ଏହି ଧାର୍ମିକ ସିରିଏଲ କୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଏହି ସିରିଏଲ ରେ ସବୁ ଅଭିନେତାଙ୍କ ଅଭିନୟ ଲୋକଙ୍କ ମନକୁ କିଣି ନେଇଥିଲା । ଯାହା ଦ୍ଵାରା ଏହି କଳାକାର ମାନେ ଖୁବ ଫେମସ ହୋଇ ଯାଇଥିଲେ । ଲୋକମାନଙ୍କ ଡିମାଣ୍ଡ କାରଣରୁ ଏହି ଲକ ଡାଉନରେ ଷ୍ଟାର ପ୍ଲସ ଚ୍ୟାନେଲରେ ଏହି ସିରିଏଲ କୁ ପୁନର୍ବାର ପ୍ରସାରିତ କରା ଯାଇଥିଲା ।

ଏହା ଦ୍ୱାରା ମହାଭାରତର ସବୁ କଳାକାର ମାନେ ଏବେ ପୁଣି ଥରେ ଚର୍ଚ୍ଚାରେ ଆସି ଯାଇଥିଲେ । ମହାଭାରତରେ ଅର୍ଜୁନଙ୍କ ଭୂମିକାରେ ଅଭିନୟ କରୁଥିବା ଏହି କଳାକାରଙ୍କ ଅସଲି ନାମ ହେଉଛି ସାହିର ଶେଖ । ସାହିର ଶେଖଙ୍କ ଜନ୍ମ ୧୯୮୪ ମସିହା ମାର୍ଚ୍ଚ ୨୪ ତାରିଖରେ ହୋଇଥିଲା । ସେ ଜଣେ ଏକା ଧାରାରେ ଜଣେ ଭଲ ଆକ୍ଟର ଓ ମଡେଲ ମଧ୍ୟ ଅଟନ୍ତି ।

ସାହିର ଶେଖ ତାଙ୍କର ଅଭିନୟର କ୍ୟାରିୟର ୨୦୦୫ ମସିହାରେ ଆରମ୍ଭ କରିଥିଲେ । ସେ ବହୁତ ଛୋଟ ବଡ ଟିଭି ସୋ ରେ ତାଙ୍କର ଅଭିନୟ କରିଛନ୍ତି । ତାଙ୍କୁ ମଧ୍ୟ ବହୁତ ପୁରସ୍କାର ମଧ୍ୟ ମିଳିଛି । ସେ ତାଙ୍କ ଅସଲି ଜୀବନରେ ଜଣେ ବହୁତ ଭଲ ଲୋକ ଅଟନ୍ତି । ସେ ବହୁତ ଖୁସ ମିଞ୍ଜାସର ପିଲା ଅଟନ୍ତି ।

ସେ ତାଙ୍କ ପରିବାରକୁ ବହୁତ ଭଲ ପାଇଥାନ୍ତି । ସେଥିପାଇଁ ସେ ଅଧିକ ସମୟ ତାଙ୍କ ପରିବାର ପାଖରେ ସମୟ ଦେଇଥାନ୍ତି । ସେ ତାଙ୍କ ଅଭିନୟକୁ ବହୁତ ଭଲ ନିଷ୍ଠାପର ଭାବରେ ତୁଲେଇ ଥାନ୍ତି । ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ତାଙ୍କର ଜଣେ ଗର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି । ପୂର୍ବରୁ ସାହିର ଶେଖଙ୍କ ଅଫେୟାର ଜଣେ ଇଣ୍ଡୋନେସିଆଇ ଆକ୍ଟ୍ରେସ୍ ଆୟୁ ଟିଙ୍ଗଟିଙ୍ଗଙ୍କ ସହିତ ଥିଲା । ସେ ଦେଖିବାକୁ ବହୁତ କ୍ୟୁଟ ଓ ସୁନ୍ଦର ଅଟନ୍ତି । ଏମାନେ ଦୁହେଁ ବହୁତ ଦିନ ଧରି ସମ୍ପର୍କରେ ଥିଲେ । ଏମାନେ ବେଳେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ମଧ୍ୟ୍ୟ ସେୟାର କରିଥାନ୍ତି ।

କିନ୍ତୁ ପରେ ଏମାନଙ୍କର ବ୍ରେକପ ହୋଇ ଯାଇଥିଲା । ଏହା ପରେ ସିରିଏଲ କୁଛ ରଙ୍ଗ ପୟାର କେ ଏସେ ଭି ସିରିଏଲ ସମୟରେ ଶେ ନିଜ କୋ ଆକ୍ଟ୍ରେସ ଏରିକା ଫର୍ନାଡିସ ଙ୍କ ସହିତ ରିଲେସନ ରେ ଆସିଥିଲେ ।  ଖବର ଅନୁସାରେ ସେମାନେ ଭବିଷ୍ୟତରେ ଉଭୟେ ଉଭୟଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ସେୟାର ହେବା ପରେ ତାଙ୍କ ଫ୍ୟାନ ମାନଙ୍କର ବହୁତ ଶୁଭକାମନା ମିଳିଥିଲା । ତେବେ ଆପଣ ମାନଙ୍କୁ ମହାଭାରତରେ ସାହିର ଶେଖଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *