ଜେଲ୍ ଭିତରେ ସ୍ତ୍ରୀକୁ ଝୁରୁଛି Niranjan, ଆଉ କହୁଛି…

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସୁଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଏବେ ଜେଲରେ ରଖାଯାଇଛି । ଶର୍ମିଷ୍ଠା, ଝୁନା ଓ ନିରଞ୍ଜନ ଏବେ ଜେଲରେ ଅଛନ୍ତି । ବନ୍ଧୁଗଣ ନିରଞ୍ଜନ କୋର୍ଟରେ ଜାମିନ ଆବେଦନ କରିଥିଲେ ହେଲେ ତାଙ୍କ ଜାମିନ ଖାରଜ ହେଇଯାଇଛି । ଏବେ ତାଙ୍କୁ ଭଦ୍ରକ ଜେଲରୁ ବାରିପଦା ଜେଲକୁ ନିଆଯାଇଛି ।

ଶର୍ମିଷ୍ଠାଙ୍କ ପ୍ରେମ ନିରଞ୍ଜନଙ୍କୁ ମହଙ୍ଗା ପଡିଛି । ଏବେ ନିରଞ୍ଜନଙ୍କୁ ଶର୍ମିଷ୍ଠାଙ୍କ ପ୍ରେମ ଗନ୍ଧେଇଲାଣି । ଏବେ କେବଳ ପରିବାର କଥା ନିରଞ୍ଜନଙ୍କୁ ଭାରି ମନେ ପଡୁଛି । ସ୍ତ୍ରୀ ପିଲାଙ୍କୁ ବହୁତ ଝୁରୁଛି ପ୍ରେମିକ ପ୍ରବର ନିରଞ୍ଜନ । ସ୍ତ୍ରୀକୁ କହୁଛି ମୋର ବହୁତ ବଡ ଭୁଲ ହେଇଗଲା । ତମ ପରି ସୁନ୍ଦର ସ୍ତ୍ରୀକୁ ମୁଁ ଭୁଲିଯାଇ ସେ ଶର୍ମିଷ୍ଠା ପଛରେ ଧାଇଁଲି ।

ମୁଁ ତ ଅନ୍ୟାୟ କଲି ଛଳନା ବି କଲି ଆଉ ମୋ ଭୁଲ ପାଇଁ ଏବେ ମୁଁ ପଶ୍ଚାତାପ କରୁଛି । ପାରିବ ଯଦି ମୋତେ ତମେ କ୍ଷମା କରିଦେବ ମୋ ପ୍ରିୟତମା । ମୋର ବହୁତ ବଡ ଭୁଲ ହେଇଯାଇଛି । ଏବେ ମୁଁ ଯେତେ ଚେଷ୍ଟା କଲେ ବି ମୁକୁଳି ପାରୁ ନାହିଁ । ମୋତେ ସେ ଶର୍ମିଷ୍ଠା ତାର ପ୍ରେମ ଜାଲରେ ଏମିତି ଫସେଇ ଦେଇଛି ଯେ ମୁଁ ବାହାରକୁ ବାହାରିବା ପାଇଁ ବାଟ ଖୋଜୁଛି ହେଲେ କଣ କରିବି ମୁଁ ନିଜେ ବି ଜାଣି ପାରୁ ନାହିଁ ।

ଜେଲର ଚାରି କାନ୍ଥ ଭିତରେ ରହି ମୁଁ ଚିଡି ଯାଇଛି । ତମ କଥା ଆଉ ପୁଅ କଥା ମୋର ଭାରି ମନେ ପଡୁଛି । ହେଲେ ତମେ କେହି ମୋତେ ଆସି ଟିକେ ଦେଖା ବି କରୁନ । ଜେଲ ଭିତରେ ରହି ଯେତେ ନେହୁରା ହେଲେ ବି ନିରଞ୍ଜନର କଥା କୁ କେହି ବି ଶୁଣୁ ନାହାନ୍ତି । ଏମିତି କି ତାର ସ୍ତ୍ରୀ ଆଉ ଛୁଆ ମଧ୍ୟ ଥରେ ବି ଆସି ନିରଞ୍ଜନକୁ ଦେଖା କରୁ ନାହାନ୍ତି ।

ଏବେ ନିରଞ୍ଜନ ଏକୁଟିଆ ଜେଲରୁ ମୁକୁଳିବା ପାଇଁ ସଂଘର୍ଷ ଜାରି ରଖିଛି । ଏବେ ନିରଞ୍ଜନ କେବଳ ଜେଲରୁ ବାହାରିବା ପାଇଁ ବାଉଳି ହେଉଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *