ଏମିତି କାରିଗର ତ ଖୋଜିଲେ ବି ମିଳିବେନି, କାରିଗରଙ୍କ ଏମିତି କାରନାମା ତ ଦୁନିଆକୁ ବି ବର୍ବାଦ କରିଦେବ… 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମହାନ ଇଞ୍ଜିନିୟର ଓ କାରିଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ମହାନ ବ୍ୟକ୍ତି ମାନଙ୍କର କାର୍ଣ୍ଣମାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ହସିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଯାହାକୁ ଦେଖିଲେ ଆପଣ ନିଜ ହସକୁ ଅଟକେଇ ପାରିବେନି ।

୧. ବନ୍ଧୁଗଣ ଘରକୁ ମଝବୁତ କରିବା ପାଇଁ କଲମ୍ସକୁ ମଝବୁତ କରାଯାଇଥାଏ । ଆଉ କଲମ୍ସ ବନେଇବା ପାଇଁ ଲୁହା ରଡର ବ୍ୟବହାର କରାଯାଏ । ହେଲେ ବନ୍ଧୁଗଣ କେହି ଜଣେ ମହାନ କାରିଗର ଶସ୍ତାରେ କାମ କରିବା ପାଇଁ ଲୁହା ଜାଗାରେ ବାଉଁଶର ବ୍ୟବହାର କରିଛନ୍ତି । ଏବେ ଆପଣ ମାନେ ଅନୁମାନ ଲଗେଇ ପାରୁଥିବେ ସେହି ଘରଟି କେତେ ମଝବୁତ ଥିବ ।

୨. ବନ୍ଧୁଗଣ ସାଧାରଣତଃ ଇଞ୍ଜିନିୟର ମାନେ ଗୋଟେ ଘର ନିର୍ମାଣ କରିବା ପୂର୍ବରୁ ସେହି ଜାଗର ନକ୍ସା କରିଥାନ୍ତି । ହେଲେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ କିଛି ମହାନ ଇଞ୍ଜିନିୟର ମାନେ ଘରର ଡିଜାଇନ କରିଛନ୍ତି । ବନ୍ଧୁଗଣ ଏହି ଡିଜାଇନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହି ଘରର ଡିଜାଇନ ଗୋଟେ ଛୋଟ ଛୁଆ ଭଲ ବନେଇବ ।

୩. ବନ୍ଧୁଗଣ ଘର ହେଉ କି ରାସ୍ତା ଶେଷରେ ପ୍ଲାଷ୍ଟର କରାଯାଏ । ପ୍ଲାଷ୍ଟର କରିବା ପାଇଁ କାରିଗର ମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ ଆଉ ଏଥିରେ ବହୁତ ସମୟ ମଧ୍ୟ ଯାଏ । ହେଲେ ବନ୍ଧୁଗଣ ଯଦି ସେହି ପ୍ଲାଷ୍ଟରକୁ କିଏ ଖରାପ କରିଦେବ ତା ହେଲେ ଆପଣ କଣ କହିବେ । ଭାଇରାଲ ହେଉଥିବା ଭିଡିଓରେ ନୂଆ ନ୍ଯୁଆ ପ୍ଲାଷ୍ଟର ହୋଇଥିବା ଘର ଉପରେ ଗୋଟେ କୁକୁଡା ଚାଲି ଚାଲି ଯାଉଛି ଯାହାଫଳରେ ପ୍ଲାଷ୍ଟରଟି ସଂପୂର୍ଣ୍ଣ ଖରାପ ହୋଇଯାଉଛି ।

୪. ବନ୍ଧୁଗଣ ସାଧାରଣତଃ ସବୁ ଘରେ ଉପରକୁ ଯିବା ପାଇଁ ଆଉ ତଳକୁ ଆସିବା ପାଇଁ ସିଡି ବନା ଯାଇଥାଏ । ହେଲେ ଭାଇରାଲ ହେଉଥିବା ଏହି ଫଟୋରେ ସିଡିକୁ ଦେଖନ୍ତୁ । ଏଭଳି ସିଡି କିଏ ବନେଇଛି । ଯିଏ ବି ବନେଇଛି ସେ ଜଣେ ମହାନ କାରିଗର ହୋଇଥିବ । ଆଉ ଏହି କାରିଗରର ଭାରତ ରତ୍ନ ଦେବା ଉଚିତ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ କିଛି ମହାନ କାରିଗର ମାନେ ଏକ ଡିଜାଇନ କରୁଛନ୍ତି । ଏହି ଡିଜାଇନଟି ଏକ ଘରର । କୌଣସି ଡିଜାଇନ କରିବା ପାଇଁ କାରିଗର ମାନେ ସିମେଣ୍ଟ ଓ ଇଟାର ବ୍ୟବହାର କରନ୍ତି ହେଲେ ଏଥିରେ କାରିଗର ମାନେ ଏକ ଟାୟାରର ବ୍ୟବହାର କରିଛନ୍ତି । ଏହି ମହାନ କାରିଗର ମାନଙ୍କ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *