ହେ ଭଗବାନ ! କି ଯୁଗ ଇଏ ? ବୋହୁଙ୍କୁ ନେଇ ଶ୍ଵଶୁର ହେଲା ଫେରାର ! ଜୀବନ ହାରିଲା ପୁଅ… ପୁରା ଘଟଣା ଶୁଣିଲେ ଆପଣ ଚମକି ପଡିବେ 

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ଵଶୁର ଓ ବୋହୁର ସମ୍ପର୍କ ବାପ ଓ ଝିଅ ସମ୍ପର୍କ ସହିତ ଅନୁରୂପ ଭାବରେ ସମାନ ହୋଇଥାଏ । ଏହି ସମାଜରେ ଝିଅଟି ବାହା ହୋଇ ଆସିଲା ପରେ ବାପା ରୂପେ ଶ୍ଵଶୁର ମା’ ରୂପେ ଶାଶୁଙ୍କୁ ପାଇଥାଏ । ଆଜିର ସମାଜରେ ଏପରି ମଧ୍ୟ ଅଭାବନୀୟ ଘଟଣା ଘଟୁଛି । ଜଣେ ଯୁବକର ମା’ ଙ୍କର ମୃତ୍ୟୁ ପରେ ତାଙ୍କ ବାପା ଏକ ଏପରି ଘଟଣା କରିଛନ୍ତି । ଯାହା ଏହି ସଭ୍ୟ ସମାଜ ପାଇଁ ଏକ କଳଙ୍କର ଉଦାହରଣ ପାଲଟିଛି ।

ଯେଉଁଠି କି ବୋହୁକୁ ନେଇ ଶ୍ଵଶୁର ଫେରାର ହୋଇଯାଉଛି । ଏପରି ଏକ ଅଭାବନୀୟ ଘଟଣା ଏକ ଅଞ୍ଚଳରେ ଘଟିଛି । ଜଣେ ବାପା ନିଜ ପୁଅର ବିବାହିତ ସ୍ତ୍ରୀ ଅର୍ଥାତ ବୋହୁଙ୍କୁ ନେଇ ଘର ଛାଡି ଫେରାର ହୋଇଯାଇଛି । ବାପା ନିଜର ନୈତିକତାକୁ ହରାଇବା ସହ ବୋହୁଟି ତା’ ର ସମସ୍ତ ଲାଜ ସରମକୁ ପଛରେ ପକାଇ ନିଜ ବାପ ସମାନ ଶ୍ଵଶୁର ସହିତ ଫେରାର ହୋଇପଳାଇଛି ।

ଏହି ଘଟଣାଟି ଘଟିବା ପରେ ପୁଅ ଏହାକୁ ସହି ନ ପାରି ପୁଅ ନିଜ ଜୀବନ ହାରି ଦେଇଛି । ଅସହାୟ ପୁଅ ନିଜ ଜନ୍ମ କଲା ବାପା ଓ ନିଜ ବିବାହିତ ସ୍ତ୍ରୀର ଏପରି କଳା କରନାମା ଦେଖି ନିଜକୁ ଆଉ ସମ୍ଭାଳି ନପାରି ସଂପୂର୍ଣ୍ଣ ରୂପେ ଅସହାୟ ହୋଇପଡିଥିଲା । ଏହି ଅସହାୟ ମୂହୁର୍ତ୍ତ ଭିତରେ ନିଜକୁ ଆଉ ସମ୍ଭାଳି ନପାରି ସର୍ବ ଶେଷରେ ନିଜର ପ୍ରାଣକୁ ହାରି ଦେଇଛି ।

ସେହି ଯୁବକ ଜଣଙ୍କ ନିଜ ଜୀବନକୁ ଶେଷ କରିସାରିବା ପରେ ତା’ ର ଶବକୁ କାନ୍ଧ ଦେବା ପାଇଁ ୪ ଟି କାନ୍ଧର ମଧ୍ୟ ଅଭାବ ଦେଖାଯାଉଛି । ଖଇ କଉଡି ପକାଇବା ପାଇଁ ନିଜର ବୋଲି ପରିଚିତ ଲୋକ କେହି ନାହାନ୍ତି । ଏପରି ଏକ ଘଟଣା ଦେଓଗଡ ଜିଲ୍ଲାର ଏକ  ଅଞ୍ଚଳରେ ଦେଖିବାକୁ ମିଳିଛି । ଯୁବକ ଜଣଙ୍କର ଅଭିଯୋଗ ଅନୁସାରେ ତାର ନିଜ ବାପା ଯୁବକଙ୍କର ବିବାହିତ ପତ୍ନୀ ଓ ତାର ଛୁଆକୁ ନେଇ ଘର ଛାଡି ପଳାୟନ କରିଛି ।

ଯେଉଁ ଜାଗାରେ ବାପା ନିଜର ସବୁ କର୍ତ୍ତବ୍ୟକୁ ଗୋଡରେ ଆଡେଇ ବୋହୁକୁ ନେଇ ପଳେଇଛି । ଯେଉଁ ସ୍ତ୍ରୀକୁ ଯୁବକ ଜଣଙ୍କ ବେଦୀରେ ହାତ ଧରି ବାହା ହୋଇ ଘରକୁ ଆଣିଥିଲା । ସେ ମଧ୍ୟ ସ୍ଵାମୀର ହାତ ଛାଡି ଅନୈତିକ ଭାବରେ ଶ୍ଵଶୁର ସହିତ ଖରାପ ସମ୍ପର୍କ ରଖିଛି ।

ସେହି ଜାଗାରେ ଅସହାୟ ଯୁବକ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଜୀବନକୁ ବଳି ଚଢାଇ ଦେଇଛି । ଏହା ସତରେ ସମାଜ ପାଇଁ ଶ୍ଵଶୁର ଓ ବୋହୁଙ୍କ ସମ୍ପର୍କରେ କଳଙ୍କ ଲଗାଇ ଦେଇଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *