ପଡିଆରୁ ଫେରୁଥିଲେ ସୁନ୍ଦରୀ ଅର୍ଚନାଙ୍କ ଘରେ ପଶୁଥିଲେ… ପଡିଆରେ ଖେଳ ସରିଲେ ଅର୍ଚ୍ଚନା ଘରେ ଚାଲୁଥିଲା ଖେଳ, କିଏ ସେ ଖେଳାଳୀ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚର୍ଚିତ ଲେଡି ବ୍ଲାକମେଲର ଅର୍ଚନାଙ୍କ ଖବର ଏବେ ତ ସାରା ସୋସିଆଲ ମିଡିଆରେ ହାଇଚାଇ ମଚାଇଛି । ସମସ୍ତଙ୍କର ଭାଇରାଲ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ବର୍ତ୍ତମାନର ହନିଟ୍ରାପ କୁଇନ ଅର୍ଚନା  ।  କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ । ସେହିପରି ଅର୍ଚନାଙ୍କ ଖବର ଯେବେ ଠାରୁ ପୋଲିସ ପ୍ରଶାସନର ହାତକୁ ଯାଇଛି । ସେବେ ଠାରୁ ହିଁ ଆଜି ପର୍ଯ୍ୟନ୍ତ କିଛି ନା କିଛି ନୂଆ ଚେହେରାର ଅସଲ ପରଦା ସାମ୍ନାକୁ ଆସୁଛି ।

କେତେ କେତେ ବଡ ବଡ ପଦବୀରେ ଅଧିଷ୍ଟିତ ଲୋକ ମାନଙ୍କର କଥା ଜନସମାଜ ଆଗରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ସୁନ୍ଦରୀ ଅର୍ଚନାଙ୍କ ଷ୍ଟୋରି ଲିଙ୍କରେ ପୁଣି ଜଣେ ଖେଳାଳୀଙ୍କ ନାମ ଯୋଡା ଯାଇଛି । ଯାହାଙ୍କ ଉପରେ ଏବେ ଇଡିର କଡାଦ୍ରୁଷ୍ଟି ପଡିଯାଇଛି । ଏବେ ଜଣେ ରଞ୍ଜୀ ଖେଳାଳୀଙ୍କ ଲିଙ୍କ ପଦାକୁ ଆସିଲାଣି ।

ସେହି ଖେଳାଳୀ ଜଣଙ୍କ ଖେଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଲେଡି ବ୍ଲାକ ମେଲର ଅର୍ଚନା, ଅର୍ଚନାଙ୍କ ସ୍ଵାମୀ ଜଗା, ତାଙ୍କ ବନ୍ଧୁ ଖଗା, ଅର୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମେକାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚନାଙ୍କ ଡ୍ରାଇଭର ଚନ୍ଦୁ, ଖଗାର ବ୍ଯବସାୟିକ ବନ୍ଧୁ ଚନ୍ଦନ ଓ ଅଭିଷେକ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ଵାଇଁ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ, ଜଗାର ଭାଇ ବଳିଆ ଥିଲେ ।

ଏହା ସହିତ ଠିକାଦାର ପବିତ୍ର ପାତ୍ର, ଅର୍କେଟେଚର ରଞ୍ଜିତ ବ୍ୟବହାର ଏମାନେ ସମସ୍ତେ ଲେଡି ବ୍ଲାକମେଲର ଅର୍ଚନାଙ୍କ ଲିଙ୍କର ଅଂଶ ହୋଇଥିବାରୁ ସମସ୍ତଙ୍କ ଧୀରେ ଧୀରେ କରି ଗୁମର ସାମ୍ନାକୁ ଆସିବାରେ ଲାଗିଛି । ଏମାନେ ସମସ୍ତଙ୍କୁ ଇଡିର ଜେରା ପରେ ବର୍ତ୍ତମାନ ସମୟରେ ଖବରର ସୂଚନା ଅନୁସାରେ ଏହି ଧାଡିରେ ଆଉ ଜଣେ ଖେଳାଳୀଙ୍କ ନାମ ଯୋଡି ହୋଇଛି ।

ଖବରର ସୂଚନା ମୁତାବକ ଅର୍ଚନା ବଲ୍ ଓ ରଞ୍ଜୀ ବ୍ୟାଟ୍ ପ୍ରସଙ୍ଗ ଏବେ ଖୁବ ସକ୍ରିୟ ହେବାରେ ଲାଗିଛି । ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି କି କିଏ ସେହି ଜଣକ ଖେଳାଳୀ ? ଯିଏ ସୁନ୍ଦରୀ ହନିଟ୍ରାପ ଅର୍ଚନାଙ୍କର ମାମଲାରେ ବିସ୍ଫୋରଣ ସୃଷ୍ଟି କରିଛି । ଅର୍ଚନା ସହିତ ରଞ୍ଜୀର ଜଣେ ପୂର୍ବତନ ଖେଳାଳୀଙ୍କ ଲିଙ୍କ ରହିଛି ।

ସୂଚନା ଅନୁସାରେ ଅର୍ଚନାଙ୍କ ସହିତ ସେହି ଖେଳାଳୀ ଜଣଙ୍କର ୩ ବର୍ଷର ସମ୍ପର୍କ ଥିବାର ସୂଚନା ଆସୁଛି । ଅର୍ଚନା ଲିଙ୍କରେ ଦିନ ଯେତେ ଗଡି ଗଡି ଯାଉଛି । ସେତେ ନୂଆ ନୂଆ ଚେହେରା ପଦାକୁ ଆସିବାରେ ଲାଗିଛି । ଏବେ ସମସ୍ତଙ୍କର ଉତ୍କଣ୍ଠା ଅନୁଯାଇ କିଏ ସେହି ରଞ୍ଜିର ଖେଳାଳୀ ଯାହାଙ୍କର ଲେଡି ବ୍ଲାକମେଲର ଅର୍ଚନାଙ୍କ ସହିତ ଲିଙ୍କ ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *