ବିବାହ ପୂର୍ବରୁ OYO ନେଇ ଛାଡିଦେଲା ,ଏବେ ବନ୍ଧା ହେଇ ଥାନାକୁ ଗଲା….

ବନ୍ଧୁଗଣ, ସୂଚନା ଅନୁଯାୟୀ ଗିରଫ ହୋଇଛନ୍ତି ଧୋକେବାଜ ପ୍ରେମିକ ସଞ୍ଜିବ । ମିଳିଲା ଶେଷରେ ଅସହାୟ ମହିଳା ତୃପ୍ତିଙ୍କୁ ନ୍ୟାୟ । କଥା ଦେଇ କଥା ରଖିଛନ୍ତି ମାଲକାନା ଗିରି ଏସ୍ପି ନୀତିଶ ୱାଦୱାନି । ପ୍ରେମିକ ଆଉ ସ୍ଵାମୀର ଲୋଭ ଦେଖାଇ ୩ ବର୍ଷ କାଳ ଶା-ରଇରିକ ସ-ଅମ୍ପର୍କ ରଖିଥିଲେ । ତେବେ ଅତି ରଙ୍ଗିଲା ପ୍ରେମିକ ଥିଲେ ସଞ୍ଜୀବ । ତୃପ୍ତି କୁଆଡେ କହିଥିଲେ ଯେ ୩ ବର୍ଷ କାଳ ତାଙ୍କ ସହିତ ଯେତେ ଇଛା ସେତେ ଶା-ରଇରିକ ସ-ଅମ୍ପର୍କ ରଖିଲେ ଏବଂ ପ୍ରେଗନେଣ୍ଟ ମଧ୍ୟ କରିଥିଲେ ।

ଏହାପରେ ତୃପ୍ତି ବିବାହ ପାଇଁ କହିଥିଲେ କିନ୍ତୁ ସଞ୍ଜିବ କହିଲେ ଯେ ବିବାହ ପାଇଁ ଯଦି କହିବୁ ତେବେ ତୋହର ଉଲଘ୍ନ ଫଟୋ ସବୁ ଭା-ଇ-ରା-ଲ କରିଦେବି । ବାପା ମା’ କୋଭିଡରେ ଚାଲିଗଲା ପରେ ଭାଇର ଗୋଟିଏ କିଡନୀ ମଧ୍ୟ ଖରାପ ହୋଇଯାଇଥିଲା । ଭଉଣୀ କିଡନୀ ଭାଇ ଙ୍କୁ ଗୋଟିଏ କିଡନୀ ଦେଇଥିଲେ ଆଉ ସେହି ସମୟରେ ସଞ୍ଜୀବ ଙ୍କ ସହିତ ଦେଖା ହୋଇଥିଲା ତୃପ୍ତିଙ୍କର ।

ସେ କହିଥିଲେ ଯେ ସେ ଅଛନ୍ତି ଚିନ୍ତା କରିବାର ଆବଶ୍ୟକ ନାହିଁ । ଗୋଟିଏ କିଡନୀ ନଥିଲେ ମଧ୍ୟ ସେ ତାଙ୍କୁ ହିଁ ବିବାହ କରିବେ ବୋଲି କହିଥିଲେ । ଏହା କହି ୩ ବର୍ଷ ଲଗାତାର ଶା-ରଇରିକ ସ-ଅମ୍ପର୍କ ରଖିଲେ ଆଉ ବିବାହ କରିବାକୁ କହିଲାଠୁ ଧମକ ଦେଇ ସବୁ ଫଟୋ ଭି-ଡି-ଓ ଭା-ଇ-ରା-ଲ କରିଦେବେ ବୋଲି କହୁଥିଲେ ।

ତୃପ୍ତି ଏହାପରେ ଯାଇ ତାଙ୍କ ଘର ପାଖରେ ମଧ୍ୟ ଧାରଣାରେ ବସିଥିଲେ ଏବଂ ସଞ୍ଜୀବ ସିଧାସଳଖ ମନା କରିଥିଲେ ଯେ ତାଙ୍କୁ ସେ ସ୍ତ୍ରୀ ଭାବରେ ଗ୍ରହଣ କରିବେ ନାହିଁ । ଏହାପରେ ତୃପ୍ତି ଥାନା କୁ ଦୌଡିଥିଲେ କିନ୍ତୁ କେହି ଶୁଣିନଥିଲେ ଦୁଃଖ । କାରଣ ସଞ୍ଜୀବ ର ଜଣେ ସମ୍ପର୍କୀୟ ଥିଲେ ବଡ ରାଜନେତା । ଆଉ ସବୁବେଳେ ସେ ଏହି କଥା କୁ ନେଇ ଦେଉଥିଲେ ଧମକ ।

ଏହାପରେ ତୃପ୍ତି ସିଧା ଯାଇ ପହଞ୍ଚିଗଲେ ମାଲକାନା ଗିରି ଏସ୍ପି ଙ୍କ ପାଖରେ । ବର୍ତ୍ତମାନ ଏସ୍ପି ନେଇଛନ୍ତି ଏହିଭଳି କିଛି ପଦକ୍ଷପ ଯେଉଁଥିରେ ଗିରଫ ହୋଇଛି ସଞ୍ଜୀବ । ଏସ୍ପି ଏହି ବାବଦରେ କହିଥିଲେ ଯେ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରିବେ ଏବଂ ପୀଡ଼ିତା ଙ୍କୁ ଏହିଭଳି କିଛି ପ୍ରତିଶୃତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ଅଭିଯୁକ୍ତ ସଞ୍ଜୀବ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *