ଜାଗର ଅମାବାସ୍ୟାରେ ଭୟଙ୍କର କାଣ୍ଡ ! ସ୍ତ୍ରୀ ସହ ସ୍ଵାମୀ ଯାହା କଲା ଦେଖି ପାଦ ତଳୁ ମାଟି ଖସିଯିବ…

ନମସ୍କାର ବନ୍ଧୁଗଣ, ତନ୍ତ୍ର ମନ୍ତ୍ର ଆଜିର ଏହି ଆଧୁନିକ ଦୁନିଆରେ ଏକ ସବୁଠାରୁ ବଡ ଅନ୍ଧବିଶ୍ଵାସ ଅଟେ । ଯୁଗ ସିନା ବଦଳି ଯାଇଛି ହେଲେ ବଦଳି ନାହାନ୍ତି କିଛି ଲୋକ । ଏହିଭଳି ତ-ନ୍ତ୍ର ମନ୍ତ୍ର ଏକ ଲୋମ ଟା-ଙ୍କୁରି ଉଠିବା ଭଳି ଘଟଣା ଆସିଛି ସାମ୍ନାକୁ । ଜାଗର ଅମାବାସ୍ୟା ଦିନ ଭୈରବୀଙ୍କୁ ବ-ଳି ଚଢାଉଛି ସ୍ତ୍ରୀର ମୃ-ତ ଦେହକୁ ସ୍ଵାମୀ । ତେବେ ଏହିଭଳି ଏକ ଘଟଣା ପଛରେ ରହିଥିବା ସମ୍ପୂର୍ଣ ଖବର ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା । 

ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା । ସ୍ଵାମୀ ନିଜର ସ୍ତ୍ରୀକୁ ମ-ଆରି ବ-ଳି ଦେଉଥିବାର ଖବର ପୋଲିସ ପାଖରେ ପହଞ୍ଚିଥିଲା । ମୃ-ତ ମହିଳା ଜଣଙ୍କ ହେଛନ୍ତି ମମତା ଖଟୁଆ । ସ୍ଵାମୀ ଅଷ୍ଟମ ଖଟୁଆ ନିଜ ସ୍ତ୍ରୀକୁ ମ-ଆରି ସାରିବା ପରେ ନେଇ ଯାଇଥିଲା ଜଙ୍ଗଲ ମଝିକୁ ।

ସେଠାରେ କ୍ଷ-ତ ବି-କ୍ଷ-ତ ସ୍ତ୍ରୀର ମୃତ ଶରୀରକୁ ଉଲ-ଗ-ନ କରି ପିଢ ଉପରେ ରଖିଥିଲା ବ-ଳି ଚଢାଇବା ପାଇଁ । ଗ୍ରାମର କିଛି ଲୋକ ତାହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଆସି ଅଭିଯୁକ୍ତକୁ ପଚରା ଉଚରା କରିବାରୁ ସେ ସମ୍ପୂର୍ଣ ନୀଡର ଭାବରେ ଉତ୍ତର ରଖିଥିଲା । ଅଭିଯୁକ୍ତ ସ୍ଵାମୀ କହିଥିଲା ସେ ତ-ନ୍ତ୍ର ବିଦ୍ୟା କରି ମା ଭୈରବୀଙ୍କୁ ବ-ଳି ଚଢାଉ ଥିଲା ।

ଏହି ବିଦ୍ୟା ସେ ତା ଅଜା ଠାରୁ ଶିଖିଥିଲା ଆଉ ଆଜି ସ୍ତ୍ରୀକୁ ବ-ଳି ପକାଇଦେଲା । ଏଭଳି କା-ଣ୍ଡ ଘଟାଇ ଅଭିଯୁକ୍ତ ନିଜ ସାନ  ଭାଇକୁ ଯାଇ କହିଥିଲା ବୋହୁ କିଛି ବଟିକା ଖାଇ ମ-ରି-ଯାଇଛି ବୋଲି । ଏହା ଏକ କୃ-ର ମାନବିକତା ଛଡା ଆଉ କିଛି ନୁହେଁ । ପୂର୍ବରୁ ମମତା ନିଜର ସ୍ଵାମୀ ଏବଂ ତିନି ଛୁଆଙ୍କୁ ଛାଡି  ଅଷ୍ଟମ ଖଟୁଆଙ୍କ  ସହ ପଳାଇ ଆସିଥିଲେ ।

ଉଭୟଙ୍କ ମଧ୍ୟରେ ବହୁତ ଅଧିକ ପାରିବାରିକ କଳହ ମଧ୍ୟ ହେଉଥିଲା । ସ୍ଵାମୀ ସ୍ତ୍ରୀର ହତୟଆ କରି ପୋଲିସକୁ ଭୁଆଁ ବୁଲାଇବା ପାଇଁ ରଚିଛି ବ୍ଲୁ ପ୍ରିଣ୍ଟ । ପୋଲିସ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ଅଟକ ରଖି ଥିବାର ସୂଚନା ଆସି ପହଞ୍ଚିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।   

Leave a Reply

Your email address will not be published. Required fields are marked *