Interesting Gk Questions- ସ୍ତ୍ରୀ ସବୁବେଳେ ତା’ର ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଦେଶର ଲୋକମାନେ ବିଲୁକୁଲ ଗାଧାନ୍ତି ନାହିଁ ?

ଉତ୍ତର- ଧ୍ରୁବ ପ୍ରଦେଶ ଦେଶର ଲୋକମାନେ ଗାଧାନ୍ତି ନାହିଁ ।

୨. ଗୋଟେ ଫିଲ୍ମ ହୋଇ କରି ପ୍ରସ୍ତୁତ ହେବା ପାଇଁ ମୋଟ କେତେ ଦିନ ସମୟ ଲାଗିଥାଏ ?

ଉତ୍ତର- ଗୋଟେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ମୋଟ ୬ ରୁ ୮ ମାସ ସମୟ ଲାଗିଥାଏ ।

୩. ଗୋଟିଏ ଏଟିଏମ ମେସିନରେ ମୋଟ କେତେ ଟଙ୍କା ରହିଥାଏ ?

ଉତ୍ତର- ଗୋଟେ ଏଟିଏମ ମେସିନରେ ମୋଟ ୨୦ ଲକ୍ଷ ଟଙ୍କା ରହିଥାଏ ।

୪. ଗୋଟିଏ ଦିନ ମଧ୍ୟରେ ମୋବାଇଲ ଫୋନକୁ କେତେ ଥର ଚାର୍ଜ କରିବା ଆବଶ୍ୟକ ?

ଉତ୍ତର- ଗୋଟେ ଦିନରେ ମୋବାଇଲ ଫୋନକୁ ତିନ ରୁ ଚାରି ଥର ଚାର୍ଜ କରିବା ଆବଶ୍ୟକ ।

୫. ସମଗ୍ର ଭାରତ ବର୍ଷରେ ମୋଟ କେତୋଟି ଗ୍ରାମ ରହି ଅଛି ?

ଉତ୍ତର- ସମଗ୍ର ଭାରତ ବର୍ଷରେ ୬୨୮୨୩୧ଟି ଗ୍ରାମ ଅଛି ।

୬. ମନ୍ୟୁଷ ମାଛ ଖାଇବା ପରେ ଯଦି କ୍ଷୀର ପିଇଥାଏ ତା ହେଲେ କଣ ହୋଇଥାଏ ?

ଉତ୍ତର- ଚର୍ମ ଉପରେ ଧଳା ଚିହ୍ନ ପଡିଯାଇଥାଏ । ତେଣୁ ବନ୍ଧୁଗଣ ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ ।

୭. କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର- ଆଲ୍ହାବାଦର ପ୍ରୟାଗ ରାଜ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ।

୮. କମ୍ପୁଟର କିବୋର୍ଡର ପ୍ରଥମ ଧାଡିରେ କି ଗୁଡିକରେ ଲେଖା ଥିବା ‘F’ର ଫୁଲଫର୍ମ କଣ ?

ଉତ୍ତର- ବନ୍ଧୁଗଣ ‘F’ର ଫୁଲଫର୍ମ ହେଉଛି ଫକ୍ସନ ।

୯. ଭାରତର ଏମିତି ଗୋଟେ ପର୍ବର ନାମ କୁହନ୍ତି ଯାହା ଫସଲ ଅମଳ ସହିତ ସମ୍ବନ୍ଧିତ ?

ଉତ୍ତର- ଏହି ପର୍ବର ନାମ କଣ ପୋଙ୍ଗଲ ।

୧୦. ରାଣୀ ଅହଲ୍ୟା ବାଇ ହୋଲ୍କରଙ୍କ ଦ୍ଵାରା କେଉଁ ନଦୀ କୂଳରେ ଅହିଲ୍ୟା ଦୁର୍ଗ ନିର୍ମାଣ କରାଯାଇଥିଲା ?

ଉତ୍ତର- ନର୍ମଦା ନଦୀ କୂଳରେ ।

୧୧. କୁରୁକ୍ଷେତ୍ର ଯୁଦ୍ଧରେ କେଉଁ ଘଟଣାଟି ସବୁଠାରୁ ଶେଷରେ ଘଟିଥିଲା ?

ଉତ୍ତର- କର୍ଣ୍ଣର ମୃତ୍ୟୁ ଘଟଣାଟି ଶେଷରେ ଘଟିଥିଲା ।

୧୨. ସ୍ତ୍ରୀ ସବୁବେଳେ ତାର ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ?

ଉତ୍ତର- ସ୍ତ୍ରୀ ସ୍ଵାମୀର ବମାଙ୍ଗି ହୋଇଥିବାରୁ ସବୁବେଳେ ସ୍ଵାମୀର ବାମ ପଟେ ଶୋଇ ଥାଏ ।

Leave a Reply

Your email address will not be published. Required fields are marked *