ସ୍ତ୍ରୀ କରୁଥିଲା ଖେଳ, ପଡିଗଲା ଧରା, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ ବଡ ଲୋକ ସମସ୍ତେ ପ୍ରେମ କରୁଛନ୍ତି । ହେଲେ ବନ୍ଧୁଗଣ କିଛି ମହିଳା ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ ବିବାହ ପରେ ବି ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛନ୍ତି ।

ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ତା ହେଲେ ଏହି ଘଟଣାଟି ଆମ ଓଡିଶାର ଘଟଣା ବୋଲି ଜଣା ପଡିଛି । ବନ୍ଧୁଗଣ ସ୍ଵାମୀ ବାହାରେ କାମ କରୁଥିଲା ହେଲେ ସ୍ତ୍ରୀ ଗାଁର ଏକ ପିଲା ସହ ପ୍ରେମ ସମ୍ପର୍କ ରଖିଥିଲା । ସ୍ଵାମୀ ଘରେ ନରହୁଥିବାରୁ ସ୍ତ୍ରୀ ଭଲ ମଉକା ଦେଖି ନିଜ ପ୍ରେମିକ ସହ ରାତି କାଟୁ ଥିଲେ । ହେଲେ ବନ୍ଧୁଗଣ ଠିକ ସମୟରେ ଶଶୁର ଘର ଲୋକ ଏହାକୁ ଦେଖି ଧରି ଦେଇଥିଲେ ।

ବନ୍ଧୁଗଣ ଏହି ଘଟଣାଟି ଘଟିବା ପରେ ଗାଁରେ ଭିଡ ଜମି ଥିଲା ଓ ସରପଞ୍ଚଙ୍କୁ ଡକା ଯାଇଥିଲା । ଅନେକ ଯୁକ୍ତି ତରକ ହେବା ପରେ ଯୁବତୀଙ୍କ ଦ୍ଵିତୀୟ ବିବାହ ତାଙ୍କ ପ୍ରେମିକଙ୍କ ସହ କରାଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *