ସ୍ତ୍ରୀ ପାଖରେ ବର୍ଷ ବର୍ଷ ଧରି ଅନ୍ଧ ଅଭିନୟ କରୁଥିଲା ସ୍ୱାମୀ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ଆଶ୍ଚର୍ଯ୍ୟ ହେଇଗଲେ ସମସ୍ତେ

ନମସ୍କାର ବନ୍ଧୁଗଣ ଆଜିକାଲି ଦୁନିଆରେ ବିଭିନ୍ନ ପ୍ରକାରର ଘଟଣା ସାମ୍ନାକୁ ଆସୁଛି, ଏହି ଘଟଣା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ବିଷୟରେ ଜାଣି ଲୋକମାନେ ଅଲଗା ଅଲଗା ରିଆକ୍ସନ ଦେଉଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ । ସମସ୍ତ ଲୋକ ନିଜ ଜୀବନରେ ନିଶ୍ଚୟ ପ୍ରେମ କରିଥିବେ ।କେତେଜଣ ଏଏହି ପ୍ରେମ ସଫଳ ହୁଅନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇଯାନ୍ତି । ଏହିପରି ଏକ ପ୍ରେମ ସମ୍ବନ୍ଧିତ ମାମଲା ବାଙ୍ଗାଲୁରୁର ସାମ୍ନାକୁ ଆସିଛି । ବାଙ୍ଗାଲୁରୁରେ ଶିବମ ନାମକ ଜଣେ ଧନୀ ଯୁବକ ଏକ କୃଷକ ଝିଅକୁ ପ୍ରେମ କରିଥିଲା । ଝିଅଟି ଗରିବ ଥିଲେ ମଧ୍ୟ ଶିବମ ଝିଅକୁ ବିବାହ କରିବା ପାଇଁ ଇଛା କରିଥିଲା । ଝିଅକୁ ଦେଖିବା ପରେ ଶିବମ ନିଜ ପ୍ରେମ ବିଷୟରେ ଝିଅକୁ କହିଥିଲା ହେଲେ ଝିଅଟି ଶିବମର ପ୍ରେମକୁ ଗ୍ରହଣ କରିନଥିଲା ।

ଏହାପରେ ଶିବମ ସେହି ଝିଅ ବିଷୟରେ ନିଜ ପରିବାର ଲୋକଙ୍କୁ କହିଥିଲା ଯାହାଫଳରେ ଶିବମର ପରିବାର ଲୋକ ସେହି ଝିଅର ପରିବାର ଲୋକଙ୍କ ସହ କଥା ବାରତା କରିଥିଲେ ଓ ବିବାହ ପାଇଁ ରାଜି ହୋଇଯାଇଥିଲେ । ଏହାପରେ ସେମାନଙ୍କ ବିବାହ ହୋଇଥିଲା ଓ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ଖୁସୀରେ ରହିଥିଲେ । ସେମାନଙ୍କ ଜୀବନ ବହୁତ ଖୁସିରେ ଚାଲିଥିଲା ହେଲେ ସେହି ସମୟରେ ଶିବମର ଦୁର୍ଘଟଣା ହୋଇଯାଇଥିଲା । ଯାହା ଫଳରେ ଶିବମ ଚକ୍ଷୁହୀନ ହୋଇଯାଇଥିଲା ।

ଶିବମ ଅନ୍ଧ ହେବା ପୂର୍ବରୁ ତାର ସ୍ତ୍ରୀ ଏହା ଚିନ୍ତା କରିଥିଲା ଯେ, ବିବାହ ପରେ ଯେମିତି ଶିବମ ତାକୁ ପ୍ରେମର ଅଭାବ ଅନୁଭବ ନ କରାଇବ । ସେଥିପାଇଁ ଯେତେବେଳେ ଶିବମର ଦୁର୍ଘଟଣା ହୋଇଯାଇଥିଲା ସେତେବେଳେ ଝିଅଟି ଅଧିକ ଦୁଃଖ ଅନୁଭବ କରି ନଥିଲା । ହେଲେ କିଛି ଦିନ ପରେ ଝିଅଟି ମରିଯାଇଥିଲା । ଏହା ଦ୍ଵାରା ଶିବମ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲା ଓ ସେ ଗାଁ ଛାଡିବାର ନିଷ୍ପତ୍ତି ନେଇଥିଲା ।


ସେହି ସମୟରେ ଗାଁ ଲୋକ ଶିବମକୁ ପଚାରିଥିଲେ ଯେ, ତୁମର ଚକ୍ଷୁ ନାହି ତମେ କେମିତି ବାହାରେ ବଞ୍ଚିବ । ହେଲେ ଅସଲରେ ଶିବମ ଚକ୍ଷୁହୀନ ନଥିଲା । ଏହା ବିଷୟରେ ଗାଁ ଲୋକ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ । ଶିବମରେ ସ୍ତ୍ରୀ ଚାହୁଁଥିଲା ଯେ, ଯେମିତି ଶିବମ ନିଜ ସ୍ତ୍ରୀର ସରୁଥିବା ସୁନ୍ଦରତାକୁ ଦେଖି ତାକୁ ଯେମିତି ଛାଡି ନଦେଉ । ସେଥିପାଇଁ ଶିବମ ଏହି ଅଭିନୟ କରି ନିଜ ସ୍ତ୍ରୀକୁ ଭରପୁର ପ୍ରେମ ଦେଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *