ସ୍ତ୍ରୀକୁ କହିଲା Gopal, ମୁଁ ମା-ରି-ଛି ଆକୁ ତୁ ମା-ରି-ବୁ ତାକୁ କିନ୍ତୁ କାହିଁକି ଏମିତି କହିଲା Gopal Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅ-ଭି-ଯୁ-କ୍ତ ଗୋପାଳ କହିଲା ମୁ ମା-ରି-ଛି ଆକୁ ତୁ ମା-ରି-ବୁ ତାକୁ ! ହଁ ବନ୍ଧୁଗଣ ବହୁ ଚର୍ଚିତ ନବ ଦାସ ହ-ତ୍ୟାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋପାଳ ଦାସକୁ ନେଇ ଆଉ ଏକ ଆଲୋଚନା ହେଉଛି । ଯେ ମନ୍ତ୍ରୀ ନବ ଦାସକୁ ମା-ରି ମଧ୍ୟ ଗୋପାଳ ମନରେ ଟିକେ ବି ଭୟ ଭାବନା ନାହିଁ । ଖାଉଛି, ପିଊଛି ସାଧାରଣ କଏଦୀଙ୍କ ଭଳି ଜେଲ୍ ରେ ରହୁଛି ।

ତେବେ ଜେଲ୍ ରେ ରହିବା ସହିତ ଦୈନିକ ଖବରକାଗଜ ପଡିବା, ଭାଗବତ ପଢିବା, ଅନ୍ୟ ସବୁ କଏଦୀ ସହ ଭଲ ଭାବରେ ବାର୍ତ୍ତାଳାପ କରି କଥା ହେବା । ତେବେ ନବ ଦାସ ହ-ତ୍ୟା ମାମଲା ପରେ ଗୋପାଳକୁ ସବ ଜେଲ୍ ରେ ରଖାଯାଇଥିଲା । ତାପରେ ଗୋପାଳ ଉପରେ ଅନେକ ଗୁଡିଏ ଶୁଣାଣୀ ପରେ ଗୋପାଳଙ୍କୁ ଚୌଦାର ଜେଲ୍ କୁ ଅଣା ଯାଇଥିଲା । ଚୌଦାର ଜେଲ୍ ର ୩ ନମ୍ବର ସେଲ୍ ରେ ରହିଥିବା ବେଳେ ଅନ୍ୟ ନିଜ ଘର ପରିବାର ଲୋକଙ୍କର ମଧ୍ୟ ଭଲମନ୍ଦ ଖବର ଗୋପାଳ ପଚାରି ବୁଝୁଛି ।

ତେବେ ଗୋପାଳର ପୁଅ ଓ ବଡ ଭାଇ ସତ୍ୟନାରାୟଣ ମଧ୍ୟ ଗୋପାଳକୁ ଦେଖା କରିବାକୁ ଚୌଦାର ଜେଲ୍ କୁ ଆସିଥିଲେ । ଗୋପାଳ ନିଜ ବଡ ଭାଇର କାମ କଥା ପଚାରି ବୁଝିବା ସହ ନିଜ ପରିବାର ପିଲା ମାନଙ୍କ ମଧ୍ୟ କଥା ଜାଣି ରଖିଲା । ତାପରେ ଏହାରି ମଧ୍ୟରେ ଗୋପାଳ ଦାସ ନିଜ ସ୍ତ୍ରୀ ସହିତ ମଧ୍ୟ କଲ୍ ରେ କଥା କଥା ମଧ୍ୟ ଚର୍ଚାକୁ ଆସିଯାଇଛି । ଯେଉଁ କଲ୍ ରେ କି ଗୋପାଳ ତା’ ସ୍ତ୍ରୀ ଜୟନ୍ତୀକୁ ପଚାରୁଛି ।

ଘରେ ସବୁ କିଛି ଭଲ ତ ! ମୋ ବିନା ଅନୁପସ୍ଥିତିରେ କେହି କିଛି ମୋ ପରିବାରକୁ ହଇରାଣ ହର୍କତ କରୁନାହାନ୍ତି ! ଯଦି କରୁଥାନ୍ତି ତେବେ ସେମାନେ ଗୋପାଳକୁ ଠିକ ସେ ଜାଣିପରିନାହାନ୍ତି ବୋଧ ହୁଏ ।କାରଣ ଆକୁ ମୁଁ ମା-ରି-ଛି ତୁ ତାକୁ ମା-ରି-ବୁ । ତେବେ ଯେପରି ଗୋପାଳର ଗୁଳିମାଡରେ ମନ୍ତ୍ରୀ ନବ ଦାସର ପ୍ରାଣ ଚାଲିଯାଇଛି ।

ସେହିପରି ଗୋପାଳର ପରିବାରକୁ ଗୋପାଳର ବିନା ଅନୁପସ୍ଥିତିରେ ଯଦି କେହି କିଛି କ୍ଷତି କରିବାକୁ ଚେଷ୍ଟା କରେ । ତେବେ ଗୋପାଳ ସେମାନଙ୍କୁ ମଧ୍ୟ ଛାଡିବନି ବୋଲି ନିଜ ସ୍ତ୍ରୀ ସହ ଫୋନରେ ବାର୍ତ୍ତାଳାପ କରି କହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *