ଦ୍ଵାଦଶାହରେ ହଟାତ ରାଗିଲେ Bobby ଓ Pintuଙ୍କ ଭାଇ, କହିଲେ, “Delhiରେ ଭୁଲ୍ ଇଞ୍ଜେକସନ୍ ପାଇଁ ଚାଲିଗଲା ପିଣ୍ଟୁର ଜୀବନ…” କାହିଁକି ଏମିତି କହିଲେ Bobby Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ବବି ମିଶ୍ର ଓ ପିନ୍ଟୁଙ୍କ ବଡ ଭାଇ ଅଭିରାମ ରାଗିଲେ । କହିଲେ ଦିଲ୍ଲୀ ହସ୍ପିଟାଲରେ ଭୁଲ ଇଂଜେକସନ ପାଇଁ ହିଁ ପିନ୍ଟୁ ମଲା । ଓଡିଆ କଳାକାର ପିନ୍ଟୁଙ୍କ ମରିବାର ଆଜକୁ ୧୩ ଦିନ ହୋଇଯାଇଛି । ତେବେ ଗତ କାଲି ମଧ୍ୟ ପିନ୍ଟୁଙ୍କ ପାଇଁ ଦ୍ଵାଦଶରେ ସ୍ମୃ-ତି ସଭା ଆୟୋଜନ କରଯାଇଥିଲା । ଯେଉଁଠାରେ ଅଭିନେତା ବବି ଓ ପିନ୍ଟୁଙ୍କ ବଡ ଭାଇ ଅଭିରାମଙ୍କ ମୁହଁରୁ ଏପରି କିଛି ରାଗଭରା ମନ୍ତବ୍ୟ ବାହାରିଥିଲା ।

ଯେଉଁଠାରେ ରାଗି ରାଗି ପିନ୍ଟୁଙ୍କ ବଡ ଭାଇ ଅଭିରାମ କହୁଥିଲେ । ଦିଲ୍ଲୀ ହସ୍ପିଟାଲରେ ଚିକିତ୍ସିତ ହେଉନଥିବା ସମୟରେ ପିନ୍ଟୁଙ୍କୁ ଭୁଲ ଇଂଜେକସନ ଦିଆଯାଇଥିଲା । ଯେଉଁ କାରଣରୁ ପିନ୍ଟୁର ଦେହାନ୍ତ ଘଟିଲା । ବହୁ ଦିନ ଧରି ଲିଭର ଶିରୋସିସ ସମସ୍ଯାରେ ପୀଡିତ ପିନ୍ଟୁ ନନ୍ଦ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତାପରେ ସେହି ହସ୍ପିଟାଲରେ ସ୍ଵାସ୍ଥବସ୍ତା ଅସମ୍ଭାଳ ହେବାରୁ ପିନ୍ଟୁଙ୍କୁ ଦିଲ୍ଲୀଏ ଏକ ହସ୍ପିଟାଲକୁ ନିଆ ଯାଇଥିଲା ।

ସେଠାରେ ମଧ୍ୟ କିଛି ଦିନ ଚିକିତ୍ସା ହେବା ପରେ ପିନ୍ଟୁଙ୍କ ସ୍ଵାସ୍ଥବସ୍ତା କିଛି ମଧ୍ୟ ସୁଧାର ଆସିନଥିଲା । ଯେଉଁ କାରଣରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିନ୍ଟୁ ନନ୍ଦଙ୍କୁ ସ୍ତାନନ୍ତରଣ କରଯାଇଥିଲା । ହେଲେ ପିନ୍ଟୁଙ୍କୁ ନେଇ ଯଶୋଦା ହସ୍ପିଟାଲରେ ପହଞ୍ଚାଗଲା ପରେ ପିନ୍ଟୁ ନନ୍ଦଙ୍କ ବଡ ଭାଇ ଡାକ୍ତରଙ୍କ ମୁହଁରୁ ଶୁଣିବାକୁ ପାଉଥିଲେ । ତେବେ ପିନ୍ଟୁ ପୂର୍ବରୁ  ଚିକିତ୍ସିତ ହେଉଥିବା ଦିଲ୍ଲୀ ହସ୍ପିଟାଲରେ ପିନ୍ଟୁଙ୍କୁ ଭୁଲ ଇଂଜେକସନ ଦିଆଯାଇଥିଲା ।

ତେବେ ଯେଉଁ କାରଣରୁ ତାଙ୍କ ସ୍ଵାସ୍ଥବସ୍ତାରେ ସୁଧାର ଆସିବା ବଦଳରେ ସ୍ଵାସ୍ଥବସ୍ତା ବହୁତ ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ତେବେ ଅଭିନେତା ବବି ମିଶ୍ରଙ୍କ କହିବା ଅନୁଯାଇ ମୁଁ ପ୍ରଥମରୁ କହୁଥିଲି । ପିନ୍ଟୁ ଯଦି ଯଶୋଷା ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତା । ତେବେ ପିନ୍ଟୁ ବହୁତ ଶୀଘ୍ର ସୁସ୍ଥ ହୋଇ ଏବେ ଜୀବିତ ଅବସ୍ଥାରେ ରହିପାରିଥାନ୍ତା । କାରଣ ସେଠାରେ ମୋର ବହୁତ ସମ୍ପର୍କୀୟ ଲିଭର ଟ୍ରାନ୍ସପ୍ଳାଣ୍ଟ କରିକି ଆସିଛନ୍ତି ।

ହେଲେ ପିନ୍ଟୁ ମୋ କଥାକୁ ଖାତିର ନକରି ଦିଲ୍ଲୀରେ ନିଜର ତ୍ରିଟମେଣ୍ଟ ପାଇଁ ବାହାରିପଡିଥିଲା । ପିନ୍ଟୁ ନନ୍ଦ ମରିକି ମଧ୍ୟ ଆମ ନିକଟରେ ତାଙ୍କ ଅଭିନୀତ ଫିଲ୍ମ ପାଇଁ ସେ ସର୍ବଦା ଅମର ରହିବେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *