ପାକିସ୍ତାନକୁ ପୁଣି ଏକ ବଡ ଝଟକା…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି । ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି ।

ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ୟୁକ୍ରେନ ଓ ଋଷ ବିବାଦ ଦୀର୍ଘ ବର୍ଷ ଧରି ଚାଲିଥିଲା ଯେଉଁ ଭଳି ଭାବରେ ଭାରତ ସହ ପାକିସ୍ତାନର ବିବାଦ ଚାଲିଛି । ତେବେ ବନ୍ଧୁଗଣ ପାକିସ୍ତାନ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ପାକିସ୍ତାନକୁ ବର୍ତ୍ତମାନ ଏକ ବଡ ଝଟକା ଲାଗିଛି । ଆତଙ୍କି ଫର୍ମ ଉପରେ ନିଜର ନଜର ରଖୁଥିବା FATF  ନଜରରେ ବଦଳି ନାହିଁ ପାକିସ୍ତାନର ଭାବମୂର୍ତ୍ତି ।

ତେଣୁ ପୁଣି FATF ‘ଗ୍ରେ’ ଲିଷ୍ଟରେ ବଳବତ୍ତ ରହିଲା ପାକିସ୍ତାନର ନାଁ । FATF କହିଛି ଯେ, ମନି ଲଣ୍ଡରିଙ୍ଗ ମାମଲାରେ ଆତଙ୍କବାଦୀ ଆର୍ଥିକ ମନିଟରିଙ୍ଗର ୨୭ଟି ବାଧ୍ୟତା ମୂଳକ ଶ୍ରେଣୀ ମଧ୍ୟରୁ ୬ଟି ଶ୍ରେଣୀ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତା ଜୁନ ମାସରେ ପାକିସ୍ତାନ ବାବଦରେ ବିଚାର କରାଯିବ ବୋଲି FATF ପକ୍ଷରୁ ସୂଚନା ମିଳିଛି ।

ଆତଙ୍କବାଦୀ ଓ ଏମାନଙ୍କ ସହଯୋଗୀ ମାନଙ୍କୁ ଆର୍ଥିକ ସାମଗ୍ରୀ ଯୋଗାଇବାର ପ୍ରମାଣ ରହିଛି । ଏହା ସହ ପାକିସ୍ତାନ ଏ ପର୍ଯ୍ୟନ୍ତ ତିନୋଟି ଶ୍ରେଣୀରେ କୌଣସି ଉନ୍ନତ ପଦର୍ଶନ କରି ନାହିଁ । ତେଣୁ ଏବେ ‘ଗ୍ରେ’ ଲିଷ୍ଟରେ ପାକିସ୍ତାନ ରହିବ ବୋଲି FATF କହିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *