Odia GK Questions- ସ୍ତ୍ରୀ ସବୁବେଳେ ତା’ର ସ୍ବାମୀର ବାମପଟେ କାହିଁକି ଶୋଇଥାଏ ? 99 % ଜାଣନ୍ତି ନାହିଁ ସଠିକ ଉତ୍ତର

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧୀୟ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଭିଟାମିନ ଅଭାବରୁ ମୁଣ୍ଡର କେଶ ଧଳା ହୋଇଯାଇଥାଏ ?

ଉତ୍ତର;- ଭିଟାମିନ B6 ଏବଂ B12 ।

୨;- କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୁଏ ?

ଉତ୍ତର;- ସାବୁନ ।

୩;- କେଉଁ ପ୍ରାଣୀର ପାଞ୍ଚଟି ଆଖି ଅଛି ?

ଉତ୍ତର;- ମହୁମାଛି ।

୪;- ଏମିତି କେଉଁ ପକ୍ଷୀ ଯେଉଁ ବାଟରେ ଖାଏ, ସେହି ବାଟରେ ମଳ ତ୍ୟାଗ କରିଥାଏ ?

ଉତ୍ତର;- ବାଦୁଡି ।

୫;- ସବୁଠାରୁ ଦୃତ ଗାଡିରେ ଦୌଢୁଥିବା ପକ୍ଷୀର ନାମ କ’ଣ ?

ଉତ୍ତର;- ବାଜ ପକ୍ଷୀ ।

୬;- ସେ ଜିନିଷଟି କ’ଣ କାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?

ଉତ୍ତର;- ନିଜ ନାମ ।

୭;- ଉପରୁ କିସ କରାଯାଏ ମଝିରୁ ଧରାଯାଏ ଓ ତଳୁ ନିଆଁ ଲଗାଯାଏ ?

ଉତ୍ତର;- ସିଗାରେଟ ।

୮;- ସେଇଟା କଣ ମାସକୁ ଥରେ ଆସେ ଆଉ ୨୪ ଘଣ୍ଟା ରହି ଚାଲିଯାଏ ?

ଉତ୍ତର;- ତାରିଖ ।

୯;- ତାହା କେଉଁ ଜିନିଷ ଯାହା ପାଣି ଭିତରେ ମଧ୍ୟ ଜଳିଥାଏ ?

ଉତ୍ତର;- ସୋଡିୟମ ।

୧୦;- ଶାଶୁ ବୋହୂ ମନ୍ଦିର କେଉଁ ଜାଗାରେ ଅବସ୍ଥିତ ?

ଉତ୍ତର;- ଉଦୟପୁର ।

୧୧;- ସ୍ତ୍ରୀ ସବୁବେଳେ ତା’ର ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ?

ଉତ୍ତର;- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ କୁହାଯାଏ ।

୧୨;- ଏସିଆର ସବୁଠାରୁ ବଡ ‘ପଶୁମାନଙ୍କ ମେଳା’ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଭାରତର କେଉଁ ସ୍ଥାନରେ ଆୟୋଜିତ ହୁଏ ?

ଉତ୍ତର;- ସୋନପୁର ଠାରେ ।

୧୩;- ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ନେଇ ଆସିଥିବା ‘ସତ୍ୟାଗ୍ରହ ଏବଂ ଅହିଂସା’ ଅସ୍ତ୍ର ସର୍ବ ପ୍ରଥମେ ଭାରତର କେଉଁ ସ୍ଥାନରେ ?

ଉତ୍ତର;- ଚମ୍ପାରନ ।

୧୪;- ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ ସେ କିଏ ?

ଉତ୍ତର;- ମଣିଷ ।

୧୫;- ପାଣିରୁ ଜନ୍ମ ପାଣି ଛୁଏଁନି ଛୁଇଁଦେଲେ ପାଣି ମୁଁ ରହେନି ?

ଉତ୍ତର;- ଲୁଣ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *