ଯୁବତୀଙ୍କର କାଟୁଥିଲା ପେଟ, କିନ୍ତୁ ଚିକିତ୍ସା ବାହାନାରେ ଡାକ୍ତର ବାବୁ ସବୁଆଡେ ଛୁଇଁ ପକାଇଲେ….ଏବେ ନାମ ନେଲେ ରସିକିଆ ଡାକ୍ତର !

ବନ୍ଧୁଗଣ, ସୂଚନା ଅନୁଯାୟୀ ଶିଶୁ ବିଭାଗର ଡାକ୍ତର । କିନ୍ତୁ ତାଙ୍କର ମନ ଅସମ୍ଭାଳ । ପେଟ କାଟିବାରୁ ଯୁବତୀ ଜଣଙ୍କ ଚେକଅପ କରାଇବା ନିମନ୍ତେ ଡାକ୍ତରଙ୍କ ପାଖକୁ ଯାଇଥିଲେ । କିନ୍ତୁ ଡାକ୍ତର ବାବୁ ଦେହର ସବୁଆଡେ ଛୁଇଁ ପକାଇଥିଲେ । ସେ ଏଭଳି ଛୁଇଁଲେ ଯେମିତି କୌଣସି ଡାକ୍ତର ଏଭଳି ଛୁଇଁବ ନାହିଁ । ଚିକିତ୍ସ୍ୟାଳୟରେ ଏଭଳି ଯୁବତୀଙ୍କ ଶରୀରକୁ ସବୁଆଡେ ଛୁଇଁପକାଇଥିଲେ ।

ଆଉ ଏଭଳି କିଛି ଚେଷ୍ଟା କରୁଥିଲେ ଯାହାକି ଯୁବତୀ ବାହାରକୁ ଆସି କହିଥିଲେ ଯେ ତାଙ୍କ ସହିତ ଡାକ୍ତର ବାବୁ କିଭଳି ଅସଦ ଆଚରଣ କରୁଛନ୍ତି । ପୋଲିସ ଏହି ଘଟଣା ବାବଦକୁ କହିଛନ୍ତି ଯେ ଏହିଭଳି ଏକ ଅଭିଯୋଗ ଆସିଥିଲା । ଏହାପରେ ସେଠାରେ ଯାଇ ତଦନ୍ତ କରାଗଲା ଏବଂ ତଦନ୍ତରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ଏହି ଡାକ୍ତର ଜଣଙ୍କ ମଦ୍ୟପାନ କରି ଡାକ୍ତର ଖାନାରେ ବସିଥିଲେ । ସେହି ସମୟରେ ଯୁବତୀ ଜଣଙ୍କ ଚେକଅପ ପାଇଁ ଆସିଥିବାରୁ ତାଙ୍କ ସହିତ ଅସଦ ଆଚରଣ କରିଥିଲେ । ବର୍ତ୍ତମାନ ଗିରଫ ହୋଇଛନ୍ତି ଡାକ୍ତର ବାବୁ । ଜଣେ ନାବାଳିକା ଛାତ୍ରୀ ଙ୍କୁ ଡାକ୍ତର ଚିକିତ୍ସ୍ୟା ନାମରେ ଅସାଦ ଆଚରଣ କରିଛନ୍ତି, ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁଥିଲେ ।

ଏହା ସହିତ ସେ କିଛି ଅଧିକ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ । ଯୁବତୀ ଜଣଙ୍କ ବାହାରକୁ ଆସି ନିଜ ପରିବାରକୁ ସଂପୂର୍ଣ୍ଣ କଥା ଜଣାଇଥିଲେ । ଏହା ସହିତ ଯେଉଁ ହଷ୍ଟେଲରେ ରହି ସେ ପାଠ ପଢୁଥିଲେ ସେହି କତୃପକ୍ଷ ଙ୍କୁ ଜଣାଇଥିଲେ । ଏହାପରେ ଡାକ୍ତର ଙ୍କୁ ଅଟକ ରଖାଯାଇଥିଲା । ଏହି ଘଟଣାଟି ବାରିପଦା ପିଆରଏନ ମେଡିକାଲ କଲେଜ ଏବଂ ହସ୍ପିଟାଲ ର ଅଟେ । ପୋଲିସ ପୀଡିତ ନାବାଳିକା ଏବଂ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ତାଙ୍କ ବୟାନ ରେକର୍ଡ କରିବା ସହିତ ମାମଲା ରୁଜୁ କରିଛି ପୋଲିସ ।

ଖବର ଅନୁଯାୟୀ ଉକ୍ତ ଡାକ୍ତର ଙ୍କ ନାମ ସୌରଭ ଉପଧ୍ୟାୟ ଅଟେ । ମାତ୍ର ଡାକ୍ତର ବାବୁ ଏହି ଅଭିଯୋଗ କୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲେ ଏବଂ ସେ କହିଥିଲେ ଯେ ସେ ଜଣେ ଡାକ୍ତର ରୋଗୀ ଦେଖିବା ତାଙ୍କର କାମ । ଯଦି ଏଭଳି କିଛି ଅଭିଯୋଗ ଆସୁଛି ତେବେ ନିଶ୍ଚିତ ଭାବରେ ପୋଲିସ ଏ ନେଇ ତଦନ୍ତ କରିବା ଯାହା ନିଷ୍ପତ୍ତି ନେବ ତାହା ଉଚିତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *