ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧୀୟ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- କେଉଁ ଭିଟାମିନ ଅଭାବରୁ ମୁଣ୍ଡର କେଶ ଧଳା ହୋଇଯାଇଥାଏ ?
ଉତ୍ତର;- ଭିଟାମିନ B6 ଏବଂ B12 ।
୨;- କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୁଏ ?
ଉତ୍ତର;- ସାବୁନ ।
୩;- କେଉଁ ପ୍ରାଣୀର ପାଞ୍ଚଟି ଆଖି ଅଛି ?
ଉତ୍ତର;- ମହୁମାଛି ।
୪;- ଏମିତି କେଉଁ ପକ୍ଷୀ ଯେଉଁ ବାଟରେ ଖାଏ, ସେହି ବାଟରେ ମଳ ତ୍ୟାଗ କରିଥାଏ ?
ଉତ୍ତର;- ବାଦୁଡି ।
୫;- ସବୁଠାରୁ ଦୃତ ଗାଡିରେ ଦୌଢୁଥିବା ପକ୍ଷୀର ନାମ କ’ଣ ?
ଉତ୍ତର;- ବାଜ ପକ୍ଷୀ ।
୬;- ସେ ଜିନିଷଟି କ’ଣ କାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?
ଉତ୍ତର;- ନିଜ ନାମ ।
୭;- ଉପରୁ କିସ କରାଯାଏ ମଝିରୁ ଧରାଯାଏ ଓ ତଳୁ ନିଆଁ ଲଗାଯାଏ ?
ଉତ୍ତର;- ସିଗାରେଟ ।
୮;- ସେଇଟା କଣ ମାସକୁ ଥରେ ଆସେ ଆଉ ୨୪ ଘଣ୍ଟା ରହି ଚାଲିଯାଏ ?
ଉତ୍ତର;- ତାରିଖ ।
୯;- ତାହା କେଉଁ ଜିନିଷ ଯାହା ପାଣି ଭିତରେ ମଧ୍ୟ ଜଳିଥାଏ ?
ଉତ୍ତର;- ସୋଡିୟମ ।
୧୦;- ଶାଶୁ ବୋହୂ ମନ୍ଦିର କେଉଁ ଜାଗାରେ ଅବସ୍ଥିତ ?
ଉତ୍ତର;- ଉଦୟପୁର ।
୧୧;- ସ୍ତ୍ରୀ ସବୁବେଳେ ତା’ର ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ?
ଉତ୍ତର;- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ କୁହାଯାଏ ।
୧୨;- ଏସିଆର ସବୁଠାରୁ ବଡ ‘ପଶୁମାନଙ୍କ ମେଳା’ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଭାରତର କେଉଁ ସ୍ଥାନରେ ଆୟୋଜିତ ହୁଏ ?
ଉତ୍ତର;- ସୋନପୁର ଠାରେ ।
୧୩;- ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ନେଇ ଆସିଥିବା ‘ସତ୍ୟାଗ୍ରହ ଏବଂ ଅହିଂସା’ ଅସ୍ତ୍ର ସର୍ବ ପ୍ରଥମେ ଭାରତର କେଉଁ ସ୍ଥାନରେ ?
ଉତ୍ତର;- ଚମ୍ପାରନ ।
୧୪;- ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ ସେ କିଏ ?
ଉତ୍ତର;- ମଣିଷ ।
୧୫;- ପାଣିରୁ ଜନ୍ମ ପାଣି ଛୁଏଁନି ଛୁଇଁଦେଲେ ପାଣି ମୁଁ ରହେନି ?
ଉତ୍ତର;- ଲୁଣ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।