‘ଚତୁର୍ଥୀ ଦିନ ତା ଭାଉଜ ଆସିଥିଲା ..ମୋ ସହ ଯାହା କରିବା କଥା ସେ ଭାଉଜ ସହ କଲା, ମୁଁ ନିଜ ଆଖିରେ ଏସବୁ ଦେଖିବା ପରେ ମତେ ସେ…’ ଦେଖନ୍ତୁ Video

ବନ୍ଧୁଗଣ ଜଣେ ମହିଳା ଏବେ ନିଜ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନ ମହିଳା ଜଣକ ନିଜ ପାରିବାରିକ କଳହକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ବନ୍ଧୁଗଣ ମହିଳା ଜଣକ କହିଛନ୍ତି-‘ମୋ ସ୍ଵାମୀ ମୋତେ ଜଣାଇ ନଥିଲା ଯେ, ସେ ତାର ଭାଉଜ ସହ ଲଭ କରୁଛି ।

ସେ ତାର ଭାଉଜ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ରଖିଥିଲେ ଯେତେବେଳେ ଏ କଥା ଗାଁ ଲୋକ ଜାଣିଲେ ସେତେବେଳେ ତାର ଭାଇ ଆସି ଭାଉଜକୁ ନେଇ କଟକ ପଳେଇଲା । ମୋ ସ୍ଵାମୀ ସେତେବେଳେ ବିସ ଖାଇ ଦେଇଥିଲେ । ଏତେ ସବୁ କଥା ହେଇ ଯାଇଛି ହେଲେ ମୁଁ କିଛି ବି ଜାଣି ନଥିଲି । ବାହାଘର ପରେ ଚତୁର୍ଥୀ ଦିନ ତାର ଭାଉଜ ଆସିଥିଲା ମୁଁ ବି ଥିଲି ମୋ ସ୍ଵାମୀ ଥିଲେ ।

ଭାଉଜ ଆସି ଖଟ ଉପରେ ବସିଲେ ସେତେବେଳେ ମୋ ସ୍ଵାମୀ ମୋତେ ସବୁ କଥା କହିଥିଲେ । ମୋ ସ୍ଵାମୀ ମୋତେ ସବୁ କହିଥିଲେ ସେ ଲଭ କରୁଥିଲେ ଭାଉଜକୁ ଆଉ ବିସ ବି ଖାଇଥିଲେ । ତା ପରେ ଘର ଲୋକ କହିଲେ ବାହା ହେଲେ ମୁଁ ସୁଧୁରି ଯିବି । ତା ପରେ ମୁଁ ତତେ ବାହା ହେଲି । ତାର ଭାଉଜ ଆସି ଖଟ ଉପରେ ବସିଥିଲା ମୋ ସହ ଯେଉଁ କାମ କରିବା କଥା ତାର ଭାଉଜ ସହ ସେହି କାମ କରିଲା ।

ମୁଁ ସେଇଠି ଅବଜେକସନ କଲି ଯେହେତୁ ସେ ମୋ ସ୍ଵାମୀ ସେଇଠି ସେ କହିଲା ତୁ କଣ ମୋର ପାଞ୍ଚ ବର୍ଷ ସମ୍ପର୍କକୁ ଭାଙ୍ଗି ଦେବୁ ଦେଖିବା ତୁ କେମିତି ଭାଙ୍ଗି ଦେବୁ । ସେବେ ଠାରୁ ଆମ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପଡିଲା ନାହିଁ ଚାରି ଦିନ ଭଲ ପଡିଲେ ଚାରି ଦିନ ଖରାପ ପଡିଲା । ଏମିତି ଆଡଜେଷ୍ଟ କରି ମୁଁ ଅଢେଇ ମାସ ସେଇଠି ରହିଲି  ।

ମୁଁ ଘରକୁ ଆସିଲି ଆଉ ଜାଣିଲି ମୋ ପେଟରେ ଛୁଆ ଅଛି । ସେ ପର୍ଯ୍ୟନ୍ତ ମୋ କଥା ସେମାନେ କିଛି ବି ବୁଝି ନଥିଲେ । ପୁଅ ହେବା ପରେ ଶଶୁର ମୋତେ ଘରକୁ ଆଣିବା ପାଇଁ ଚାହିଁଲେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *