17 Interesting Gk Questions- ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

1. ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ ?

ଉତ୍ତର- ବୋତଲର ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ ।

2. ମୁଁ ଜଣେ ମଣିଷକୁ ଦୁଇଜଣ କରିଦିଏ ମୁଁ କିଏ ?

ଉତ୍ତର- ଆଇନା ଜଣେ ମଣିଷକୁ ଦୁଇଟି କରିଦିଏ ।

3. ଚନ୍ଦ୍ରର ଓଜନ କେତେ ?

ଉତ୍ତର- ପୃଥିବୀ ଓଜନର ୮୧ ଭାଗରୁ ୧ ଭାଗ ହେଉଛି ଚନ୍ଦ୍ରର ଓଜନ ।

4. ପୃଥିବୀର ଆବର୍ତ୍ତନ ସମୟ କେତେ ?

ଉତ୍ତର- ପୃଥିବୀର ଆବର୍ତ୍ତନ ସମୟ ହେଉଛି ୨୩ ଘଣ୍ଟା ୫୬ ମିନିଟ ୯ ସେକେଣ୍ଡ ।

5. ପୃଥିବୀର ବୃହତ୍ତମ ମହାଦେଶ କିଏ ?

ଉତ୍ତର- ପୃଥିବୀର ବୃହତ୍ତମ ମହାଦେଶର ନାମ ହେଉଛି ଏସିଆ ।

6. ପୃଥିବୀର କ୍ଷୁଦ୍ରତମ ମହାଦେଶର ନାମ କଣ ?

ଉତ୍ତର- ପୃଥିବୀର କ୍ଷୁଦ୍ରତମ ମହାଦେଶର ନାମ ହେଉଛି ଅଷ୍ଟ୍ରେଲିଆ ।

7. କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲି ପାରେ କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର- ସାପର ପାଦ ନାହିଁ କିନ୍ତୁ ଚାଲି ପାରେ କାନ ନାହିଁ କିନ୍ତୁ ସେ ଶୁଣିପାରେ ।

8. GPS ର ଫୁଲ୍ ଫର୍ମ କଣ ?

ଉତ୍ତର- GPS ର ଫୁଲ୍ ଫର୍ମ ହେଉଛି ଗ୍ଲୋବାଲ ପୋଜେସନିଙ୍ଗ ସିଷ୍ଟମ ।

9. କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲାଟିପସ ଉଭୟ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ।

10. ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

11. ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

12. ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ କଣ ?

ଉତ୍ତର- ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ ହେଉଛି ସରଗୋନ ଦଗ୍ରେଟ ।

13. ରାଷ୍ଟ୍ରଗୀତ ପ୍ରଥମେ କେବେ ଗାନ କରାଯାଇଥିଲା ?

ଉତ୍ତର- ରାଷ୍ଟ୍ରଗୀତ ପ୍ରଥମେ ୧୯୧୧ ମସିହାରେ ଗାନ କରାଯାଇଥିଲା ।

14. କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?

ଉତ୍ତର- କେବଳ ଭାରତରେ ଘଡିୟାଲ ଦେଖା ଯାଇଥାଏ ।

15. କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୁଏ ?

ଉତ୍ତର- ଗେଣ୍ଡା ତିନି ବର୍ଷ ପର୍ଯ୍ୟନ୍ତ ଶୁଏ ।

16. କେଉଁ ଜୀବଟି ଛିଡା ହୋଇ ସୋଇଥାଏ ?

ଉତ୍ତର- ଘୋଡା ଛିଡା ହୋଇ ସୋଇଥାଏ ।

17. ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ଉତ୍ତର – Chewing Dog

Leave a Reply

Your email address will not be published. Required fields are marked *