ଲକଡାଉନ ଇଫେକ୍ଟ : ସ୍ତ୍ରୀ ଦେଲା ନାହିଁ ରାଗୁଆ ଖାଦ୍ୟ ବୋଲି ବାଲକୁନିରୁ ଡେଇଁବାକୁ ଲାଗିଲା ସ୍ଵାମୀ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ଯୋଗୁ ଭାରତରେ ଏବେ ବି ତାଲା ବନ୍ଦ ଚାଲିଛି, ଦୁଇ ମାସ ହେବ ଲୋକ ମାନେ ଘରେ ବସି ରହିଛନ୍ତି କୌଣସି ଜରୁରୀ କାମ ନଥିଲେ ଘରୁ ବାହାରକୁ ଯାଇ ପାରିବେ ନାହିଁ । ଘରେ ଗୋଟିଏ ଛାତ ତଳେ ପୁରା ପରିବାରଙ୍କ ସାଙ୍ଗରେ 24 ଘଣ୍ଟା ରହିବାକୁ ପଡୁଛି । କହିବାକୁ ଗଲେ ଏହା ଭଲ କଥା କି ତାଙ୍କୁ ତାଙ୍କ ପରିବାର ସହିତ ସମୟ କଟାଇବାକୁ ମଉକା ମିଳିଛି । କିଛି ବି ଏମିତି ବିରକ୍ତ ହୋଇ ଗଲେଣି, ଖାସ କରି ସେମାନେ ଯାହାଙ୍କର ଘର ଲୋକଙ୍କ ସାଙ୍ଗରେ ବହୁତ କମ୍ ପଡେ, ତାଙ୍କର ଇଚ୍ଛା ନଥାଇ ବି ତାଙ୍କୁ ଲୋକଙ୍କ ସାଙ୍ଗରେ ପୂରା ଦିନ ରହିବାକୁ ପଡିଥାଏ ।

ଏହି କାରଣରୁ ତାଲା ବନ୍ଦରେ ଘରୋଇ ହିଂସା ବହୁତ ବଢିବାରେ ଲାଗିଛି, ଏତିକି ହିଁ ନୁହେଁ ଏହି ତାଲା ବନ୍ଦର ପ୍ରଭାବ କିଛି ଲୋକ ମାନଙ୍କ ମେଣ୍ଟାଲ ସ୍ୱାସ୍ଥ୍ୟ ଉପରେ ବି ପଡୁଛି । ସେ ବୁଦ୍ଧି ରୁ କାମ ନେଉ ନାହାନ୍ତି ଆଉ ହୋସ ହରାଇ ଓଲଟା ସିଧା କାମ କରୁଛନ୍ତି। ଏବେ ଏହି ଅହମଦାବାଦ୍ ରେ ହେଇଥିବା ଘଟଣାକୁ ହିଁ ଦେଖନ୍ତୁ।

ରାଗ ଖାଇବା ନ ମିଳିବାରୁ ବାଲକୁନିରୁ ଡେଇଁବାକୁ ଲାଗିଲା

ଅହମଦାବାଦ୍ ଚାନ୍ଦଖଡା ଅଞ୍ଚଳରେ ଗୋଟେ ଆପାର୍ଟମେଣ୍ଟରେ ବଡ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଛି । ଅହମଦାବାଦ ମିରର ର ଗୋଟେ ରିପୋର୍ଟ୍ ଅନୁସାରେ ଗୋଟେ ଲୋକକୁ ତାଙ୍କ ସ୍ତ୍ରୀ ରାଗ ମସଲା ଯୁକ୍ତ ଖାଇବା ଦେଲେ ନାହିଁ ବୋଲି ସେ ବାଲ କୁନିରୁ ତଳକୁ ଡେଇଁବାକୁ ଧମକ ଦେବାକୁ ଲାଗିଲେ । ଖାଲି ସେତିକି ନୁହେଁ ରାଗି କି ବାଲ କୁନି ରୁ ତଳକୁ ଓହଳି ପଡିଲେ ।

ଗୋଟେ ପୋଲିସ ଅଫିସର ଏହି ଘଟଣାର ସୂଚନା ଦେଇ କହିଲେ କି ଏହା ହେଉଛି ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ସ୍ଵାମୀଙ୍କୁ ରାଗ ଖାଇବା ଖାଇବାର ଥିଲା, ଏହି କଥାକୁ ନେଇ ଦୁଇ ଜଣଙ୍କ ଭିତରେ ପାଟି ତୁଣ୍ଡ ହୋଇଗଲା, ଏହା ପରେ ସ୍ଵାମୀ ବାଲକୁନିରୁ ତଳକୁ ଡେଇଁବାକୁ ଧମକ ଦେଲା । ଏହି ଘଟଣାର କୌଣସି ଅଭିଯୋଗ ହୋଇ ନାହିଁ।

କଣ ଅଛି ଏହି ଭିଡ଼ିଓରେ

https://twitter.com/Madan_Chikna/status/1262425766354173953?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262425766354173953&ref_url=https%3A%2F%2Fwww.newstrend.news%2F353805%2Fahmedabad-man-tries-to-jump-down-the-balcony-for-not-getting-spicy-food%2F

ଭିଡ଼ିଓରେ ଆମେ ଦେଖି ପାରିବା କି ଗୋଟେ ବିଲଡିଂର ବାଲ କୁନିରେ ଗୋଟେ ଲୋକ ବାଡା ଧରି ଲଟକି ଥିଲେ । କିଛି ସମୟ ପରେ ତାଙ୍କ ପଡୋଶୀ ମାନେ ଆସି ସେହି ଲୋକକୁ ଉପରକୁ ଟାଣି ଆଣିଲେ । ଏହି ପୁରା ଘଟଣାକୁ ସେଠି ରହୁଥିବା ଲୋକାଲ ଲୋକମାନେ ନିଜ ଫୋନରେ ଭିଡ଼ିଓ ସୁଟିଂ କରିଥିଲେ । ଏହିପରି ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *