ଭଗବାନ ଶିବଙ୍କୁ ଅତି ପ୍ରିୟ ହୋଇଥାନ୍ତି ଏହି ୩ ରାଶିର ଲୋକ, ସବୁବେଳେ କରିଥାନ୍ତି ଏମାନଙ୍କ ରକ୍ଷା

ଭଗବାନ ଶିବ ଶଙ୍କରଙ୍କ ଅନ୍ୟ ଏକ ନାମ ଭୋଳାନାଥ । ଏହି ନାମ ଅନୁସାରେ ଭଗବାନ ଭୋଳାନାଥ ନିଜର ସବୁ ଭକ୍ତଙ୍କ ଉପରେ ବହୁତ୍ କୃପା ରଖିଥାନ୍ତି । ଭକ୍ତମାନଙ୍କ ମଧ୍ୟରେ ଭଗବାନ ଶିବଙ୍କ ବିଷୟରେ ଅଧିକ ଜାଣିବାର ଇଚ୍ଛା ରହିଥାଏ । କେବଳ ଏତିକି ନୁହେଁ ଶିବ ଭକ୍ତମାନେ ସବୁ ଉପାୟ ବିଷୟରେ ଜାଣିବାକୁ ଚାହାଁନ୍ତି, ଯାହା ଦ୍ଵାରା ସେମାନେ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିପାରିବେ । ଏହା ସତ୍ୟ ଅଟେ ଯେ , ମହାଦେବ ନିଜ ଭକ୍ତଙ୍କ ଉପରେ ଅତିଶିଘ୍ର ପ୍ରସନ୍ନ ହୋଇଯାନ୍ତି, ସିଧାସଳଖ କହିବାକୁ ଗଲେ ସେ ନିଜ ଭକ୍ତଙ୍କ ଆସ୍ଥା ଓ ଭାବନା ଦେଖନ୍ତି, ଯେଉଁ ଭକ୍ତ ସଚ୍ଚା ମନରେ ଭଗବାନ ଶିବଙ୍କ ଆରାଧନା କରନ୍ତି, ସେମାନଙ୍କର ମଙ୍ଗଳ ହୋଇଥାଏ ।

କିନ୍ତୁ ଜ୍ୟୋତିଷ ଆଚାର୍ଯ୍ୟଙ୍କ କହିବା ଅନୁସାରେ ୧୨ ଟି ରାଶି ମଧ୍ୟରୁ କିଛି ରାଶି ଏମିତି ରହିଛି ଯାହା ଭଗବାନ ଶିବଙ୍କ ପ୍ରିୟ ଅଟେ ।  ଆଜି ଆମେ ଆପଣଙ୍କୁ ଏମିତି 3 ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯାହା ମହାଦେବଙ୍କ ତୃତୀୟ ନୟନରେ ରହିଥାଏ । ଏହାର ଅର୍ଥ ହେଉଛି କି,ଭଗବାନ ଶିବ ଏହି ରାଶିର ଲୋକଙ୍କ ଉପରେ ଅସୀମ କୃପା ବର୍ଷା କରନ୍ତି।

ମେଷ

ସବୁଠୁ ପ୍ରଥମ ନାମ ଆସୁଛି ମେଷ ରାଶିର ଲୋକଙ୍କ, ଯାହାକୁ ଭଗବାନ ଶିବଙ୍କ ସବୁଠୁ ପ୍ରିୟ ରାଶି କୁହାଯାଏ । ଏହି ରାଶିର ଲୋକଙ୍କ ଉପରେ ଶିବଙ୍କ ବିଶେଷ କୃପା ଲାଗି ରହିଥାଏ । ଭଗବାନ୍ ଶିବଙ୍କ କୃପା କାରଣରୁ ସେମାନଙ୍କ ବେପାରରେ ବହୁତ୍ ଲାଭ ହୋଇଥାଏ । ଯେଉଁମାନେ ଚାକିରି ଖୋଜୁଥାନ୍ତି ସେମାନଙ୍କୁ ସହଜରେ ଚାକିରି ମିଳି ଯାଇଥାଏ।

ମକର

ଦ୍ଵିତୀୟ ରାଶି ହେଉଛି ମକର ରାଶି । ଏମାନଙ୍କ ଉପରେ ମଧ୍ୟ ଭଗବାନ ଶିବଙ୍କ ଅସୀମ କୃପା ରହିଥାଏ । ଆପଣଙ୍କ ପରିବାରରେ ଘଟୁଥିବା ସମସ୍ୟା ବର୍ତ୍ତମାନ ସମାପ୍ତ ହୋଇଯିବ, ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳିବ । ଏହା ସହିତ ଆପଣଙ୍କୁ ଧନ ପ୍ରାପ୍ତ ହେବାର ପୁରା ସମ୍ଭାବନା ରହିଛି । ଆଗାମୀ ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସିଦ୍ଧ ହେବ।

କୁମ୍ଭ

କୁମ୍ଭ ରାଶି ର ଲୋକଙ୍କୁ ନିଜ ବନ୍ଧୁ ପରିଜନ ଙ୍କ ସହାୟତା ମିଳିବ ଓ ହଟାତ୍ ଧନ ପ୍ରାପ୍ତି ର ଯୋଗ ରହିଛି, ସିଧା ସଳଖ କହିବାକୁ ଗଲେ ଆପଣଙ୍କୁ ଭଗବାନ ଶିବଙ୍କ କୃପାରୁ ଧନ ଓ ପରିବାରର ସୁଖ ମିଳିବ । ଏହା ସହିତ ଆପଣଙ୍କ ଘର ର ବାତାବରଣ ସୁଖ ପୂର୍ଣ୍ଣ ରହିବ । ଭଗବାନ ଶିବଙ୍କ କୃପାରୁ ଖୁସି ଖବର ମଧ୍ୟ ମିଳିପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *