ଝିଅଟି ନିଜ ଘରର ବଗିଚାରେ ଉଠାଇଲା ଫଟୋ, ପୁଣି ଫଟୋରେ କିଛି ଏମିତି ନଜର ଆସିଲା କି ସେ ଭୟରେ ଚିଲେଇବାକୁ ଲାଗିଲା

ଆମେରିକାରେ ଅନ୍ୟ ଏକ ଜାଗାରେ ରହିବାକୁ ଯାଇଥିବା ସୋଫିଆ ନିଜର ନୂଆ ଭିଲ୍ଲା ପାଇ କି ବହୁତ ଖୁସୀ ଥିଲେ । କେବଳ ଏତିକି ଦୁଃଖ ଥିଲା ଯେ ତାଙ୍କ ସାଙ୍ଗ ମାନଙ୍କ ଠାରୁ ସେ ଦୂରେଇ ଗଲେ । ସୋଫିଆକୁ ଯେତେବଳେ ନୂଆ ଭିଲ୍ଲା ମିଳିଲା ତାର ଇଚ୍ଛା ହେଲା କି ତାହାର ସାଙ୍ଗ ମାନଙ୍କୁ ଡାକି ଭିଲ୍ଲା ର ଫଟୋ ସୁଟ କରିବାକୁ । ଏଥିପାଇଁ ସେ ତା ମାଆଙ୍କୁ ଭିଲ୍ଲାର ଫଟୋ ନେବାକୁ କହିଲେ । ଶୋଫିଆର ମାଆ ତାଙ୍କ ଝିଅର ଫଟୋ ଉଠେଇବାକୁ ଲାଗିଲେ, ବଗିଚାର ଅଲଗା ଅଲଗା ଜାଗାରୁ ଯେଉଁଠି ସୁନ୍ଦର ଗଛ ସବୁ ଅଛି ।

ଭିଲ୍ଲା କୁ ପ୍ରଥମ ଥର ପାଇଁ ଆସିଥିଲେ ସୋଫିଆ ଙ୍କ ପରିବାର ଲୋକେ

ସୋଫିଆଙ୍କ ବାପା ମା ବହୁତ ଟଙ୍କା ରଖି ଗୋଟେ ସୁନ୍ଦର ଭିଲ୍ଲା କିଣି ଥିଲେ । ଏହି ଭିଲ୍ଲାରେ ଗୋଟେ ସୁଇମିଂ ପୁଲ୍ , ଦୁଇଟା ବାଥରୁମ ଓ ଗୋଟେ ୱାଇନ୍ ସେଲର ଥିଲା। ସେହି ସମୟରେ ସୋଫିଆର ପିତା ମାତାଙ୍କ ଦ୍ଵାରା ଗୋଟେ ଭୂଲ୍ ଯୋଗୁଁ ତାଙ୍କ ଘର ଛାଡ଼ିବାକୁ ପଡ଼ିଥିଲା । ସୋଫିଆ ଘର ବଦଳିବା ମୁଡ ରେ ନଥିଲେ କିନ୍ତୁ ତାଙ୍କ ମାତା ପିତାଙ୍କୁ ମିନିସୋଟା ର ମୌସମ ଭଲ ଲାଗୁନଥିଲା । ଟେକ୍ସାସ ର ପାଣିପାଗ ସୋଫିଆର ମାତା ପିତାଙ୍କୁ ଭଲ ଲାଗୁଥିଲା ତେଣୁ ସେ ଆସି ସେଠାରେ ରହିବାକୁ ଲାଗିଲେ ।

ସୋଫିଆ ନିଜ ନୂଆ ସାଙ୍ଗ ସହିତ ମିଳାମିଶା କରିବାକୁ ଭଲ ଲାଗୁ ନଥିଲା । ତାହାର ସେହି ପୁରୁଣା ସାଙ୍ଗଙ୍କ ସହିତ ଫୋନ୍ ରେ କଥା ହେଉଥିଲା । ତାହାର ମନ ହେଉଥିଲା କି ତାର ପୁରୁଣା ସାଙ୍ଗଙ୍କ ସହିତ ଦେଖା କରିବାକୁ କିନ୍ତୁ ମିନିସୋଟା ରୁ ଟେକ୍ସାସ ପ୍ରାୟ ୨୧୦୦ କିମି । ଏହାପରେ ଭିଲ୍ଲା ର ଯେଉଁ ରହସ୍ୟ ସାମନାକୁ ଆସିଲା ତା’ପରେ ଜଣାପଡ଼ିଲା କି ତା ଅସୁବିଧା ଠାରୁ ଏହି ପ୍ରୋବ୍ଲେମ୍ ବହୁତ୍ ବଡ଼ ।

ସୋଫିଆ ଭିଲ୍ଲାର ଫଟୋ ସାଙ୍ଗମାନଙ୍କୁ ପଠାଇଲା

ସୋଫିଆର ମାତା ପିତା ଜାଣିବାକୁ ପାଇଲେ କି ତାହାର ମନ ଜମା ଭଲ ରହୁନି ତେଣୁ ସେଥିପାଇଁ ସେମାନେ ସୋଫିଆର ସାଙ୍ଗମାନଙ୍କୁ ନିମନ୍ତ୍ରଣ ଦେଇ ଫ୍ଲାଇଟ ରେ ଡକେଇଲେ । ସୋଫିଆ ନିଜ ସାଙ୍ଗମାନଙ୍କୁ ସାମ୍ନାରେ ଦେଖି ଖୁସିରେ ପାଗଳ ହେଇଗଲା । କିନ୍ତୁ ତାହାର ଏହି ଖୁସି ଅଳ୍ପ ସମୟ ପାଇଁଁ ଥିଲା ।

ଭିଲ୍ଲାରେ ଗୋଟିଏ ବଡ ଗାର୍ଡେନ ଥିଲା ଯାହାକି ଗୋଟେ ଏକର ପର୍ଯ୍ୟନ୍ତ ଲମ୍ବିଥିଲା । ସେମାନେ ତାଙ୍କ ପଡୋଶୀଙ୍କ ଠାରୁ ଯାହା ଜାଣିବାକୁ ପାଇଲେ ତାହା ସେମାନଙ୍କର ହୋସ ଉଡ଼ାଇ ଦେଲା । ଗାର୍ଡେନର ଆର ପଟରେ ଏକ ରାସ୍ତା ଯାଇଥିଲା ଓ ସେହି ରାସ୍ତାଟି ଏମିତି ଏକ ଜାଗାରେ ପହଞ୍ଚି ଥିଲା କି ଯାହା ଭୟାନକ ଅଟେ ।

ଜେଲକୁ ଯାଉଥିଲା ଏହି ରାସ୍ତା

ଜଣେ ପଡୋଶୀଙ୍କ କହିବା ଅନୁସାରେ ଏହି ଗାର୍ଡେନର ରାସ୍ତାଟିରେ କେହି ଯିବା ଆସିବା କରୁନାହାନ୍ତି ଓ ଗାର୍ଡେନ ଟି ବଡ଼ବଡ଼ ଗଛରେ ଭର୍ତି ହୋଇଯାଇଛି । ପ୍ରକୃତରେ ସତ ଘଟଣା ଏହା ଥିଲା କି ଗାର୍ଡେନର ରାସ୍ତା ବନ୍ଦ ହୋଇନି ବରଂ ଏହି ରାସ୍ତା ଟି ଏକ ଜେଲ କୁ ଯାଉଛି । ଏହି ଜେଲ ରୁ ଏକ ଦୁର୍ଦାନ୍ତ ଅପରାଧୀ ଜେଲ ରୁ ଫେରାର ହୋଇଯାଇଥିଲା । ପୁଲିସ ତାକୁ ଖୋଜିବାରେ ଲାଗୁଥିଲା କିନ୍ତୁ ତାର କୌଣସି ଖବର ମିଳୁନଥିଲା ।

ପଡୋଶୀ ସୋଫିଆ ର ମାତାପିତାଙ୍କୁ କହିଲା ଯେ ଏକ ଅଜଣା ବ୍ୟକ୍ତି ତାଙ୍କ ଵିଲ୍ଲା ପାଖରେ ବୁଲୁଥିବାର ଦେଖିଥିଲେ ଓ ସେ ପାଚେରୀ ଡେଇଁ ପଶିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ଭୀଲ୍ଲା ଭିତରକୁ ପଶିଚି କି ନାହିଁ ତାହା ଜଣା ପଡିନାହିଁ । ସୋଫିଆର ମାତା ପିତା ତୁରନ୍ତ ପୋଲିସ୍ କୁ ଫୋନ କଲେ ଓ ଭିଲ୍ଲା ଭିତରକୁ ଚାଲିଗଲେ। ସେହି ସମୟରେ ସୋଫିଆ ର ଗୋଟିଏ ସାଙ୍ଗ ଫଟୋ ମେସେଜ କରିଥିଲା, ଯାହାକୁ ଶୋଫିଆ ତାକୁ ସେଣ୍ଡ କରିଥିଲା । ସେହି ଫଟୋକୁ ଦେଖିଲା ପରେ ସମସ୍ତଙ୍କ ହୋସ ଉଡ଼ିଗଲା ।

ସୋଫିଆ ଉଠାଇ ଥିବା ସେହି ଫଟୋରେ ଦୁଇ ଅପରଧୀଙ୍କୁ ଦେଖି ଭୟରେ ଥରିବାକୁ ଲାଗିଲେ । ଏହି ଦୁଇଜଣ ଯେ ଜେଲରୁ ଫେରାର ହୋଇଥିଲେ । ତୁରନ୍ତ ତାର ମାତାପିତା ପଡୋଶୀ ଙ୍କ ସହାୟତାରେ ପୁଲିସ କୁ ଖବର ଦେଇଦେଲେ । ପୁଲିସ ଜାଣିବାକୁ ପାଇଲା କି ଅପରାଧିମାନେ ସେହି ଭିଲ୍ଲା ରେ ଲୁଚିକରି ଅଛନ୍ତି । ସନ୍ଧ୍ୟା ହେବା ପୂର୍ବରୁ ପୁଲିସ ସେହି ଦୁଇ ଅପରାଧୀ ଙ୍କୁ ଧରିବାରେ ସକ୍ଷମ ହେଲେ । ଏହାପରେ ସୋଫିଆର ପରିବାର ଶାନ୍ତିରେ ରହିଲେ । ଯଦି ସୋଫିଆର ମାଆ ସେ ଫଟୋ ନ ଉଠାଇ ଥାନ୍ତେ ଯଦି ସୋଫିଆ ତା ସାଙ୍ଗକୁ ଫଟୋ ସେଣ୍ଡ୍ ନକରି ଥାନ୍ତେ ତାହେଲେ ଏହି ଦୁଇ ଅପରଧୀ କେବେ ବି ପୁଲିସ ହାତରେ ଧରା ପଡ଼ି ନ ଥାନ୍ତେ । ଏହିପରି ଦେଶ ବିଦେଶର ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *