ଜଗବନ୍ଧୁ ମୁଁ ତତେ ବାହାହୋଇ ବଡ ଭୁଲ କରିଦେଲି, ତୁ ଏତେ ଡରୁଆ ମୁଁ ଜାଣିନଥିଲି, ତୁ ମତେ ଏକା ଛାଡି…

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୦ ମ ରେ ପାଠ ପଢୁଥିବା ବେଳେ ଗାଁ ରୁ ରାଗି ଭୁବନେଶ୍ଵର ଚାଲି ଆସିଥିଲେ ଅର୍ଚ୍ଚନା ନାଗ । ଏଠାରେ ଦୀର୍ଘ ଦିନ ଧରି ଏକ ବିଉଟି ପାର୍ଲରରେ କାମ କରିବା ପରେ ରାଜଧାନୀ ର ଚାକଚକ୍ୟ ତାଙ୍କୁ ବାୟା କରିଦେଇଥିଲା । ଏହାପରେ ପାର୍ଲର କୁ ଆସୁଥିବା ସମ୍ଭ୍ରାନ୍ତ ଘରର ମହିଳା ଏବଂ ଯୁବତୀ ଙ୍କୁ ଦେଖି ସେ ମଧ୍ୟ ସେହିଭଳି ଜୀବନ ଜିଇବାକୁ ମନେ ମନେ ସ୍ଥିର କରିଥିଲେ ।

ଆଉ ଏହାପରେ ଦେଖା ହୋଇଥିଲା ସ୍ଵାମୀ ଜଗବନ୍ଧୁ ଙ୍କ ସହିତ । ଏହାପରେ ଜଗବନ୍ଧୁ ଙ୍କୁ ସେ ବିବାହ କରିଥିଲେ । ମାତ୍ର ଜଗବନ୍ଧୁ ତାଙ୍କୁ ସେହି ସ୍ଵପ୍ନ ପୂରଣ କରିବାରେ ସାହାର୍ଯ୍ୟ କରିପାରୁ ନଥିଲେ । ମାତ୍ର ତଥାପି ଅର୍ଚ୍ଚନା ଆଶା କରିଥିଲେ ସ୍ଵପ୍ନ ତାଙ୍କର ପୂରଣ ହେବ ଏହି ଭୁବନେଶ୍ବରରେ ଆଉ ଧୀରେ ଧୀରେ ଅର୍ଚ୍ଚନା ଙ୍କ ମୁଣ୍ଡକୁ ଯୁଟିଥିଲା କିଭଳି ଭାବରେ ବ୍ଲଆକ-ମେଲ କରି ବଡ ବଡିଆ ମାନଙ୍କୁ ଫସାଇ ସେମାନଙ୍କ ଠାରୁ ଟଙ୍କା ଆଣି କୋଟିପତି ହୋଇଯିବେ ରାତାରାତି ।

ଆଉ ସେଥିପାଇଁ ନିଜ ବିଉଟି କୁ ବ୍ୟବହାର କରିଥିଲେ ତଥା ନିଜର ସୁନ୍ଦରତାର ଜାଲରେ ଫସାଇ ବଡ ବଡିଆ ମାନଙ୍କୁ ରୁମକୁ ଡାକୁଥିଲେ ଆଉ ଶାରୀରିକ ସମ୍ପର୍କ ରଖୁଥିଲେ । ଏହିସବୁ ଜାଣୁଥିଲା ସ୍ଵାମୀ ଆଉ ସ୍ଵାମୀ ର ମଧ୍ୟ ଇଚ୍ଛା ଥିଲା କେବଳ ଟଙ୍କା । ଟଙ୍କା ପାଇଁ ସ୍ଵାମୀ ସ୍ତ୍ରୀ ମିଶି ସବୁକିଛି କରିଲେ । ମାତ୍ର ଯେତେବେଳେ ସ୍ତ୍ରୀ ଜେଲ ଗଲା ସ୍ଵାମୀ ସେତେବେଳେ ଡିଆଁ ମାରିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ନାହିଁ ସ୍ଵାମୀ ଙ୍କର ଏବଂ ଏହାକୁ ନେଇ ବର୍ତ୍ତମାନ ରାଗିଯାଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ଯେ ଭୁଲ ହୋଇଗଲା ଜଗବନ୍ଧୁ ଙ୍କୁ ବିବାହ କରି । ଭୁବନେଶ୍ଵର ଝରପଡା ଜେଲ ରେ ଅଛନ୍ତି ଅର୍ଚନା । ସବୁଠାରୁ ବଡ କଥା ଅର୍ଚ୍ଚନା ଯେଉଁ ବଡ ବଡିଆ ଙ୍କ ସହିତ ଲିଙ୍କ ରେ ରହିଥିଲେ ତଥା ଶାରୀରିକ ସମ୍ପର୍କ ରଖିଥିଲେ ତଥା ବନ୍ଧୁତ୍ଵ ବାନ୍ଧିଥିଲେ, ସେହି ଭିତରୁ ଗୋଟିଏ ମଧ୍ୟ ବଡ ବଡିଆ ଜେଲରୁ ଆସି ତାଙ୍କୁ ଦେଖା କରି ନାହାଁନ୍ତି ।

କୌଣସି ବଡ ବଡିଆ ତଥା କୌଣସି ମଧ୍ୟ ବ୍ୟକ୍ତି ଅର୍ଚ୍ଚନା ଙ୍କୁ ଦେଖା କରିବା ନିମନ୍ତେ ଜେଲ କୁ ଯାଇ ନାହାଁନ୍ତି । ଯିଏ ତାଙ୍କ ପଇସା ରେ ଅଏସ କରୁଥିଲା ସେହି ସ୍ଵାମୀ ମଧ୍ୟ ପାଖକୁ ଗଲା ନାହିଁ । ବର୍ତ୍ତମାନ ଜେଲରେ କାନ୍ଦୁଛନ୍ତି ଅର୍ଚ୍ଚନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *