ସ୍ତ୍ରୀ ବିରୁଦ୍ଧରେ ସ୍ବାମୀର ସାଂଘାତିକ ଅଭିଯୋଗ ! ‘ପେଟରେ ଥିଲା ପିଲା, ସ୍ତ୍ରୀ କରୁଥିଲା ଲୀଳା, ଏକ ନୁହେଁ, ଦୁଇ ନୁହେଁ, ଛଅ ଛଅଟା ବୟଫ୍ରେଣ୍ଡ ଧରି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସ୍ତ୍ରୀ’ ର ଛଅ ଛଅଟା ବୟଫ୍ରେଣ୍ଡ । ହଁ ବନ୍ଧୁଗଣ ଏପରି ଏକ ମନ୍ତବ୍ୟ ଜଣେ ପୁରୁଷଙ୍କ ମୁହଁରୁ ନିଜ ସ୍ତ୍ରୀଙ୍କ ପାଇଁ ଶୁଣିବାକୁ ମିଳିଛି । ମୁଁ ବୃତ୍ତିରେ ଜଣେ ଅଟୋଚାଳକ । ତେବେ ସେହି ପୁରୁଷଙ୍କର କହିବା ଅନୁସାରେ ମୁଁ ଏକ ଗାଁ ଝିଅରେ ପଡିଯାଇଥିଲି । ତାପରେ ଘରେ ରାଜି ନହେବାରୁ ମୁଁ ନୟାଗଡରୁ ତାକୁ ନେଇ ଆସି ବାହାହୋଇ ଭୁବନେଶ୍ବରରେ ରହିଲି । ବର୍ଷେ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା ।

ତାପରେ ଭୁବନେଶ୍ବରରେ କିଛି ଦିନ ରହିଲା ପରେ ମୋ ସ୍ତ୍ରୀର ହାବଭାବ ବଦଳିଗଲା । ମୋତେ ବାହା ହୋଇଥିବା ସତ୍ବେ ମଧ୍ୟ ଅନ୍ୟ ସହ ପ୍ରେମ ସମ୍ପର୍କ ରଖିଲା । ତେବେ ୧ କିମ୍ବା ୨ ନୁହେଁ । ପୁରା ୬ ଟି ପୁରୁଷଙ୍କ ସହିତ ମୋ ସ୍ତ୍ରୀର ପ୍ରେମ ସମ୍ପର୍କ ରହିଥିଲା । ତେବେ ସ୍ଵାମୀଙ୍କ କହିବା ଅନୁସାରେ ମୁଁ ନିଜେ ମୋ ସ୍ତ୍ରୀର ପର ପୁରୁଷ ସହିତ ଖରାପ ସମ୍ପର୍କ ଘଟିବାର ମୁଁ ଦେଖିଛି ।

ତେବେ ମୋ ସ୍ତ୍ରୀର ପେଟରେ ପିଲା ଥିବା ସମୟରେ ଏପରି କିଛି ଗୁପ୍ତ ସମ୍ପର୍କ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ରଖୁଛି ବୋଲି ଶୁଣା ପାଇଥିଲି । ହେଲେ ଯେତେବେଳେ ସ୍ତ୍ରୀ’ କୁ ଏହି ବିଷୟରେ ପଚାରି ତାଗିଦ କରିଥାଏ । ତେବେ ସ୍ତ୍ରୀ ଜଣଙ୍କ ମିଛ ବାହାନାରେ କାନ୍ଦି ପକାଇଥାଏ । ଯାହାର ଲୁହ ଦେଖି ସେ କରୁଥିବା ସବୁ ଭୁଲକୁ ମୁଁ ଭୁଲିଯାଇଥାଏ ।

ହେଲେ ଦିନକୁ ଦିନ ମୋ ସ୍ତ୍ରୀର ପରକୀୟା ପ୍ରୀତି ବଢିବାରେ ଲାଗିଲା । ସ୍ତ୍ରୀ ଗୋଟେ ଗୋଟେ ପରେ ପର ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ରଖିଲା । ତେବେ ଭୁବନେଶ୍ବରରୁ ନେଇ ସ୍ଵାମୀ ଜଣଙ୍କ ଗାଁରେ ନିଜ ସ୍ତ୍ରୀକୁ ନିଜ ମା’ ଙ୍କ ପାଖରେ ରଖିଥିଲେ ।

ହେଲେ ସେଠାରେ ଯାଇ ମଧ୍ୟ ସ୍ତ୍ରୀ ଜଣଙ୍କ ନିଜର ଆଉ ଏକ ନୂଆ ପ୍ରେମିକ ବନେଇ ଦେଲା । ଯେତେ ବାରଣ କରିବା ସତ୍ବେ ମଧ୍ୟ ଗୋଟେ ପରେ ଗୋଟେ ପ୍ରେମିକ ବଦଳାଇ ଚାଲିଲା । ହେଲେ ଏବେ ଏକ ପ୍ରେମିକ ସହ ଫେରାର ହୋଇ ପଳାଇଛନ୍ତି । ହେଲେ ସ୍ଵାମୀ ଜଣଙ୍କ ନିଜର କୁନି ପିଲାର ଭବିଷ୍ୟତ ପାଇଁ ଅଟୋ ଚଳାଇ ରୋଜଗାର କରୁଛନ୍ତି ।

ତେବେ ସ୍ଵାମୀ ଥାଉ ଥାଉ ପର ପୁରୁଷ ସହିତ ଏପରି ଖରାପ ସମ୍ପର୍କ ରଖିବା କେତେ ଦୂର ଠିକ ତାହା ଆପଣ ନିହାତି ଭାବରେ ଜାଣିଥିବେ । ଯଦି ଏହି ପୋଷ୍ଟଟି ଭ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *