ବାପାଙ୍କ ସହିତ ନଜର ଆସୁଥିବା ଏହି କୁନି ଝିଅଟି Govinda ଙ୍କ ସହ ଦେଇ ସାରିଛନ୍ତି ହିଟ ଫିଲ୍ମ ? Akshay Kumar ଙ୍କ ସହ ରହି ସାରିଛି ଅଫେୟାର, ଚିହ୍ନି ପାରିଲେ କିଏ ?

ବନ୍ଧୁଗଣ, ସୋ-ସି-ଆ-ଲ ମି-ଡି-ଆ ରେ ସାଧାରଣତଃ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରେଟି ଙ୍କ ଫଟୋ ସବୁ ଭା-ଇ-ରା-ଲ ହୋଇଥାଏ । ସେଲିବ୍ରେଟି ମାନେ କେବେ ନିଜ ମାତା ପିତା ଙ୍କ ସହିତ ଏହି ଫଟୋଚିତ୍ର ରେ ନଜର ଆସିଥାନ୍ତି ତ ଆଉ କେବେ ନିଜ ପିଲା ମାନଙ୍କ ସହିତ ନଜର ଆସିଥାନ୍ତି । ଗତ କିଛି ଦିନ ହେବ ଷ୍ଟାର କଳାକାର ମାନଙ୍କର ପିଲା ଦିନର ଫଟୋ ମଧ୍ୟ ବହୁଳ ଭାବରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା ।

ଏହାକୁ ଦେଖିବା ପରେ ଫ୍ୟାନ୍ସ ମାନେ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଏମାନଙ୍କୁ ଚିହ୍ନିବା ପାଇଁ ବ୍ୟସ୍ତ ରହିଥାନ୍ତି । ବର୍ତ୍ତମାନ ଆଉ ଏକ ଛୋଟ ଝିଅ ଙ୍କ ଫଟୋଚିତ୍ର ଭା-ଇ-ରା-ଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ବାପା ଙ୍କ ସହିତ ନଜର ଆସିଛନ୍ତି । ଫଟୋ ରେ ଭାଙ୍ଗିଯାଇଥିବା ଦାନ୍ତରେ ଥିବା ଏହି କୁନି ଝିଅଟି 90 ଦଶକ ର ଜଣେ ପପୁଲାର ଅଭିନେତ୍ରୀ ଅଟନ୍ତି ଏବଂ ଆଜି ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ହୋଇ ରହିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ଏହି ଭା-ଇ-ରା-ଲ ଫଟୋଚିତ୍ରରେ ଥିବା ଝିଅଟି କିଏ ? ବ୍ଲାକ ଏଣ୍ଡ ୱ୍ହାଇଟରେ ନିଜ ପିତା ଙ୍କ ସହିତ ନଜର ଆସୁଥିବା ଏହି ଛୋଟ ଝିଅଟି ବଲିଉଡ ର ସମସ୍ତ ବଡ ଅଭିନେତା ଙ୍କ ସହିତ କାମ କରିଛନ୍ତି । ଏହା ସହିତ ସେ ଅନେକ ସୁପରହିଟ ଚଳଚିତ୍ର ମାନ ମଧ୍ୟ ଦେଇଛନ୍ତି । ସେ ବଲିଉଡ ର କିଙ୍ଗ ଅଥବା ସୁପରଷ୍ଟାର ଗୋବିନ୍ଦା ଙ୍କ ସହିତ ଅନେକ ଫେମସ ଚଳଚିତ୍ର କରିଛନ୍ତି ।

ସେ ସମୁଦାୟ ୧୦ ରୁ ଅଧିକ ଚଳଚିତ୍ର ଗୋବିନ୍ଦା ଙ୍କ ସହିତ କରିଥିବାର ଦେଖିବାକୁ ମିଳିଛି । ଯଦି ଆପଣ ବର୍ତ୍ତମାନ ମଧ୍ୟ ଏହି ଛୋଟ ଝିଅ କୁ ଚିହ୍ନି ପାରୁ ନାହାଁନ୍ତି, ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇ ଦେବୁ ଯେ ଏହି ଫଟୋଚିତ୍ରରେ ନଜର ଆସୁଥିବା ଝିଅଟି କିଏ ? ଏହି ଛୋଟ ଝିଅଟି ଆଉ କେହି ନୁହେଁ ଇଏ ବଲିଉଡ ର କୁହାଯାଉଥିବା ମସ୍ତ ମସ୍ତ ଅଭିନେତ୍ରୀ ରବିନା ଟନଡନ ଅଟନ୍ତି । ସେ ବର୍ତ୍ତମାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯୋଡି ହୋଇ ରହିଛନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।

ରବିନା ଟନଡନ ନିଜ ପିତା ରବି ଟନଡନ ଙ୍କ କୋଳରେ ଥିବା ନଜର ଆସିଛନ୍ତି । ଏହି ଫଟୋଚିତ୍ର କୁ ରବିନା ସେୟାର କରି କ୍ୟାପସନ ରେ ଲେଖିଛନ୍ତି ଯେ “ତୁମେ ସର୍ବଦା ମୋ ସହିତ ରହିବ, ମୁଁ ସର୍ବଦା ତୁମ ଭଳି ରହିବି, ମୁଁ କେବେ ଯିବାକୁ ଦେବି ନାହିଁ, ଲଭ ୟୁ ବାପା” । ତେବେ ଅଭିନେତ୍ରୀ ରବିନା ଟନଡନ ନିଜ ବାପା ଙ୍କ ବହୁତ ନିକଟତର ଥିଲେ ବୋଲି ଜଣାପଡିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *