ଅକ୍ଷରଙ୍କ ପାଇଁ ଜାଡେଜାଙ୍କ ସ୍ଥାନ ବିପଦରେ ! ଜାଣନ୍ତୁ କଣ ଅଟେ ପୁରା ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳକୁ ରବୀନ୍ଦ୍ର ଜାଡେଜା ଫେରିବେ । ତେବେ ଅକ୍ଷର ପଟେଲ ବର୍ତ୍ତମାନ ସମୟରେ ଦଳରେ ଜବରଦସ୍ତ ପଦର୍ଶନ କରୁଛନ୍ତି । ତେବେ ଏହି ସମୟରେ ରବୀନ୍ଦ୍ର ଜାଡେଜା ପ୍ଲେଇଙ୍ଗ- 11 ରେ ସ୍ଥାନ ପାଇବା ହୋଇପାରେ କଷ୍ଟକର ବ୍ୟାପାର । ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳା ହେବାକୁ ମ୍ଯାଚ ଯାଉଛି । ତେବେ ସେଥିପାଇଁ ଭାରତୀୟ ଦଳ ଘୋଷଣା କରିବା ପାଇଁ ଯାଉଛି ।

ତେବେ ୩ ଟି ୱାନ ଡେ ଓ ୩ ଟି t-20 ଆନ୍ତରଜାତୀୟ ଖେଳିବେ । ତେବେ ଏହି ସିରିଜ ପାଇଁ ଘୋଷିତ ହେବାକୁ ଥିବା ଦଳ ପାଇଁ କି ନୂଆ ମୁହଁର ଦେଖିବାକୁ ମିଳିବ ତାହା ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସର ଭୁକ୍ତ ହୋଇଛି । ତେବେ ଚର୍ଚା ଅନୁୟାଯୀ କ୍ରିକେଟତ ରବିନ୍ର ଜାଡେଜା ଭାରତୀୟ ଦଳକୁ ପୁଣି ଥରେ ଫେରିବେ ବୋଲି ଏବେ ସବୁଆଡେ ଚର୍ଚା ହେବାର ଦେଖିବାକୁ ମିଳୁଛି । ତେବେ କ୍ରିକେଟର ରବୀନ୍ଦ୍ର ଜାଡେଜା ଆହତ ହୋଇଥିବା କାରଣରୁ ବହୁ ଦିନ ଧରି ଟିମରେ ଖେଳିବାର ନଜର ଆସିନଥିଲେ ।

ଏହା ସହିତ କ୍ରିକେଟର ରବୀନ୍ଦ୍ର ଜାଡେଜା t-20ରେ ମଧ୍ୟ ଖେଳିନଥିବାର ଦେଖା ଯାଇଥିଲା । ତେବେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ତିତିରେ କ୍ରିକେଟର ଅକ୍ଶର ପଟେଲ ଖେଳିବାର ନଜର ଆସିଥିଲା । ତେବେ ଫର୍ମାଟ ଅନୁଯାଇ କ୍ରିକେଟର ଅକ୍ଶର ପଟେଲ ମଧ୍ୟ ନିଜର କ୍ରିକେଟ ଖେଳରେ ଧୂଆଁଧାର କାମାଲ ଏବେ ପର୍ଯ୍ୟନ୍ତ ଦେଖାଇ ଆସିଛନ୍ତି । ତେବେ ବର୍ତ୍ତମାନର ଖବର ମୁତବକ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଡିଆନ ଟିମ ଘୋଷଣା କରାଯିବ ।

ତେବେ ଅକ୍ଷର ପଟେଲକୁ ଛାଡି କଣ ରବୀନ୍ଦ୍ର ଜାଡେଜାଙ୍କୁ ଡାକିବେ । ତେବେ ଏବେ ସମୟରେ ଅକ୍ଷର ପଟେଲଙ୍କର ପଦର୍ଶନ ରବିନ୍ର ଜାଡେଜାଙ୍କ ଉପରେ ଭାରୀ ପଡିବାର ସମ୍ଭାବନା ବହୁତ ମାତ୍ରାରେ ରହୁଅଛି । ତେବେ ୪ ମାସ ପାଖାପାଖି ରବୀନ୍ଦ୍ର ଜାଡେଜା ଦଳ ଠାରୁ ଦୂରରେ ଅଛନ୍ତି । ଏତେ ମାସ ଗ୍ଯାପ ପରେ ଯେତେବେଳେ କ୍ରିକେଟ ମଇଦାନକୁ ଜାଡେଜା ଆସିବେ ।

ତେବେ ହଟାତ ଭଲ ପଦର୍ଶନ କରିପାରିବେ କି ନାହିଁ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ତେବେ ଏହା ଅପର ପଟେ ଅକ୍ଷର ପଟେଲ କିନ୍ତୁ ତାଙ୍କ ଫର୍ମାଟ ଅନୁଯାଇ ଭଲ ଖେଳୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କାରଣରୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *