ପହଁରା ସାରିବା ପରେ କାନରୁ ଆସିଲା ଅଜବ ଶବ୍ଦ, ଡାକ୍ତରଙ୍କୁ ଦେଖାଇବା ପରେ ଯାହା ହେଲା ନା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଲୋକମାନେ ନିଜ ଘରେ ରହି ଅତି ସହଜରେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣେ ବ୍ୟକ୍ତି ପହଁରା ଶେଷ କରି ଆସିବା ପରେ ହଠାତ ତାଙ୍କ କାନରେ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ତ ବ୍ୟକ୍ତି ଜଣକ ଏହାକୁ ଏକ ସାଧାରଣ ଯନ୍ତ୍ରଣା ବୋଲି ଭାବିଥିଲେ । ହେଲେ କିଛି ସମୟ ପରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା ଓ ସେ ଡାକ୍ତର ଖାନା ଯାଇଥିଲେ ।

ବନ୍ଧୁଗଣ ଡାକ୍ତର ଯେତେବେଳେ କାନ ପରୀକ୍ଷା କଲେ ସେତେବେଳେ କାନ ଭିତରୁ ବାହାରିଥିବା ଜିନିଷକୁ ଦେଖି ଡାକ୍ତରଙ୍କର ବି ହୋସ ଉଡିଗଲା । ବନ୍ଧୁଗଣ ଏହା ବିଷୟରେ ଆପଣ ମାନେ ବି ଜାଣିଲେ ଆପଣଙ୍କ ହୋସ ଉଡିଯିବ । କାନ ପରୀକ୍ଷା ପରେ କାନ ଭିତରୁ ଏକ ଅସରପା ଥିବାର ଜଣା ପଡିଥିଲା । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।


ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଘଟିଛି । ଏଠାରେ ଜାନ ୱେଡିଂ ନାମକ ଜଣେ ବ୍ୟକ୍ତି ପହଁରିବା ସାରି ଘରକୁ ଫେବା ପରେ ପରଦିନ  ତାଙ୍କ କାନ ଭିତରେ କିଛି ଗୋଟେ ଚାଲୁଥିବାର ଅନୁଭବ କଲେ । ଧୀରେ ଧୀରେ ଏହା ଯନ୍ତ୍ରଣାରେ ପରିଣତ ହେଲା ଏବଂ କାନକୁ ଶୁଭିବା ବନ୍ଦ ହୋଇଗଲା । ଏହା ପରେ ଜାନ ଡାକ୍ତରଙ୍କ ପାଖକୁ ଯିବା ପ‌ରେ ସେ ତାଙ୍କୁ କିଛି ମେଡ଼ିସିନ ନେବାକୁ ଏବଂ କାନ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ପହଁରିବା ସମୟରେ ତାଙ୍କ କାନ ଭିତରେ ପାଣି ପଶିଥିବା ଭାବି ଡାକ୍ତର ଏଭଳି ପରାମର୍ଶ ଦେଇଥିଲେ । ହେଲେ ଦୁଇ ଦିନ ବିତିଗଲା ପରେ ବି ଜାନଙ୍କ ଯନ୍ତ୍ରଣା କମ ନହେବାରୁ ସେ ପୁଣି ଥରେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଡାକ୍ତର ପରୀକ୍ଷା କରିବା ପରେ କାନ ଭିତରେ ମୃତ ଅସରପା ଥିବା ଜାଣିବାକୁ ପାଇଥିଲେ । ଏହା ପରେ ଅସରପାକୁ ବାହାରକୁ କଢ଼ାଯାଇଥିଲେ ।

ତେବେ ବନ୍ଧୁଗଣ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସମସ୍ତ ଲୋକ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *