Bollywood ରେ ସବୁଠୁ ଅଧିକ ଗୋରୀ ଅଟନ୍ତି ଏହି 7 ଜଣ Actress, 2 ନଂ Actress ତ ଲାଗନ୍ତି କ୍ଷୀର ଭଳି ଧଳା !

ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁନ୍ଦର ସୁନ୍ଦର ଅଭିନେତ୍ରୀ ଅଛନ୍ତି । କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ପ୍ରାକୃତିକ ବହୁତ ସୁନ୍ଦର ଅର୍ଥାତ ସେମାନେ କୌଣସି ବି ପ୍ରକାରର ସର୍ଜରୀ କରି ନାହାନ୍ତି । ବଲୀଉଡରେ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ରଙ୍ଗ ଆରମ୍ଭରୁ ହିଁ ଗୋରା ଅଟେ । ଏମାନେ ଏତେ ସୁନ୍ଦର ଓ ଗୋରା କି ସୁନ୍ଦର ଦେଖିବା ପାଇଁ ଏମାନଙ୍କୁ ମେକଅପ ଦରକାର ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବଲୀଉଡର ସବୁଠୁ ଗୋରୀ ଅଭିନେତ୍ରୀ ଅଟନ୍ତି ।

କରିନା କପୁର

ବଲୀଉଡର ଟପ ଅଭିନେତ୍ରୀ କରିନା କପୁର ସବୁଠୁ ଗୋରୀ ଅଟନ୍ତି । ତାଙ୍କର ରଙ୍ଗ କାଗଜ ଭଳି ଧଳା ଅଟେ ଓ ଚେହେରା ଉପରେ ଗୋଟିଏ ହେଲେ ଦାଗ ନାହିଁ ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଆଜି ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଅନୁଷ୍କା ଶର୍ମା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କର ରଙ୍ଗ ବି କ୍ଷୀର ଭଳି ପୂରାପୂରି ସଫା ଅଟେ ।

ତମନ୍ନା ଭାଟିୟା

ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ତମନ୍ନା ଭାଟିୟା ବଲୀଉଡ ଅପେକ୍ଷା ତେଲୁଗୁ ଓ ତାମିଲ ଫିଲ୍ମରେ ଅଧିକ ଅଭିନୟ କରିଛନ୍ତି । କହିବାକୁ ଗଲେ ସେ ବି ବହୁତ ଗୋରା ।

କରିଶ୍ମା କପୁର

କରିଶ୍ମା ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । କରିନାଙ୍କ ଭଳି ତାଙ୍କ ଭଉଣୀ କରିଶ୍ମା କପୁର ବି ବହୁତ ଗୋରୀ ଅଟନ୍ତି । ୪୪ ବର୍ଷ ବୟସରେ ବି କରିଶ୍ମା ବହୁତ ସୁନ୍ଦର ନଜର ଆସନ୍ତି ।

କ୍ୟାଟ୍ରିନା କେଫ

କ୍ୟାଟ୍ରିନା କେଫଙ୍କ ନାଁ ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି । ବର୍ତ୍ତମାନ ସମୟରେ ସେ ବଲୀଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କଟରିନା କେଫଙ୍କ ରଙ୍ଗ ବି ତୁଳା ଭଳି ଧଳା ଅଟେ । କ୍ୟାଟ୍ରିନା କେଫ କିଛି ଦିନ ତଳେ ହିଁ ବଲୀଉଡର ଅଭିନେତା ବିକି କୌଶଳଙ୍କୁ ବିବାହ କରିଛନ୍ତି । ବିବାହକୁ ନେଇ ଏହି ଯୋଡି ସେହି ସମୟରେ ବହୁତ ଚର୍ଚ୍ଚାରେ ରହୁଥିଲେ ।

ଆଲିୟା ଭଟ୍ଟ

ବର୍ତ୍ତମାନ ସମୟରେ ଆଲିୟା ଭଟ୍ଟ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିର ଟପ ଅଭିନେତ୍ରୀ ହୋଇ ଯାଇଛନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ହୋଇଥାଏ । ଆଲିୟା ଭଟ୍ଟ ଦେଖିବାକୁ ବି ବହୁତ ସୁନ୍ଦର ହୋଇଥାନ୍ତି ଓ ତାଙ୍କର ରଙ୍ଗ ବି କ୍ଷୀର ଭଳି ଧଳା ଅଟେ ।

ଜ୍ୟାକଲୀନ ଫର୍ନାଂଡିସ

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ନାଂଡିସ ଆଜି ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜର କ୍ୟାରିୟର ମଧ୍ୟରେ ବଡ ବଡ ଷ୍ଟାରଙ୍କ ସହ କାମ କରିସାରିଛନ୍ତି । ତାଙ୍କର ନାଁ ବି ବଲୀଉଡର ସବୁଠୁ ଗୋରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି ।

Leave a Reply

Your email address will not be published. Required fields are marked *