ସ୍ଟେଜ ଉପରେ କନିଆଁକୁ ଦେଖି ବର ବନିଗଲେ Shahrukh Khan, କରିଦେଲେ ଏପରି କାମ ଧରିନେଲା ପୋଲିସ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୟମାଲା ର ସମୟରେ ବର କରିଲା ଏପରି କିଛି ଶାହରୁକ୍ଷ ବାଲା ହର୍କତ ! ତେବେ ସୂଚନା ମୁତାବିକ ଉତ୍ତରପ୍ରଦେଶରେ ଏପରି କିଛି ଘଟଣା ଘଟିଯାଇଛି । ଯେଉଁଠାରେ କି ପୁଅ ଘର ଲୋକେ ଝିଅ ଘରକୁ ବରଯାତ୍ରୀ ନେଇ ବାହାଘର ପାଇଁ ଆସିଥିଲେ । ଝିଅ ଘର ଲୋକ ମଧ୍ୟ ପୁଅ ପକ୍ଷ ଲୋକଙ୍କୁ ଭଲ ଭାବରେ ସମ୍ମାନ ଓ ଅତିଥି ଅଭ୍ୟର୍ଥନା ମଧ୍ୟ କରିଥିଲେ ।

ହେଲେ ବାହାଘର ହେବା ପୂର୍ବରୁ ଏପରି କିଛି ବରର ହର୍କତ ଦେଖି ବାହାଘରରେ ହଙ୍ଗମା ଆସିଗଲା । ତେବେ ଜୟମାଲା ସମୟରେ ବ ସ୍ଟେଜ ଉପରେ ବର ବଧୁ ମାଳ ଅଦଳବଦଳ କରିବା ସମୟରେ ବର କନ୍ୟାକୁ ପ୍ରପୋଜ କରିବା ପାଇଁ କରିଥିବା କିଛି ଅଜୀବ ବାଲା ହର୍କତ । ଅଭିନେତା ଶାହରୁକ୍ଷଙ୍କ ଷ୍ଟାଇଲରେ ନିଜର ବଧୁକୁ ପ୍ରପୋଜ କରିବା ପାଇଁ ଉଦ୍ୟମ କରିଥିଲେ ।

ତେବେ ଖାଲି ପ୍ରପୋଜ ନୁହେଁ ବଂର ବହୁ ସମୟ ଧରୁଇ ସ୍ଟେଜ ଉପରେ ଇଆଡୁ ସିଆଡୁ ନିଜର ମନ ମୁତବକ କଣ ସବୁ ଗପି ଚାଲିଥିଲେ । ତେବେ ବାହା ହେବାକୁ ଆସିଥିବା ବର ଏପରି ହର୍କତ, ବ୍ୟବହାର ଓ ଆଚରଣ ଦେଖି ଝିଅ ଘର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବାହାଘର କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ବରକୁ ଡାକିଥିଲେ । ହେଲେ ବରଟି ସ୍ଟେଜ ତଳକୁ ନଆସି ସ୍ଟେଜ ଉପରେ ଥାଇ ବିଭିନ୍ନ ପ୍ରକାର ଅଜୀବ ଢଙରେ ଗପିବାକୁ ଲାଗିଥିଲେ ।

ତେବେ ଯାହା ଦେଖି ବିବାହ ହେବାକୁ ଯାଉଥିବା କନ୍ୟା ମଧ୍ୟ ବର ଉପରେ ରାଗିଯାଇଥିଲେ । ତେବେ ଏହାରି ମଧ୍ୟ ପୁଅ ଓ ଝିଅ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ହଙ୍ଗମା ହୋଇଯାଇଥିଲା । ତେବେ ଏହି ଘଟଣା ଏତେ ତୀବ୍ର ରୂପ ନେବାକୁ ଲାଗିଲା । ଯେ ବାଧ ହୋଇ ଘଟଣା ସ୍ତଳରେ ପୋଲିସ ମଧ୍ୟ ଆସିକି ପହଞ୍ଚିବାରେ ଲାଗିଲା ।

ତେବେ ପୋଲିସ ଆସିକି ଉଭୟ ପୁଅ ଓ ଝିଅ ଘର ଲୋକଙ୍କୁ ବୁଝାଇ ସୁଝାଇ ବାହାଘର କରିବାକୁ କହିଲେ । ତେବେ କିଛି ଘଣ୍ଟା ପରେ ଘଟଣା ପରିବେଶର ମାହୋଲ ଯାଇ ଥଣ୍ଡା ପଡିଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *