ରାତି ହେଲେ ଭାଲୁ ବନିଯାନ୍ତି ଏହି ଯୁବକ, ଅନ୍ୟ ଘରେ ପଶି କରନ୍ତି କାଣ୍ଡ କରନାମା, ସେହି ଭାଲୁ ଏବେ ପୋଲିସ ହାତରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାତି ହେଲେ ହୋଇଯାଉଥିଲେ ଭାଲୁ ! ହେଲେ ଭାଲୁକୁ ଧରି ପକାଇଲା ପୋଲିସ ! ତେବେ ହଁ ବନ୍ଧୁଗଣ ଭାଲୁ ମାନେ ସତସତିକିଆ ଭାଲୁ କଥା ଏଠାରେ ଆମେ କହୁନାହୁଁ । ଏଠାରେ ଆମେ ଭାଲୁ ମୁଖା ପିନ୍ଧିଥିବା ମିଛିମିଛିକିଆ ଭାଲୁ ବିଷୟରେ କହିବା ପାଇଁ ଯାଉଛି । ତେବେ chori ପାଇଁ ଉଦ୍ୟମ କରିଥିବା ବେଳେ ଭାଲୁ ମୁଖ ପିନ୍ଧିଥିବା chora ସମେତ ଆଉ ୪ chora ଧରା ପଡିଯାଇଥିଲେ ।

ତେବେ choraଗିରି ସବୁ ଫସର ଫାଟି ଏବେ ଥାନାରେ ଦିନ କଟୁଛି । ତେବେ ବରବାଡି କେନାଲ ଛକ ସ୍ଥାନ ଏରିଆ ଥାନା ନିକଟରେ chori କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସଙ୍କ ହାବୁଡରେ ପଡିଯାଇଥିଲେ ୪ chora । ତେବେ ସେହି ୪ chora ମଧ୍ୟରୁ ଜଣେ ଅବିକଳ ଭାଲୁ ପରି ଦେଖାଯାଉଥିବା ଭାଲୁ ମୁଖା ପିନ୍ଧିଥିବା chora ମଧ୍ୟ ସେଥିରେ ସାମିଲ ଥିଲା ।

ତେବେ ରାତ୍ରିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏହି chora ମାନଙ୍କର କୁକର୍ମ ପୋଲିସଙ୍କ ନଜରରେ ପଡିଯାଇଥିଲା । ତେବେ chora ଆଗେ ଆଗେ ଖସିଯିବାକୁ ଦୌଡି ଦୌଡି ଉଦ୍ୟମ କରୁଥିବାବେଳେ ପୋଲିସ ପଛରେ ଗିଦାୟ ଗୋଡାଇ chora ମାନଙ୍କୁ କାବୁ କରି ଥାନାକୁ ନେଇଯାଇଥିଲା । ତେବେ କିଛି ସମୟ ପାଇଁ ତ ପୋଲିସ ବାବୁ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କି ସତରେ ଏହି chora ଜଣେ ଆଉ ଭାଲୁ କି !

ହେଲେ chora ମୁହଁରୁ ମୁଖା ଖୋଲିଲା ପରେ ସତ ସାମ୍ନାକୁ ଆସିଥିଲା । ଯେ ଯୁବକ ଜଣକ chori କରି ସହଜରେ ଧରା ନପଡିବା ପାଇଁ ଏହି ଭାଲୁ ମୁଖାର ବ୍ୟବହାର କରୁଥିଲେ । ତେବେ ପୋଲିସ chora ମାନଙ୍କୁ ଧରିବା ସମୟରେ ଜଣେ ଦୁର୍ବୁତ୍ତ ସେମାନଙ୍କ ମଧ୍ୟରୁ ଖସିକି ପଳାଇଯାଇଥିଲା । ତେବେ ଅନ୍ୟ ମାନଙ୍କୁ ନେଇ ପୋଲିସ ଥାନାରେ ରଖି ଅଧିକ ପଚରା ଉଚରା କରି ସେମାନଙ୍କ ଉପରେ ତଦନ୍ତ ଆରମ୍ଭ କରିଦେଇଛି ।

ତେବେ ଧରା ପଡିଥିବା chora ମାନେ ବହୁତ ସାତିର ଦିମାଗ ବ୍ୟବହାର କରି ଏରିଆ ଏରିଆ ଛାନଭିନ କରି chori କରୁଥିଲେ । ଏବେ ଧରା ପଡିଯିବାରୁ ଅବସ୍ଥା ପୁରା ପୋଲିସଙ୍କ ସାମ୍ନାରେ ବାର ଅଣ୍ଡା ଦି କଡା ହୋଇଯାଇଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *