ଷ୍ଟାଡିୟମରେ ସଚିନଙ୍କ ପୁଅକୁ ଗାଳି କଲେ ଲୋକେ…Arjun ଙ୍କ ପାଇଁ ଅପମାନିତ ହେଲେ ବାପା Sachin Tebdulkar…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର IPL ମ୍ଯାଚ ପାଇଁ ନୁହନ୍ତି ଫିଟ୍ ! ସଚିନଙ୍କ ପୁଅ ବୋଲି ସୁଯୋଗ ଦେଇଦେଲେ ରୋହିତ ! ଯାହାକୁ ନେଇ ଲୋକେ କରି ଚାଲିଛନ୍ତି ଅନେକ ଟ୍ରୋଲ ! ସଚିନ ତେନ୍ଦୁଲକରଙ୍କୁ ଗଡ ଅଫ କ୍ରିକେଟ ବା କ୍ରିକେଟର ଭଗବାନ ବୋଲି ମଧ୍ୟ କୁହାଯାଇଥାଏ । କାରଣ ସଚିନ ତେନ୍ଦୁଲକର କ୍ରିକେଟ ଜଗତରେ ନିଜର ଭଲ କ୍ରିକେଟ ପଦର୍ଶନ ପାଇଁ ନିଜର ନାମ ସ୍ଵର୍ଣ୍ଣାକ୍ଷରରେ ଲେଖିଯାଇଛନ୍ତି ।

ତେବେ ସେହି ବରିଷ୍ଠ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ନିଜର କ୍ଯାରିଅର ଏହି କ୍ରିକେଟ ଦୁନିଆରେ ଗଢିବା ପାଇଁ ଚାହିଁଛନ୍ତି । ହେଲେ ପ୍ରଥମ କରି IPL ରେ ଡେବ୍ୟୁ କରିଥିବା ଅର୍ଜୁନ ତେନ୍ଦୁଲକରଙ୍କ ମ୍ଯାଚକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନ୍ୟ କିଛି ଲୋକ ତାଙ୍କ ଖେଳକୁ ନାପସନ୍ଦ କରିଛନ୍ତି । ଯେଉଁଠାରେ କି ଦେଖିବାକୁ ତଥା ଶୁଣିବାକୁ ମିଳିଛି । ଯେ ଅନେକ କ୍ରିକେଟ ପ୍ରେମୀ ଅର୍ଜୁନ ତେନ୍ଦୁଲକରଙ୍କୁ ଟ୍ରୋଲ କରି କହୁଛନ୍ତି ।

ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର IPL ମ୍ଯାଚ ପାଇଁ ଜମାରୁ ମଧ୍ୟ ଫିଟ୍ ନୁହନ୍ତି । କେବଳ ଅର୍ଜୁନଙ୍କ ବାପା ସଚିନ ତେନ୍ଦୁଲକର ବୋଲି ତାଙ୍କ ପୁଅକୁ ବହୁତ ଶୀଘ୍ର IPL ରେ ଖେଳିବାକୁ ସୁଯୋଗ ମିଳିଯାଇଛି । ରୋହିତ ଶର୍ମା ସେଥିପାଇଁ ହିଁ ଅର୍ଜୁନଙ୍କୁ କ୍ୟାପ ପିନ୍ଧାଇ ତାଙ୍କୁ ଦଳରେ ସାମିଲ କରିନେଇଛନ୍ତି । କାରଣ ଥରେ ସଚିନଙ୍କ ସହାୟତାରେ ରୋହିତ ଶର୍ମା ମଧ୍ୟ କ୍ରିକେଟର ଟେଷ୍ଟ ମ୍ଯାଚ ଖେଳିବାର ସୁଯୋଗ ପାଇଥିଲେ ।

ତେଣୁ ରୋହିତ ଶର୍ମା ସଚିନ ତେନ୍ଦୁଲକରଙ୍କ ରୁଣ ସୁଝିବା ପାଇଁ ଅର୍ଜୁନଙ୍କୁ ଦଳରେ ସାମିଲ କରିନେଇଛନ୍ତି । ହେଲେ ଅପର ପକ୍ଷରେ ନିଜ ପୁଅ ଅର୍ଜୁନର ମ୍ଯାଚ ଦେଖି ବାପା ସଚିନ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଛନ୍ତି । ଏହା ସହ ପୁଅକୁ ମଧ୍ୟ ବୁଝାଇ କହିଛନ୍ତି । ମୁଁ ଯାହା କରିବାର ଥିଲା ମୁଁ କରିଦେଇଛି । ଏବେ ଅର୍ଜୁନ ତୁ କ୍ରିକେଟ କ୍ଯାରିୟର ଉପରେ ଅଧିକ ଫୋକୋଷ କରି ଆହୁରି ଭଲ ଖେଳିଚାଲେ ।

କହିବା ଲୋକେ ବହୁ କିଛି କହିବେ । ହେଲେ କାହାରି କଥା ଉପରେ ଅଯଥା ଧ୍ୟାନ ନଦେଇ କ୍ରିକେଟରେ ନିଜର ବେଷ୍ଟ ଦେବା ପାଇଁ ଅନେକ ପରିଶ୍ରମ କରିଚାଲେ । ତେବେ ଅର୍ଜୁନଙ୍କ ଖେଳ ପାଇଁ ତାଙ୍କୁ ବହୁ ଲୋକେ ସମାଲୋଚନା କରିବାରେ ଲାଗି ପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *