Malkangiri ରେ Puspa 2 ର ସୁଟିଂ ହେଲା ଆରମ୍ଭ, ଭାଇରାଲ ହେଲା ଶୁଟିଙ୍ଗ ସେଟ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଲକାନଗିରିରେ ଆରମ୍ଭ ହେଲା ପୁଷ୍ପା 2 ର ସୁଟିଙ୍ଗ ! ତେବେ ବହୁ ଚର୍ଚିତ ସାଉଥ ସିନେମା ପୁଷ୍ପାକୁ ଲୋକଙ୍କର ବହୁତ ଲୋକପ୍ରିୟତା ମିଳିଥିଲା । ତେବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏହି ପୁଷ୍ପା ଚଳଚିତ୍ରରେ ମୁଖ୍ୟ ନାୟକ ଭାବରେ ନଜର ଆସିଥିଲେ । ଏହା ସହ ମୁଖ୍ୟ ନାୟିକା ଭାବରେ ସୁନ୍ଦରୀ ରଶ୍ମିକା ମାନ୍ଦାନାଙ୍କୁ ଦେଖିବାକୁ ମିଳିଥିଲା । ତେବେ ପୁଷ୍ପା ଫିଲ୍ମଟି ସୁପରଡୁପର ହିଟ୍ ହେବା ସହ ବକ୍ସ ଅଫିସରେ ମଧ୍ୟ ଧମାଲ ମଚେଇଥିଲା ।

ତେବେ ପୁଷ୍ପା ପାର୍ଟ 1 ର ସଫଳତା ପରେ ଆଗାମୀ ସମୟରେ ବହୁତ ଶୀଘ୍ର ପୁଷ୍ପା ପାର୍ଟ 2 ଆସିବା ପାଇଁ ଯାଉଅଛି । ଯେଉଁତିରେ ମଧ୍ୟ ସମସ୍ତଙ୍କର ଅତି ପ୍ରିୟ ଷ୍ଟାଇଲିସ ହଙ୍କକଙ୍ଗ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ହିରୋ ଭୂମିକାରେ ନଜର ଆସିବେ । ତେବେ ପୁଷ୍ପା-2 ର ସୁଟିଙ୍ଗ ଆରମ୍ଭ ହୋଇସାରିଛି । ଫିଲ୍ମଟିର କାହାଣୀକୁ ନେଇ କେଉଁ ସିନ୍ କେଉଁଠାରେ ସୁଟ୍ କରାଯିବ । ତାହା ମଧ୍ୟ ପ୍ରାୟତଃ ଠିକ କରାଯାଇଛି । ସେହିପରି ପୁଷ୍ପା-2 ରେ ଆମ ଓଡିଶାର ମାଲକାନଗିରି ଜିଲ୍ଲା ମଧ୍ୟ ନଜର ଆସିବା ପାଇଁ ଯାଉଛି ।

ଯେଉଁଠାକୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମେତ ପୁଷ୍ପା-2 ର କ୍ରିଉ ମେମ୍ବରର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଆସିବାର ଯୋଜନା କରଯାଇଥିଲା । ତେବେ ଆଜି ଠାରୁ ମାଲକାନଗିରିରେ ପୁଷ୍ପା-2 ର ଫିଲ୍ମ ପାଇଁ ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଯାହା ଆମ ଓଡିଶା ପାଇଁ ବହୁତ ବଡ ଏକ ଗୌରବର କଥା ଅଟେ । ତେବେ ଓଡିଶାରେ ଆହୁରି ଏପରି ଅନେକ ଜାଗା ରହିଅଛି ।

ଯାହା ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ମଧ୍ୟ ହୋଇଥାଏ । ତେବେ ସେଥିମଧ୍ୟରୁ ମାଲକାନଗିରି ଜିଲା ମଧ୍ୟ ଅନ୍ୟତମ । କର ମାଲକାନଗିରିର ପାହାଡ ପର୍ବତ ଘେରା ବଣ ଜଙ୍ଗଲ ବନାନୀ ଏରିଆ ଦେଖିବା ଲୋକଙ୍କର ମନମନ୍ତ୍ର ମୁଗ୍ଧ କରିଦେଇଥାଏ । ତେଣୁ ଏହାର ସିନେଟିକ ଦୃଶ୍ୟ ପାଇଁ ମାଳକାନଗିରି ଜିଲା ବହୁତ ପ୍ରସିଦ୍ଧ ଅଟେ ।

ତେବେ ପୁଷ୍ପା-2 ର ଫିଲ୍ମ ନିର୍ମାଣକାରୀ ମାନେ ମାଲକାନଗିରିରେ ପୁଷ୍ପା ପାର୍ଟ 2 ର କିଛି ସିନ୍ ଏଠାରେ ଆଜି ଠାରୁ ସୁଟିଙ୍ଗ କରିବା ଆରମ୍ଭ କରିଦେଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆପଣଙ୍କୁ କିପରି ଲାଗନ୍ତି ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *