‘ହେଲମେଟ ପିନ୍ଧିନୁ ତୁ ରହ ଏବେ…’ ବିଚ ରାସ୍ତାରେ ପୁଲିସ ବାବୁଙ୍କୁ ଗୋଡେଇଲେ ମା-ଝିଅ, ଭୟରେ ଦୌଡିଲା ପୁଲିସ ବାବୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ବାବୁଙ୍କୁ ଗୋଡାଇଲେ ମା ଓ ଝିଅ ! ଏହାକୁ ଦେଖି ଭୟରେ ଛାନିଆ ହୋଇଗଲେ ପୋଲିସ ! ତେବେ ସୂଚନା ମୁତାବିକ ସରକାରଙ୍କ ନିୟମନୁସାରେ ସମସ୍ତ ଗାଡି ଚାଳକ ହେଲମେଟ ପିନ୍ଧି ଗାଡି ଚଳାଇବା ଉଚିତ । ଏହା ସହ ଟ୍ରାଫିକର ସମସ୍ତ ନିୟମକୁ ମଧ୍ୟ ମାନି ଗାଡି ଚଳାଇବା ଉଚିତ । ଯେଉଁ ଠାରେ କିଛି ଅମାନିଆ ଗାଡି ଚାଳକ ଗାଡି ଚଳାଇବା ସମୟରେ ଥିବା ନିୟମକୁ ଉଲଂଘନ କରି ଗାଡି ଚଳାଉଛନ୍ତି ।

ସେହିଭଳି ଅମାନିଆଙ୍କ ପାଇଁ ରାସ୍ତାର ଛକେ ଛକେ ପୋଲିସ ମାନେ ଠିଆ ହୋଇ ତାଙ୍କ ମାନଙ୍କ ଠାରୁ ହେଲମେଟ ନପିନ୍ଧିବା କଥା ପାଇଁ ଅମାନିଆ ମାନଙ୍କ ଠାରୁ ଫାଇଁ ଆଦାୟ କରୁଛନ୍ତି । ହେଲେ ଏହି ଦ୍ରୁଶ୍ଯରେ କିଛି ଅଲଗା ଦେଖିବାକୁ ମିଳିଛି । ଯେଉଁଠାରେ କି ପୋଲିସବାବୁ ଗାଡି ଚଳାଇବା ସମୟରେ ହେଲମେଟ ନପିନ୍ଧି ସାଜିଛନ୍ତି ଅମାନିଆ ଗାଡି ଚାଳକ । ଯାହାକୁ ଦେଖି ରାସ୍ତାରେ ଯାଉଥିବା ମା ଓ ଝିଅ ପୋଲିସ ବାବୁଙ୍କର ପିଛା କରିଥିଲେ ।

ତେବେ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ମା ଓ ଝିଅ ଉଭୟ ମିଶି ରାସ୍ତାରେ ହେଲମେଟ ନପିନ୍ଧି ଗାଡି ଚଳଉଥିବା ପୋଲିସଙ୍କର ଗାଡି ଚଳାଇ ପିଛା କରିଥିଲେ । ଏହା ସହ ପୋଲିସ ବାବୁଙ୍କର ଭଲ କି ଟ୍ୟୁସନ ମଧ୍ୟ କରିଥିଲେ । ପୋଲିସ ବାବୁଙ୍କୁ ଗୋଡାଇ ଗୋଡାଇ ମା ଓ ଝିଅ ଉଭୟ ପଚାରୁଛନ୍ତି । ପୋଲିସ ବାବୁ ଆପଣ ମାନଙ୍କର ହେଲମେଟ କୁଆଡେ ଗଲା । ତମେ ମାନେ କାହିଁକି ହେଲମେଟ ପିନ୍ଧିନ । ସରକାରଙ୍କ ଦ୍ଵାରା ଯେଉଁ ସବୁ ନିୟମ ପ୍ରଚଳିତ ହୋଇଛି ।

ତାହାକୁ ମାନିବାକୁ ସମସ୍ତେ ବାଧ୍ୟ ଅଟନ୍ତି । ସାଧାରଣ ଲୋକେ ହେଲମେଟ ନପିନ୍ଧିଲେ ତାଙ୍କ ମାନଙ୍କ ଠାରୁ ପୋଲି ଟଙ୍କା ଆଦାୟ କରୁଛନ୍ତି । ତମେ ୨ ଜଣ ପୋଲିସ ବାବୁ ହୋଇକି ମଧ୍ୟ ବିନା ହେଲମେଟରେ କିପରି ଭାବରେ ଗାଡି ଚଳାଉଛ । ତେବେ ପୋଲିସ ବାବୁଙ୍କୁ ମା ଓ ଝିଅ ରାସ୍ତାରେ ଗୋଡାଉଥିବାର ଦ୍ରୁଶ୍ଯ ବର୍ତ୍ତମାନ ସୋସିଆଲ ମିଡିଆରେ ଏ ଫୋନରୁ ସେ ଫୋନ ଖାଲି ଭାଇରାଲ ହେବାରେ ଲାଗି ପଡିଛି ।

ଯାହାକୁ ଦେଖି ଲୋକେ କହୁଛନ୍ତି । କଣ ହେଲମେଟ ନପିନ୍ଧିଲେ । ଖାଲି ସାଧାରଣ ଜନତା ଫାଇଁ ଦେବେ ପୋଲିସ ମାନଙ୍କ ପାଇଁ ନିୟମ କଣ ଅଲଗା ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *