‘ତୋ ବାପା କୋଟି କୋଟି ଟଙ୍କା କମାଉଛି ବୋଲି ଚପଳ ପୁଅ ଝିଅଙ୍କୁ ନେଇ ଦାମିକିଆ ନିଶା ଖାଇ ନଟର ପଟର ହଉଛୁ..’ Aryan Khan ଙ୍କ ପାଇଁ କିଛି ଏମିତି କହିଲେ Sura Routray, ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଅକ୍ଟୋବର ଦୁଇ ତାରିଖ ରେ ଏନସିବି ଟିମ ଏକ ଜାହାଜ ରେ ହେଉଥିବା ଡ୍ର-ଗ୍ସ ପା-ର୍ଟି ରେ ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କ ସହ ଅରବାଜ ଖାନ ଏବଂ ଆହୁରି ୧୧ ଜଣଙ୍କୁ ଗି-ର-ଫ କରିଥିଲା ଏନସିବି ତେବେ ପରେ ତ-ଦ-ନ୍ତ ଆରମ୍ଭ ହୋଇ ଯାଇଥିଲା ଏବଂ ଆର୍ଯ୍ୟନ ଖାନ ଙ୍କୁ ବେ-ଲ ମିଳି ନଥିଲା କିମ୍ବା ଏପର୍ଯ୍ୟନ୍ତ ମିଳି ପାରୁ ନାହିଁ ।

ତେବେ ଏହା ଭିତରେ ସେହି ଗି-ର-ଫ ହୋଇଥିବା ଦୁଇ ଜଣ ଯୁବକ କୁ ଛଡା ଯାଇଛି କିନ୍ତୁ ଆର୍ଯ୍ୟନ ଙ୍କୁ ନୁହେଁ ଏବଂ ଓଲଟା ସମୀର ୱାଙ୍ଗଡେ ଙ୍କୁ ୨୫ କୋଟି ଟଙ୍କା ଲା-ଞ୍ଚ ମାଗିବା ଅ-ଭି-ଯୋ-ଗ-ରେ ଫ-ସେ-ଇ ଦିଆ ଯାଇଛି । ତେବେ ଏହାକୁ ନେଇ ଗଣ ମାଧ୍ୟମ କଂଗ୍ରେସ ର ବରିଷ୍ଠ ନେତା, ସଭାପତି ସୁର ରାଉତରାୟ ଙ୍କୁ ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ କି – ଏହା ପୂର୍ବରୁ ଗୁଜୁରାଟ ର ଆଦାନୀ ଏୟାରପୋର୍ଟ ରୁ ୧୦ ହଜାର କୋଟି ଟଙ୍କା ର ଚ-ର-ସ ଏବଂ ନି-ଶା ଦ୍ର-ବ୍ୟ ସହ ସାତୋଟି ଟ୍ରକ ଜ-ବ-ତ ହୋଇଥିଲା ।

ତେବେ ତା ବିଷୟରେ କାହିଁ କିଛି କଥା ଉଠୁନାହିଁ କଣ ପାଇଁ ସରକାର କିଛି କରୁ ନାହାନ୍ତି । ସେଥିପାଇଁ ତ-ଦ-ନ୍ତ କଣ ପାଇଁ କରାଯାଉ ନାହିଁ । ତେବେ ଆର୍ଯ୍ୟନ ଙ୍କୁ ଜେ-ଲ ରେ ରହିବା ଉଚିତ । କାରଣ ସେ ନିଜେ ନି-ଶା ଦ୍ର-ବ୍ୟ ନଉଛି ଏବଂ ଅନ୍ୟ ଯୁବ ପିଢ଼ି କୁ ମଧ୍ୟ ଖରାପ କରି ଦେଉଛି । ବାପା ଏତେ ରୋଜଗାର କରିଛି ତା ବୋଲି ନବେ ହଜାର ର ନି-ଶା ଦ୍ର-ବ୍ୟ ସେବନ କରିବ ନା କଣ ?

ଝିଅ ମାନଙ୍କ ର ଜୀଵନ ନଷ୍ଟ କରୁଛି ସେମାନଙ୍କ ସହ ମୋ-ଜ ମ-ସ୍ତି କରୁଛି । ତେଣୁ ତାକୁ ଜେ-ଲ ରେ ରହିବା ଉଚିତ । ଏହା ଛଡା ସେ ସମୀର ଙ୍କ ବିଷୟ ରେ କହିଲେ କି ସେ ଏହାକୁ ଧରିଛନ୍ତି ଏବଂ ତ-ଦ-ନ୍ତ କରୁଛନ୍ତି ଏବଂ ସେ ଜଣେ କର୍ତ୍ତବ୍ୟନିଷ୍ଠ ତେଣୁ ସେ କେବେବି ଲା-ଞ୍ଚ ନେଇ ନଥିବେ ।

ତେବେ ତାଙ୍କୁ ମାନିବାକୁ ପଡିବ କି ୨୫ କୋଟି ଟଙ୍କା କୁ ସେ ହାତ ବି ମା-ରି ନାହାନ୍ତି ତା ସ୍ଥାନରେ ଯଦି ମୁଁ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାଆନ୍ତେ ତେବେ ସେ ଏତେ ଟଙ୍କା ଦେଖି ଆମେ ପିଘଳି ଯାଇ ଥାଆନ୍ତୁ କିନ୍ତୁ ସେ ହାତ ବି ମା-ରି ନାହାନ୍ତି ତେଣୁ ତାଙ୍କୁ ସମ୍ମାନ ଦେବା ଉଚିତ ଏବଂ ସେ ଜଣେ ଚମତ୍କାର ବ୍ୟକ୍ତି ମଧ୍ୟ ।

Leave a Reply

Your email address will not be published. Required fields are marked *