Odia କାମେଡିଆନ Gudu ଙ୍କ ଜବରଦସ୍ତ ଡାଇଲଗ, ଶୁଣିଲେ ଆଶ୍ଚର୍ଯ୍ୟ ହେବ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହନ୍ତି ଏ ହେଉଛନ୍ତି ଗୁଡୁ ।

ବନ୍ଧୁଗଣ ଗୁଡୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବେସ ପସନ୍ଦ କରନ୍ତି । ଗୁଡୁ ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ସଫଳତା ହାସଲ କରିଛନ୍ତି । ଗତ କିଛି ଦିନ ତଳେ ଗୁଡୁଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ଥିଲା କାରଣ ଗତ କିଛି ଦିନ ତଳେ ଏକ ଦୁ-ର୍ଘ-ଟ-ଣା-ରେ ଗୁଡୁ ନିଜ ମାଙ୍କୁ ହରାଇଥିଲେ ।

ମା ଯିବା ପରେ ଗୁଡୁ ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପ-ଡି-ଥିଲେ ଓ ସେ ଅଭିନୟ ଜଗତରୁ ଦୂରେଇ ରହିଥିଲେ । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଡୁ ଅଭିନୟ ଜଗତକୁ ପୁଣି ଫେରୁ ଛନ୍ତି । ଗୁଡୁ ନିଜ ମନକୁ ବୁଝାଇ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଦିନ ପରେ ରିଲ୍ସ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ଗୁଡୁ ନିଜ ପତ୍ନୀଙ୍କ ସହ ନଜର ଆସୁଛନ୍ତି । ମା ଯିବା ପରେ ଗୁଡୁ ନିଜ ସମସ୍ତ ଫିଲ୍ମର ଶୁ-ଟି-ଙ୍ଗ-କୁ ବନ୍ଦ କରିଥିଲେ ।

ମା ଯିବାର ଦୁଃଖରେ ସେ ବହୁତ ଦିନ ଯାଏ ଭା-ଙ୍ଗି ପଡିଥିଲେ । ହେଲେ ଗୁଡୁ ଏବେ ସୋ-ସି-ଆ-ଲ ମିଡିଆ ଜରିଆରେ ପୁଣି ବ୍ୟାକ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *