ଭାରତ ହାରିବାକୁ ନେଇ ମଜାକ ଉଡେଇଲେ ପାକିସ୍ଥାନୀ Cricketer ତ Harbhajan Singh ଦେଲେ ଏମିତି ଜବାବ କି ଏକାଥରେ ମୁହଁ କରିଦେଲେ ବଙ୍କା, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ତଳେ ଟି20 ବିଶ୍ଵ କପ୍ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ପରାଜୟ ହୋଇଥିଲା । ବନ୍ଧୁଗଣ ପାକିସ୍ତାନ ଭାରତକୁ ହରାଇବା ପରେ ପାକିସ୍ତାନୀ ଲୋକ ବହୁତ ଅଧିକ ଖୁସି ହୋଇଯାଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ମାନେ କିଛି ମାତ୍ରାରେ ଦୁଃଖ ପ୍ରକାଶ କରିଛନ୍ତି ।

ହେଲେ ଟି20 ବିଶ୍ଵ କପ୍ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ଭାରତ ପାଖରେ ବିଶ୍ଵ କପ୍ ଜିତିବା ପାଇଁ ଏବେ ମଧ୍ୟ ମଉକା ଅଛି । ବନ୍ଧୁଗଣ ଟି20 ବିଶ୍ଵ କପ୍ ମ୍ୟାଚ ପୂର୍ବରୁ ହରବଜନ ସିଂହ ଓ ପାକିସ୍ତାନ ଖେଳାଳି ସୋଏବ ଅଖତରଙ୍କ ମଧ୍ୟରେ ଏକ ଇଣ୍ଟର୍ବ୍ୟୁ ହୋଇଥିଲା ।

ସେହି ଇଣ୍ଟର୍ବ୍ୟୁରେ ହରବଜନ କହିଥିଲେ, ଭାରତକୁ ହରାଇବା ପାକିସ୍ତାନ ପାଇଁ ବହୁତ କଷ୍ଟକର ହେବ କାରଣ ପାକିସ୍ତାନ ଠାରୁ ବହୁତ ଗୁଣରେ ଅଧିକ ଭାରତୀୟ ଖେଳାଳିଙ୍କ କ୍ଷମତା ଅଛି । ବନ୍ଧୁଗଣ ଯେତେବେଳେ ପାକିସ୍ତାନ ଜିତିଲା ସେତେବେଳେ ପାକିସ୍ତାନ ଖେଳାଳି ସୋଏବ ଅଖତର ଏକ ଭିଡିଓ ଅପଲୋଡ କରିଥିଲେ । ସେହି ଭିଡିଓରେ ସେ ଭାରତ ହାରିବା ଉପରେ ମଜାକ ଉଡାଇ ଥିଲେ  ।

ଏହା ପରେ ପାକିସ୍ତାନର ଦିଗଜ ବୋଲର ମହମ୍ମଦ ଅମିର ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ପୋ-ଷ୍ଟ କରିଲେ । ସେହି ପୋ-ଷ୍ଟରେ ସେ ଲେଖିଥିଲେ-‘ହରବଜନ ସିଂହ, ପାଜୀ ନିଜ ଟିଭି ଭାଙ୍ଗି ନାହାନ୍ତି ତ । ଛାଡ ଏମିତି ହୁଏ ଅନ୍ତରେ ଏହା କେବଳ ଖେଳ ହିଁ ଅଟେ’ ।

ଏହି ପୋଷ୍ଟ ବଦଳରେ ହରବଜନ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓଟି ୨୦୧୦ ବିଶ୍ଵ କପ୍ ର ଥିଲା । ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଲେ-‘ଏବେ ତମେ ବି କହିବ ମହମ୍ମଦ ଅମିର । ଏହି ଛକାର ଲ୍ୟାଣ୍ଡିଙ୍ଗ ତମ ଘର ଟିଭି ଉପରେ ହୋଇ ନଥିଲା ତ ? କିଛି ନାହିଁ ଛାଡ ଏମିତି ହୁଏ ଅନ୍ତରେ ଏହା ଏକ ଖେଳ ହିଁ ଅଟେ’ ।

ବନ୍ଧୁଗଣ ପାକିସ୍ତାନୀ ଖେଳାଳି ମହମ୍ମଦ ଅମିରଙ୍କୁ ଦମଦାର ଜବାବ ଦେଇ ହରବଜନ ବର୍ତ୍ତମାନ ପ୍ରଶଂସାର ପାତ୍ର ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *