ଶ୍ରୀୟାଙ୍କ ବାପା Humane Sagar ଙ୍କ ନାମରେ ଆଣିଲେ ଏକ ସଙ୍ଗୀନ ଅଭିଯୋଗ ଯାହା ସବୁ କହିଲେ ଶୁଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ଖବର ଅନୁସାରେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ପାରିବାରିକ କଳହ ଉପୁଜୁଛି ବୋଲି ସାମ୍ନାକୁ ଆସିଛି ବୋଲି ଖବର ଆସୁଛି । ତେବେ ପାରିବାରିକ କଳହ ଓ ହିଂସା କାରଣରୁ ହ୍ୟୁମାନଙ୍କର ପତ୍ନୀ ଶ୍ରୀୟା ହ୍ୟୁମାନଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯେଉଁ କାରଣରୁ ଆଧାର କରି କଣ୍ଠଶିଳ୍ପୀ ହ୍ୟୁମାନ ଓ ତାଙ୍କ ସ୍ତ୍ରୀଙ୍କୁ ଆଜି ଥାନାରେ ହାଜର ହେବା ପାଇଁ ପଡିଛି ।

ତେବେ ଏହି ସବୁ ପାରିବାରିକ କଳହକୁ ନେଇ ଶ୍ରୀୟାଙ୍କର ବାପା ମଧ୍ୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଶ୍ରୀୟାଙ୍କର ବାପାଙ୍କର କହିବା ଅନୁଯାଇ ଶ୍ରୀୟା ହେଉଛି ବ୍ରାହ୍ମଣ । ହ୍ୟୁମାନ ହେଉଛନ୍ତି ସମ୍ପ୍ରଦାୟ ଜଣେ କ୍ରିଷ୍ଟିଆନ । ତେବେ ପାରିବାରିକ ହିଂସା ପାଇଁ ଏହି କଥାକୁ ନେଇ ବହୁ ଥର ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥାଏ । କାରଣ ହ୍ୟୁମାନ ନିଜ ପତ୍ନୀ ଶ୍ରୀୟାକୁ ବ୍ରାହ୍ମଣରୁ କ୍ରିଷ୍ଟିଆନ ହେବା ପାଇଁ ବହୁ ଥର କହିଛନ୍ତି ।

ତେବେ ସବୁବେଳେ ଧର୍ମାନ୍ତର କଥାକୁ ନେଇ ହ୍ୟୁମାନ ଓ ଶ୍ରୀୟା ମଧ୍ୟରେ ବାଦ ବିବାଦ ଉପୁଜିଥାଏ । ତେବେ ଏହି କଥା ଯୋଗୁ ହ୍ୟୁମାନ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ କଷ୍ଟ ଯନ୍ତ୍ରଣା ଦେବା ସହ ମାନସିକ ଚାପ ମଧ୍ୟ ତାଙ୍କ ଉପରେ ପକାଇଥାନ୍ତି । ଯେଉଁ କାରଣରୁ ଶ୍ରୀୟା ଏହାକୁ ସହି ସହି ଅତ୍ୟନ୍ତ ଅତିଷ୍ଠ ହୋଇଯାଇଛନ୍ତି । ବାଧ୍ୟ ହୋଇ ନିଜ ସ୍ଵାମୀଙ୍କ ନାମରେ ଥାନାରେ ଅଭିଯୋଗ କରି ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ସୂଚନା ମୁତାବକ ହ୍ୟୁମାନ ଓ ତାଙ୍କ ଶ୍ରୀୟା ପ୍ରେମ ସମ୍ପର୍କରେ ପ୍ରଥମେ ବାନ୍ଧି ହୋଇଥିଲେ ।

ତାପରେ ସମ୍ପ୍ରଦାୟ ଭିନ୍ନ ଭିନ୍ନ ହୋଇଥିଲେ । ମଧ୍ୟ ଉଭୟ ସଂପ୍ରଦାୟକୁ ପଛରେ ପକାଇ ବିବାହ କରିଥିଲେ । ତେବେ ହ୍ୟୁମାନ ଯେଉଁ ଶ୍ରୀୟାଙ୍କୁ ଭଲ ପାଇ ତାଙ୍କ ହୃଦୟରେ ଜାଗା ଦେଇଥିଲେ । ସେହି ହ୍ୟୁମାନ ଆଜି ଶ୍ରୀୟା ପାଇଁ ଏତେ କଠୋର ହୃଦୟର ହୋଇଯାଉଛନ୍ତି କିପରି ? ଯେଉଁ କାରଣରୁ ହ୍ୟୁମାନ ତାଙ୍କ ସ୍ତ୍ରୀ ଓ ପିଲା ଉଭୟଙ୍କୁ ଅଣଦେଖା କରୁଛନ୍ତି । ଏହା ସହିତ ମ-ଅଦ ପିଇକି ଆସି ସ୍ତ୍ରୀ ଶ୍ରୀୟାକୁ ନିର୍ଦ୍ଧୂମ ପିଟୁଛନ୍ତି ।

ତେବେ ସ୍ତ୍ରୀଙ୍କର ବହୁ ବାରଣ ସତ୍ବେ ମଧ୍ୟ ହ୍ୟୁମାନଙ୍କର ରାଗ ଶାନ୍ତ ହେଉନି । ତେବେ ଏହି ସବୁ କଥାକୁ ନେଇ ଥାନାରେ ଶ୍ରୀୟା ହ୍ୟୁମାନଙ୍କର ନାମରେ ଏତଲା ଦେଇଛନ୍ତି । ତେବେ ଏହାର ବିଚାର ପାଇଁ ହ୍ୟୁମାନ ସାଗର ଓ ଶ୍ରୀୟା ସେଠାରେ ଉପସ୍ଥିତ ଅଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ  କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *