‘ହ୍ୟୁମାନ ସବୁ ରୋଜଗାର ସ୍ତ୍ରୀ ହାତରେ ଦିଏ, ହେଲେ ସେ ସବୁ ପଇସା ମ-ଦ ପିଇ ଉଡେଇ ଦିଏ, ବାକି ସବୁ ଟଙ୍କା…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପୁଅ ନୁହେଁ ବଂର ତା ‘ ସ୍ତ୍ରୀ ଶ୍ରୀୟା ମ-ଅଦ ପିଏ । ତେବେ ଏପରି କିଛି ସାଂଘାତିକ ଅଭିଯୋଗ ଶ୍ରୀୟାଙ୍କର ଶାଶୁ ତଥା ହ୍ୟୁମାନ ସାଗରଙ୍କର ମା’ ନିଜ ବୋହୁ ନାମରେ କରିଛନ୍ତି । ହଁ ବନ୍ଧୁଗଣ ଓଡିଶାର ବହୁ ଚର୍ଚିତ ସିଙ୍ଗର ହ୍ୟୁମାନଙ୍କ ନାମରେ ତାଙ୍କ ଧର୍ମପତ୍ନୀ ଶ୍ରୀୟା ପାରିବାରିକ କଳହ ଓ ହିଂ-ଇସା ଦୋଷାରପରେ ଅଭିଯୋଗ ଦେଇଛନ୍ତି । ଯେଉଁ କଥା ବର୍ତ୍ତମାନ ସମୟରେ ବହୁ ଭାଇରାଲ ହେବାରେ ଲାଗିଛି ।

ତେବେ ଉଭୟ ପୁଅ ଓ ବୋହୁଙ୍କ ମଧ୍ୟରେ ହୋଇଥିବା କଳହକୁ ନେଇ ପାରିବାରିକ ବିବାଦକୁ ନେଇ ହ୍ୟୁମାନଙ୍କ ମା’ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ନିକଟରେ ରଖିଛନ୍ତି । ତେବେ ହ୍ୟୁମାନଙ୍କର ମା’ ଙ୍କର କହିବା ଅନୁଯାଇ ମୋ ପୁଅ ହ୍ୟୁମାନର ଗୀତ ପାଇଁ ବହୁ ଲୋକଙ୍କର ଭଲ ପାଇବା ତା; ଉପରେ ରହୁଛି । ତେବେ ହ୍ୟୁମାନର ଯାହା ବି ରୋଜଗାର ହୁଏ । ସବୁ ଆଣି ତା’ ସ୍ତ୍ରୀ ଶ୍ରୀୟା ହାତରେ ଆଣି ଧରେଇ ଦିଏ । ତେବେ ଶ୍ରୀୟା ନେଇ ସବୁ ତା’ ବାପା ଘର ଲୋକଙ୍କୁ ଦେଇଦିଏ ।

ତେବେ ହ୍ୟୁମାନର ନିଜର ଘରଟିଏ ମଧ୍ୟ ନାହିଁ । ଭଡା ଘର କରି ରହୁଛି । ତେବେ ଯେତେବେଳେ ଘର କରିବା ପାଇଁ ଶ୍ରୀୟାକୁ ହ୍ୟୁମାନ ଟଙ୍କା ମାଗିଲା । ସେତେବେଳେ ଶ୍ରୀୟା ଟଙ୍କା ନଦେଇ ହ୍ୟୁମାନକୁ ଛାଡି ବାପଘରକୁ ଚାଲିଯାଇ ସେଠାରେ ରହିଲା । ତେବେ ହ୍ୟୁମାନ ସାଗରଙ୍କର ନାମରେ ପରକୀୟା ପ୍ରୀତି ପ୍ରସଙ୍ଗରେ ମଧ୍ୟ ବିବାଦ ଉଠିଛି । ତେବେ ନିଜ ହ୍ୟୁମାନର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ଅଛି ବୋଲି ହ୍ୟୁମାନ ମା’ଙ୍କୁ ପଚରା ଯାଇଥିଲା ।

ତେବେ ତାହାର ଉତ୍ତର ଦେବାକୁ ଯାଇ ହ୍ୟୁମାନଙ୍କର ମା’ କହିଥିଲେ । ମୋ ପୁଅର ସେଭଳି କିଛି କାହା ସହିତ ଖରାପ ସମ୍ପର୍କ ବା ପରକୀୟା ପ୍ରୀତି ନାହିଁ । ଯଦି ହ୍ୟୁମାନର ପରକୀୟା ପ୍ରୀତି ଥାନ୍ତା । ଆଉ ସେହି ଖବର ମୋ କାନକୁ ଆସିଥାନ୍ତା । ତେବେ ମୁଁ ଜଣେ ମା’ ହିସାବରେ ମୋ ପୁଅକୁ ଚାପୁଡା ମାରି ସାଇଜ କରିଦେଇଥାନ୍ତି ।

ତେବେ ହ୍ୟୁମାନଙ୍କର ସ୍ତ୍ରୀ ଶ୍ରୀୟା ତାଙ୍କ ପରିବାରଙ୍କ ସହିତ ମିଶି ମ-ଅଦ୍ୟପାନ କରନ୍ତି ବୋଲି ଏପରି କିଛି ସଙ୍ଗିନ ଅଭିଯୋଗ ମଧ୍ୟ ହ୍ୟୁମାନଙ୍କର ମା’ ଶ୍ରୀୟାଙ୍କର ବିରୂଦ୍ଧରେ କରିଛନ୍ତି । ତାଙ୍କର କହିବା ଅନୁଯାଇ ଶ୍ରୀୟା ମ-ଅଦ ପିଇକି ଘରେ ପ୍ରାୟ ଶୋଇକି ରହିଥାଏ । ନିଜ ସ୍ଵାମୀ ଓ ପିଲାର ମଧ୍ୟ ଠିକ ସେ ଯତ୍ନ କରିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଲାଇକ୍ କରିବା ସହ କମେଣ୍ଟ କରିକି ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *