ଶ୍ରୀକ୍ଷେତ୍ରରେ ଅଘଟଣ ! ଲାଇନଚ୍ୟୁତ ହୋଇ ମାଡି ଆସିଲା ଟ୍ରେନ ! ହେଲେ କାଳିଆ ପାଇଁ ବଞ୍ଚିଗଲେ ଲୋକ…ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରୀକ୍ଷେତ୍ରରେ ହେଲା ଟ୍ରେନ ଦୁର୍ଘଟଣା ! ଦ୍ରୁତ ଗତିରେ ଟ୍ରେନଟି ଯାଉଥିବାରୁ ଲାଇନ ବିଚ୍ଯୁତ ହୋଇଗଲା । ତେବେ ଏପରି କିଛି ଶ୍ରୀକ୍ଷେତ୍ର ପୁରୀରେ ଘଟିଯାଇଛି ଅଘଟଣ । ଯେଉଁଠାରେ କି ପୁରୀ ଠାରେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଟ୍ରେନଟି ପଛକୁ ଫେରି ଯାଉଥିବା ସମୟରେ ନିଜ ଟ୍ରେନ ଟ୍ରାକ ମଧ୍ୟରୁ ଟ୍ରେନଟି ବିଚ୍ଯୁତ ହୋଇଯାଇଥିଲା । ଯାହା ଫଳରେ ଟ୍ରେନଟି ଟ୍ରାକରୁ ବାହାରି ବାହାରେ ପଡି ଓଲଟି ଯାଇଥିଲା ।

ତେବେ କାଳିଆ ଧାମ ପୁରୀରେ ମହାପ୍ରଭୁ କାଳିଆ ପାଇଁ ସେପରି କିଛି ବଡ ଅଘଟଣ ଘଟି ନଥିଲା । କାରଣ ଓଲଟି ପଡିଥିବା ଟ୍ରେନଟିରେ କେହି ମଧ୍ୟ ସେ ସମୟରେ ଯାତ୍ରୀ ନଥିଲେ । ତେବେ ପୁରୀ ଗୁଣୁପୁର ଟ୍ରେନଟି ଏପରି ଭାବରେ ଟ୍ରାକ ମଧ୍ୟରୁ ବିଚ୍ଯୁତ ହୋଇ ବାହାରେ ଓଲଟି ପଡି ରହିଛି । ତେବେ ଖବତ ମୁତାବିକ ଯାତ୍ରୀ ମାନଙ୍କୁ ଖାଲି କରି ଯାଉଥିବା ସମୟରେ ନିଜର ଦ୍ରୁତ ବେଗ କାରଣରୁ ପଛ ବଗିଟି ଲାଇନ ବାହାରକୁ ପଳାଇ ଯାଇଥିଲା ।

ତେବେ ଘଟଣା ସ୍ତଳକୁ ରେଲୱେ ଅଧିକାରୀ ମାନେ ପହଞ୍ଚିଥିଲେ । ତେବେ ଟ୍ରେନଟି କିପରି ଭାବରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ତାହା ଉପରେ ଖୋଲତାଡ କରିଥିଲେ । ଏହା ସହ ସଂପୂର୍ଣ୍ଣ ଘଟଣାର ଛାନଭିନ ପାଇଁ ତଦନ୍ତ ଆରମ୍ଭ କରିଦେଇଥିଲେ । ତେବେ ପ୍ରତ୍ଯେକ ଦିନ କେତେ ଅନେକ ଯାତ୍ରୀ ନିଜର ଗନ୍ତବ୍ୟ ସ୍ତଳକୁ ଜୀବ ଆସିବା ନିମନ୍ତେ ଟ୍ରେନର ବ୍ୟବହାର କରିଥାନ୍ତି । ତେଣୁ ଟ୍ରେନ ମଧ୍ୟ ଲୋକଙ୍କୁ ଯାତାୟାତ ସୁବିଧା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ ।

ହେଲେ ଯଦି କୌଣସି କାରଣରୁ ଟ୍ରେନଟିର କିଛି ମଧ୍ୟ ଅସୁବିଧା ହୋଇଯାଏ । ତେବେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇବା ସହ ସେଥିରେ ବସିଥିବ ଯାତ୍ରୀ ମଧ୍ୟ ବହୁ ପ୍ରକାର ଅସୁବିଧାର ସାମ୍ନା କରିବେ । ତେଣୁ ଟ୍ରେନ ଚଳାଇବା ସମୟରେ ପ୍ରତ୍ଯେକଟି ଦିଗ ପ୍ରତି ଯତ୍ନବାନ ହୋଇ ଟ୍ରେନ ଚଳାଇବା ଉଚିତ ।

ତେବେ ପୁରୀ ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଟ୍ରେନରେ କେହି ଯାତ୍ରୀ ନବସିଥିବା କାରଣରୁ ମହାପ୍ରଭୁଙ୍କ କୃପାରୁ ଅଳ୍ପକେ ବିପଦ ଟଳି ପଡିଯାଇଥିଲା । ନଚେତ ବହୁ ବଡ ଅସୁବିଧାର ସାମ୍ନା କରିବାକୁ ପଡିଥାନ୍ତା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଲାଟେଷ୍ଟ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *