‘ଅମ୍ଳାନ ଟିଙ୍ଗା ଟାଇପ ର ଲୋକ, ସେଟ ରେ ମୁଁ ଯଦି ହସେ ସେ ମତେ ପଟି କରନ୍ତି କୁହନ୍ତି କାମ ସମୟରେ ଏମିତି କାହିଁକି…’: ଅଭିନେତ୍ରୀ Elina

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅମ୍ଳାନ ବହୁତ ରାଗି ! ମୁଁ ସୁଟିଙ୍ଗ ସେଟରେ ହସିଲେ ସେ ମୋ ଉପରେ ଚିଡି ଯାଆନ୍ତି । ଓଡିଆ ଆକଟ୍ରେସ ସୁନ୍ଦରୀ ଏଲିନା ସାମନ୍ତରାୟଙ୍କ ମୁହଁରୁ ଓଡିଆ ଆକଟର ଅମ୍ଳାନଙ୍କ ପାଇଁ ଏପରି କିଛି ପ୍ରତିକ୍ରିୟା ରହିଛି । ତେବେ ଆସନ୍ତା ଏପ୍ରିଲ ମାସରେ ଓଡିଆ ଫିଲ୍ମ ପ୍ରିଏ ତୁ ମୋ ସିଏ ଚଳଚିତ୍ରଟି ରିଲିଜ ହେବ ପାଇଁ ଯାଉଅଛି । ଯେଉଁ ଥିରେ ମୁଖ୍ୟନାୟକ ଭାବରେ ଅମ୍ଳାନ ଦାସ ଓ ନାୟିକା ଭାବରେ ଏଲିନା ସାମନ୍ତରାୟଙ୍କୁ ଦେଖିବା ପାଇଁ ମିଳିବ ।

ତେବେ ଗାଁର ମାହୋଲ ତଥା ଜମିଦାରୀ ପ୍ରଥାକୁ ନେଇ ଏକ ଓଡିଆ ନିଛକ କାହାଣୀ ଆଧାରରେ ପ୍ରିଏ ତୁ ସିଏ ଫିଲ୍ମଟି ନିର୍ମାଣ କରାଯାଇଛି । ଯେଉଁ ଫିଲ୍ମର ଫିଲ୍ମର ନିର୍ଦ୍ଧେଶକ ହେଉଛନ୍ତି ସୁଧାଂଶୁ ସାର । ତେବେ ଫିଲ୍ମ ସୁଟିଙ୍ଗ ପରେ ନାୟିକା ଏଲିନା ଓ ନାୟକ ଅମ୍ଳାନଙ୍କୁ ମସ୍ତି କରିବାର ନଜର ଆସିଛି । ତେବେ ହିରୋଇନ ଏଲିନା ମିଡିଆ ସାମ୍ନାରେ ନିଜ ଅପ କମିଙ୍ଗ ଫିଲ୍ମ ପ୍ରିଏ ତୁ ମୋ ସିଏ ବିଷୟରେ କହିଛନ୍ତି ।

ଏହା ଛଡା ଫିଲ୍ମ ସୁଟିଙ୍ଗ ସେଟର ମସ୍ତି ବିଷୟରେ ମଧ୍ୟ ବଖାଣୀ କରି କହିଛନ୍ତି । ତେବେ ଏଲିନାଙ୍କ କହିବା ଅନୁଯାଇ ଅମ୍ଳାନ ବହୁତ ସିରିଏସ ଆଉ ରାଗୀ ସ୍ଵଭାବର ବ୍ୟକ୍ତିତ୍ବଟିଏ ଅଟନ୍ତି । ସେ ନିଜ ଫିଲ୍ମ ସୁଟିଙ୍ଗ ସମୟରେ ନିଜ କାମ ଉପରେ ବହୁତ ଅଧିକ ହିଁ ଫୋକୋଷ କରିଥାନ୍ତି । ଏହା ଛଡା ସୁଟିଙ୍ଗ ଅଫ ସମୟରେ ବି ଏତେ କାହା ସହିତ ମଜା, ମସ୍ତି ସୋରସରାବା କରିବାକୁ ପସନ୍ଦ କରନ୍ତି ନାହିଁ ।

ପ୍ରାୟ ଚୁପଚାପ ହୋଇ ରହିବାକୁ ଭଲ ପାଅନ୍ତି । ଅପର ପକ୍ଷରେ  ଏଲିନା ଏପରି ମଧ୍ୟ କହିଛନ୍ତି । ଯେ ମୁଁ ସୁଟିଙ୍ଗ ସମୟରେ ପୁରା ସିରିଏସ ମୁଡ୍ ନେଇ କାମ କରେ । ସତ ସୁଟିଙ୍ଗ ଅଫ ସମୟରେ ହସିକି ମଜା, ମସ୍ତି କରିବାକୁ କରେ । ନଚେତ କିଛି କୁଆଡୁ ନଥିଲେ । ଟିକେ ଫାଙ୍କା ମିଳିଲେ ହିଁ ମୁଁ ସୁଟିଙ୍ଗ ସେଟ ଉପରେ ଶୋଇପଡେ । ତେବେ ଏଭଳି ନାୟକ ଅମ୍ଳାନ ଓ ନାୟିକା ଏଲିନାଙ୍କ ମଜା ମସ୍ତି ମଧ୍ୟରେ ମଧ୍ୟ ଆମେ କହି ରଖିବା ପାଇଁ ଚାହୁଁଛୁ ।

କି ଯେ ଫିଲ୍ମ ପ୍ରିଏ ତୁ ମୋର ସିଏ ଫିଲ୍ମଟି  ଏପ୍ରିଲ ମାସରେ ପ୍ରେକ୍ଷାଲୟରେ ରିଲିଜ ହେବା ପାଇଁ ଯାଉଛି । ହଲକୁ ଆସି ଏହି ଫିଲ୍ମକୁ ଦେଖିବା ସହ ବହୁତ ଭଲ ପାଇବା ମଧ୍ୟ ଫିଲ୍ମକୁ ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *