‘ପଇସା ପାଇଁ ଆମେ ଲଢେଇ କରୁଛୁ, ହେଲେ ଆମ ହକ ପଇସା ନ ଦେଇ ଆମକୁ କୁକୁଡ଼ା ପରି…’: ଅବିନେତ୍ରୀ Twinkle Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ପଇସା ପାଇଁ ଆଉ କେତେ ଦିନ ଲଢିବୁ ! ତେବେ ଓଡିଆ ସିରିଏଲ ଅଭିନେତ୍ରୀ ଟ୍ଵିଙ୍କିଲ ମିଶ୍ର ଏପରି କିଛି ଅଭିଯୋଗ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ନେଇକରି ଆସିଛନ୍ତି । ଯେଉଁଠାରେ ଅଭିନେତ୍ରୀ ଟ୍ଵିଙ୍କିଲ କହିଛନ୍ତି । ଯେ ଆମର ଶାନ୍ତି ସିରିଏଲର ଶୁଟିଙ୍ଗ ଚାଲିଥିଲା । ଆମକୁ ଆମର ପଇସା ମଧ୍ୟ ଠିକ ଠିକ ସମୟରେ ପେମେଣ୍ଟ କରାଯାଉଥିଲା । ହେଲେ ଗତ ୨ ରୁ ୩ ମାସ ଧରି ଆମର ସିରିଏଲ ତ ଅଧାରୁ ବନ୍ଦ ହୋଇଗଲା ।

ହେଲେ ଆମେ ଯେଉଁ ସବୁ ସୁଟିଙ୍ଗ କରିଥିଲୁ । ତା’ ର ପେମେଣ୍ଟ ମୋତେ ଆଉ ଆମର ପୁରା ୟୁନିଟିକୁ ଆଜି ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ । ଗତ ନଭେମ୍ବର ମାସର ପଇସା ଆମକୁ ଜାନୁଆରୀରେ ମିଳିବାର ଥିଲା । ହେଲେ ଜାନୁଆରୀରେ ମିଳିଲା ନାହିଁ । ତାପରେ ଆମେ ସବୁ ଅପେକ୍ଷା କରି କରି ଜାନୁଆରୀ ଯାଇ, ଫେବୃଆରି, ମାର୍ଚ ମାସ ମଧ୍ୟ ସରିବାକୁ ବସିଲାଣି ।

ହେଲେ ଆଜି ପର୍ଯ୍ୟନ୍ତ ଆମ କାହାର ମଧ୍ୟ ସାର ପେମେଣ୍ଟ କରି ନାହାନ୍ତି । ହେଲେ ଆମେ ତ ଆମର ସବୁ ସୁଟିଙ୍ଗକୁ ଠିକ ଠିକ ଭାବରେ କରିଥିଲୁ । ହେଲେ ଅକ୍ଷୟ ସାର ନା ଆମକୁ ଆମର ପେମେଣ୍ଟ କରୁଛନ୍ତି । ନା ଏହି ବାବଦରେ ଆମ ସହିତ କିଛି ବି ଡ଼ିସକସନ କରୁଛନ୍ତି । ଯଦି ଏବେ ଟଙ୍କା ଦେବେନି ତ କେବେ ଟଙ୍କା ଦେବେ ତାହାକୁ ମଧ୍ୟ ଠିକରେ କିଛି କହୁ ନାହାନ୍ତି ।

ଆମେ ଟଙ୍କା ବିନା କେତେ ଅସୁବିଧାର ଫେସ କରୁଛୁ । ସେ ତ କିଛି ବି ବୁଝୁ ନାହନ୍ତି । ଅକ୍ଷୟ ପରିଜାଙ୍କ ଅଫିସ ସାମ୍ନାକୁ ଆସିଲେ । ତାଙ୍କ ଲୋକ ଆମ ସହିତ କୁକୁର, ମାଙ୍କଡ ଭଳି ବ୍ୟବହାର କରୁଛନ୍ତି । ତେବେ ଆମେ ସବୁ ଏବେ କରିବୁ କଣ । ଆମର ଶାନ୍ତି ସିରିଏଲର ସବୁ ସୁଟିଙ୍ଗ ମେମ୍ବର ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଟଙ୍କା ନଦେବାର ଦୋଶାରପ କରୁଛୁ ।

ଟଙ୍କା ନମିଳିବା ଦ୍ଵାରା ଆମର ବ୍ୟକ୍ତିଗତ ବହୁତ କିଛି ଅସୁବିଧା ଏଠାରେ ହେଉଛି । ତାପରେ ପୁଣି ଟଙ୍କା ମାଗିଲା ବେଳକୁ ଅକ୍ଷୟ ସାର ଟଙ୍କା ତ ଦେବା ଦୂରର କଥା ଆମ ସହିତ ସାକ୍ଷାତ ମଧ୍ୟ କରୁନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *