କି ଯୁଗରେ ଭାଇ ! ପୁରୀ ଶ୍ରୀମନ୍ଦିର ବେଢାରେ ଚାଲିଛି ପ୍ରେମୀ ଯୁଗଳଙ୍କ ରାସଲୀଳା, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଯେଉଁ ଶ୍ରୀ ମନ୍ଦିରକୁ ଦେଖିବା ପାଇଁ ଦୂର ଦୁରନ୍ତାରୁ ହଜାର ହଜାର ଭକ୍ତ ଧାଇଁ ଆସୁଛନ୍ତି ସେହି ଶ୍ରୀ ମନ୍ଦିରରେ ଏକ ଘୁର୍ଣ୍ଣ୍ୟ କାମ ହୋଇଛି । ଏକ ପ୍ରେମୀ ଯୁଗଳ ମନ୍ଦିର ପରିସରରେ ବସି ଏତେ ଘୁର୍ଣ୍ଣ୍ୟ କାମ କରିଛନ୍ତି ଯାହା ଅତ୍ୟନ୍ତ ଲଜ୍ୟା ଜନକ । ଭାଇରାଲ ହେଉଥିବା ଭିଡିଓରେ ପ୍ରେମୀ ଯୁଗଳଙ୍କ କଳା କାର୍ଣ୍ଣମା ନଜର ଆସିଛି ଯାହା ଅତ୍ୟନ୍ତ ନିନ୍ଦନୀୟ ।

ବନ୍ଧୁଗଣ ଭିଡିଓକୁ ଦେଖି ଆପଣ ମାନେ ନିଜ କୁହନ୍ତି ଏହି ପ୍ରେମୀ ଯୁଗଳଙ୍କ ସହ କଣ କରିବା ଉଚିତ । ଶ୍ରୀ ମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି ଅପବିତ୍ର କାମ କରିବାକୁ ଏମାନେ ପଛାଉ ନାହାନ୍ତି । ଏମାନେ ବୋଧେ ଜାଣି ନାହାନ୍ତି ଶ୍ରୀ ମନ୍ଦିର ପାଖରେ ବସି ଏଭଳି ଘୁର୍ଣ୍ଣ୍ୟ କାମ କରିବା କେତେ ବଡ ଅପରାଧ । ବନ୍ଧୁଗଣ ଆପଣ ମାନେ ଏହି ଭିଡିଓକୁ ବହୁଳ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହି ପ୍ରେମୀ ଯୁଗଳ ଧରା ପଡ଼ିପାରିବେ ।

ଅନେକ ଲୋକ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଏବେ ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏଭଳି ଘୁର୍ଣ୍ଣ୍ୟ କାମ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *